ହେବ ଛା-ଡ଼ପ-ତ୍ର। ଅଲଗା ହେବାକୁ ଯାଉଛନ୍ତି ଐଶ୍ଵର୍ଯ୍ୟ ଏବଂ ଅଭିଷେକ।
କାହା ଯୋଗୁଁ ଅଲଗା ହେବାକୁ ଯାଉଛନ୍ତି ଅଭିଷେକ-ଐଶ୍ଵର୍ଯ୍ୟ? ଦୁହିଁଙ୍କ ଛା-ଡପ-ତ୍ରକୁ ନେଇ ସବୁଆଡେ ଚର୍ଚ୍ଚା।ଅଲଗା ହେବାକୁ ଯାଉଛନ୍ତି ଅଭିଷେକ-ଐଶ୍ଵର୍ଯ୍ୟ। କାହା ପାଇଁ ଦୁହିଁଙ୍କ ଭିତରେ ବଢ଼ିଲା ଦୂରତା। ଅଭିଷେକ ହାତରୁ ଓଲ୍ହାଇ ଦେଲେ ବାହାଘର ମୁଦି। ହେଲେ ଦୁହିଁଙ୍କ ବି-ଛେଦ ଚାହୁଁନାହାନ୍ତି ଅମିତାଭ ଵଚନ।
ଭାରତର ସବୁଠାରୁ ସୁନ୍ଦର ଯୋଡି ଆଉ ମଜବୁତ ଯୋଡି ବୋଲି କୁହାଯାଉଥିଲା। କିନ୍ତୁ ଏବେ ସେହି ଯୋଡି ଅଲଗା ହେବାକୁ ଯାଉଛନ୍ତି। ସମସ୍ତେ ଭାବୁଥିଲେ ଯେ ଯାହାବି ହୋଇଗଲେ ମଧ୍ୟ ଅମିତାଭ ଵଚନଙ୍କ ଘରେ କେବେ ଛା-ଡପ-ତ୍ର କଥା ଉଠିବନି। ଅମିତାଭ ବଚନଙ୍କ ଜୀବନ ଶୈଳୀ ଏବଂ ତାଙ୍କ ଅଭିନୟ ଭାରତୀୟ ମାନଙ୍କ ହୃଦୟ ଭିତରେ ଗୋଟିଏ ଛାପ ଛାଡ଼ିଦେଇଛି। ଯାହାକୁ ଲୋକେ ନବେଦଶକରୁ ମନେ ରଖିଛନ୍ତି କେହିବି ଭୁଲି ପାରୁନାହାନ୍ତି।
ତେବେ ଏଭଳି ସ୍ଥଳେ ଘରକୁ ବହୁ ହୋଇ ଆସିଥିବା ଐଶ୍ଵର୍ଯ୍ୟ ପୁଣି ଥରେ ଅମିତାଭ ବଚନଙ୍କ ପରିବାର ଛାଡି ଦୂରେଇଯିବାକୁ ଚାହୁଁଥିବା କଥା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି।ଏବେ କିଛି ଦିନ ହେଲାଣି ଐଶ୍ଵର୍ଯ୍ୟ ରାୟ ଏବଂ ଅଭିଷେକ ଵଚନ ଏକାଠି ଦେଖିବାକୁ ମିଳୁନାହାନ୍ତି।ଦୁହିଁଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିବା କଥା କୁହାଯାଉଛି। ଏମିତି କି କୁହାଯାଉଛି ଦୁହେଁ କୁଆଡେ ଆଗକୁ ଯାଇ ପରସ୍ପର ଠାରୁ ଅଲଗା ହୋଇ ଛା-ଡପ-ତ୍ର ନେଇଯିବେ। ତେବେ ଯାହାକି ଗୋଟେ ଇଭେଣ୍ଟରେ ଅଭିଷେକ ଵଚନକୁ ଦେଖିବାକୁ ମିଳିଥିଲା ବାହାଘର ମୁଦିକୁ ହାତରୁ କାଢି ଦେଇଛନ୍ତି ଅଭିଷେକ ଵଚନ।
ତେବେ ସବୁଠାରୁ ସନ୍ଦେ-ହର କଥା ଉଠୁଛି କାହା ପାଇଁ ଐଶ୍ଵର୍ଯ୍ୟ ରାୟ ଏବଂ ଅଭିଷେକ ଵଚନଙ୍କ ମଧ୍ୟରେ ଏଭଳି ଫାଟ ସୃଷ୍ଟି ହୋଇଛି। ତେବେ ତଳ ଦିନର କିଛି କଥାକୁ ନେଇ ଏଭଳି ଚର୍ଚ୍ଚା ଏବଂ ଆଲୋଚନା ହେଉଛି କି ସଲମନ ଖାଁଙ୍କ ସହିତ ଐଶ୍ଵର୍ଯ୍ୟ ରାୟ ପୁଣି ଥରେ ମିଶି ଯାଇଛନ୍ତି। ଯେମିତିକି ଆଗରୁ ତାଙ୍କର ପ୍ରେମ ସ-ମ୍ପର୍କ ରହିଥିଲା କିନ୍ତୁ ଗୋଟିଏ ସମୟରେ ଦୁହିଁଙ୍କ ମଧ୍ୟରେ ଫାଟ ପଡିଥିଲା। ଦୀର୍ଘ ସମୟ ଧରି କେହି କାହା ସହିତ ଦେଖା ସାକ୍ଷତ କରୁଥିଲେ ନାଁ କଥା ହେଉଥିଲେ କିନ୍ତୁ ବର୍ତ୍ତମାନ ସମୟରେ ସଲମନ ଖାଁଙ୍କ ସହିତ ଐଶ୍ଵର୍ଯ୍ୟଙ୍କର ଭଲ ସ-ମ୍ପର୍କ ରହିଛି।
ଆଉ ଏପଟେ ପୁଣି ଅଭିଷେକ ବଚନଙ୍କ ସହିତ ଐଶ୍ଵର୍ଯ୍ୟ ରାୟଙ୍କ ବି-ଛେଦ ମାମ-ଲାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଅଭିଷେକ ଆଜି ପର୍ଯ୍ୟନ୍ତ ଯେମିତି ନିଜ ଆଙ୍ଗୁଠିରେ ବିବାହ ସମୟରେ ଗୋଟେ ମୁଦି ପିନ୍ଧୁଥିଲେ ହେଲେ ଏବେ କାଢି ଦେଇଛନ୍ତି। ପତ୍ନୀ ଐଶ୍ଵର୍ଯ୍ୟଙ୍କ ସହ ଏହା ଏକ ବଡ଼ ବି-ବାଦ ଯାହା ପଛରେ ଏହା ହେଉଛି ଏକ ବଡ଼ କାରଣ ବୋଲି କୁହାଯାଉଛି।
ଏଭଳି ଛା-ଡପ-ତ୍ର ଖବରକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଲୋକେ ବିଭିନ୍ନ ପ୍ରତି-କ୍ରିୟା ଦେଉଛନ୍ତି। ଏମିତିକି କିଛି ୟୁଜର କହିଛନ୍ତି କି ଅମିତାଭ ଵଚନଙ୍କ ଘରେ କେବେ ଛା-ଡପ-ତ୍ର କଥା ଉଠିବ ମୁଁ ବି ଭାବି ନଥିଲି। ଯାହାକି ହୁଏତ ସମସ୍ତେ ଭାବିନଥିଲେ ଯିଏକି କେବେବି ଅଭିଷେକ ଵଚନ ଏବଂ ଐଶ୍ଵର୍ଯ୍ୟ ରାୟ ଅଲଗା ହେବାକୁ ଯିବେ କିନ୍ତୁ ଏବେ ସେଭଳି କିଛି ଚର୍ଚ୍ଚା ଦେଖିବାକୁ ମିଳୁଛି ଏବଂ ଦୁଇଜଣଙ୍କୁ ଏବେ ଏକାଠି ଦେଖିବାକୁ ମିଳୁନାହିଁ।
ତେବେ ଆଉ ଜଣେ ୟୁଜର କହିଛନ୍ତି ଯେପର୍ଯ୍ୟନ୍ତ ଅମିତାଭ ଵଚନ ବଞ୍ଚିଛନ୍ତି ସେ ପର୍ଯ୍ୟନ୍ତ ଦୁହିଁଙ୍କ ଛା-ଡପ-ତ୍ର କେବେବି ହେବନାହିଁ କାରଣ ଅମିତାଭ ଵଚନ ସେମିତି କିଛି ହେବାକୁ ଦେବେନାହିଁ। ତେବେ ଆଗକୁ ଯାଇ ଜଣାପଡିବ ଯେ ପକୃତରେ ଦୁଇଜଣ ଅଲଗା ହେଉଛନ୍ତି ନାଁ କଣ ହେଉଛି ଘ-ଟଣା।