ଦେଖୁ ଦେଖୁ ଘଟିଗଲା ଅଘ-ଟଣ….କୁକୁଡ଼ା ପାଇଁ ଚାଲିଯାଇଛି ୨ ଜୀବନ।
କୁକୁଡ଼ା ନେଲା ୨ ଜୀବନ। କୁକୁଡ଼ା ପାଇଁ ଗଡ଼ିଲା ୨ ମୁଣ୍ଡ। ବହିଲା ର-କ୍ତର ନଦୀ। ଦେଖୁ ଦେଖୁ ଘଟିଗଲା ଅଘଟଣ।ହଁ ଆଜ୍ଞା କେହି କେବେ ଭାବିନଥିଲେ କୁକୁଡ଼ା ପାଇଁ ଏମିତି ହେବ ବୋଲି। ଜଣେ ଯୁବକ କୁକୁଡ଼ା ପାଇଁ ୨ ଜଣଙ୍କ ଜୀବନ ନେଇଯାଇଛନ୍ତି। ଯାହା ଖବର ମିଳିଛି ସୁନ୍ଦରଗଡ ଜିଲ୍ଲା କେଵଲାଙ୍ଗ ଥା-ନା ଅମାରୁଡ଼ି ଗ୍ରାମରେ କୁକୁଡ଼ା ଖାଇବାକୁ କେନ୍ଦ୍ର କରି ୨ ଜଣଙ୍କୁ ହ-ତ୍ୟା ହୋଇଛି।
ଶନିବାର ଏହି ହ-ତ୍ୟାକା-ଣ୍ଡ ଘଟିଥିବା ବେଳେ ଗାଁ ନିକଟ ନାଳରେ ଦୁଇ ଶ-ବକୁ ଲୁ-ଚାଇ ରଖିଥିଲା ଅଭି-ଯୁକ୍ତ। ନିଜର କଳା କାରନାମାକୁ ଲୁ-ଚାଇ ରଖିଥିଲା। ଆଉ ଅଭି-ଯୁକ୍ତ ହେଲେ ଅମାରୁଡ଼ି ଗ୍ରାମର ଜୁରା ମୁଣ୍ଡା। ଏପଟେ ମୃ-ତକ ଦୁଇ ଜଣ ହେଉଛନ୍ତି ଅମାରୁଡ଼ି ଗ୍ରାମର ସାଧୁ ଚରଣ ବୁରୱେଲି ଓ ଯମ ସୁଣ୍ଡି।
ସୂଚନା ମୁତାବକ ଶନିବାର ଏକ ମଲା କୁକୁଡ଼ା ଅଭି-ଯୁକ୍ତ ଖାଇବା ପରେ ସେହି ଗ୍ରାମର ଦୁଇ ଜଣ ଯୁବକଙ୍କ ସହିତ ବଚସା ହୋଇଥିଲା। ଯେଉଁଥିରେ ଉତକ୍ଷିପ୍ତ ହୋଇ ଅଭି-ଯୁକ୍ତ ସେହି ଦିନ ରାତିରେ ମର-ଣାସ୍ତ୍ରରେ ୨ ଜଣଙ୍କୁ ହ-ତ୍ୟା କରିଥିଲା। ସେହି ଦୁଇ ଜଣଙ୍କ ଘର ଲୋକ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ପତା ମିଳିନଥିଲା।
ଆଉ ଅଭି-ଯୁକ୍ତ ଜଣକ ଆଜି କବଳାଙ୍ଗ ଥା-ନାକୁ ଆସି ଆତ୍ମସ-ମର୍ପଣ କରିବା ସହ ଘ-ଟଣା ବିଷୟରେ ଜଣାଇବା ପରେ ଅଭି-ଯୁକ୍ତକୁ ଅଟକ ରଖିଥିଲା ପୋ-ଲିସ। ଆଉ ଘ-ଟଣା ସ୍ଥଳକୁ ପୋ-ଲିସ ଯାଇ ୨ ଟି ମୃ-ତ ଦେହକୁ ଜ-ବତ କରିବା ସହ ଅଧିକ ତ-ଦନ୍ତ ଜାରି ରଖିଛି।ଏପଟେ ଅଭି-ଯୁକ୍ତଙ୍କ ପରିବାର ଲୋକେ କହୁଛନ୍ତି ଯେ ବଡ଼ ଭାଇ ନଥିଲେ ତ ସେଥିପାଇଁ ସେ ବଞ୍ଚି ଯାଇଥିଲେ ଅନ୍ୟ ଦୁଇ ଭାଇଙ୍କୁ ଟାଙ୍ଗିଆରେ ମା-ରିଦେଇଛି ଅଭି-ଯୁକ୍ତ।