ମରିବାର ୪୫ ମିନିଟ ପରେ ଉଠି ବସିଲା ଶ-ବ।
ବନ୍ଧା ହେଉଥିଲା କୋକେଇ ମୃ-ତ୍ୟୁର ୪୫ ମିନିଟ ପରେ ଉଠି ବସିଲା ସୁମିତ୍ରା… ଆଉ ତାପରେ….।ମୃ-ତ୍ୟୁର ୪୫ ମିନିଟ ପରେ କୋକେଇରୁ ଉଠି ବସିଲା ଶ-ବ। କଇଁ କଇଁ ହୋଇ କା-ନ୍ଦିଲା ଚି-ତ୍କାର କରି କହିଲା। ଏଠି ଭାରି କଷ୍ଟ ହେଉଛି। ଘର ଭିତରକୁ ନେଇ ଚାଲ। ଏହାକୁ ଦେଖି ଭ-ୟରେ ଦୌଡ଼ିଲେ ଲୋକେ। ଲୋକଙ୍କ ପଛରେ ଦୌଡ଼ିଲା ଶ-ବ।
ମାଙ୍କ ମୃ-ତ୍ୟୁ ପରେ ସେ ଏକା ହୋଇଯାନ୍ତି। ଘରର ଅଭାବ ଅନାଟନ ପାଇଁ ବାପା ମଧ୍ୟ ଘରେ ରୁହନ୍ତି ନାହିଁ। ଏମିତି ଏକୁଟିଆ ଜୀବନ କାଟନ୍ତି ସୁମିତ୍ରା। ଏହାରି ଭିତରେ ସୁମିତ୍ରାଙ୍କର ବାହା ହେବାର ବୟସ ହୋଇଯାଇଥାଏ। ବାପା ମଧ୍ୟ ଝିଅକୁ ଭଲ ଘର ଭଲ ବର ଦେଖି ବାହା କରିଦିଅନ୍ତି। ଯଦିଓ ଏତେ ଧନୀ ଘର ନୁହେଁ ତଥାପି ତାଙ୍କ ଝିଅ ସେଠି ଶାନ୍ତିରେ ରହିପାରିବ। ବାହାଘର ପରେ ସୁମିତ୍ରା ମଧ୍ୟ ସ୍ୱାମୀ ଶାଶୂ ଶଶୁରଙ୍କୁ ନେଇ ବେଶ ହସ ଖୁସିରେ ଚଳେ। ଯିଏ ଏତେ ଦିନ ଧରି ଏକାକୀ ଜୀବନ କା-ଟୁଥିଲା ତାକୁ ଯେତେବେଳେ ଗୋଟେ ନୂଆ ପରିବାର ମିଳିଯାଇଥିଲା ସେତେବେଳେ ସୁମିତ୍ରାର ଖୁସି ଦୁଇଗୁଣିତ ହୋଇଯାଇଥିଲା।
ଏହାରି ଭିତରେ ସୁମିତ୍ରାର ଗୋଟେ ପୁଅ ମଧ୍ୟ ହୁଏ ସେ ପୁଅକୁ ସେ ଏତେ ଭଲ ପାଉଥିଲା ଯେ ନିଜ ପାଖରୁ ଟିକେ ବି ଦୂରେଇ ଦେଉନଥିଲା। ଗାମୁଛା ସାହାର୍ଯ୍ୟରେ ନିଜ ପୁଅକୁ କାଦ୍ଧରେ ପକାଇ ସବୁ କାମ କରୁଥିଲା। ସୁମିତ୍ରାଙ୍କ ଶାଶୂ ଘର ଏତେ ଧନୀ ପରିବାର ହୋଇନଥିବା ବେଳେ ସବୁ ପ୍ରକାରର ସୁବିଧା ସୁଯୋଗ ସେଠାରେ ମିଳୁନଥାଏ।
ତେଣୁ ପ୍ରତିଦିନ ନଦୀରୁ ପାଣି ଆଣିବାକୁ ଯାଆନ୍ତି ସୁମିତ୍ରା। କିନ୍ତୁ ଦିନକର କଥା ସୁମିତ୍ରା ନିଜ ପୁଅକୁ କାଁଦ୍ଧରେ ବାନ୍ଧି ଦେଇ ନଦୀକୁ ପାଣି ଆଣିବାକୁ ଯାଇ ଫେଟୁଥିବା ବେଳେ ହଠାତ କିଛି ଅଜବ ଘଟ-ଣା ଘଟିଥିଲା। ଯାହାକୁ ଦେଖି ସମସ୍ତେ ଭ-ୟଭୀ-ତ ହୋଇଯାଇଥିଲେ।ସୁମିତ୍ରା ପାଣି ନେଇ ଆସୁଥିବା ବେଳେ ହଠାତ ଗୋଟେ ଜାଗାରେ ଠିଆ ହୋଇଯାଇଥିଲା। ସେହି ସମୟରେ ସୁମିତ୍ରାର ହାତ ଅତି ଭ-ୟଙ୍କର ଭାବେ ମୋଡି ହୋଇ ଯାଉଥିବା ବେଳେ ତା ବେକ ମଧ୍ୟ ପଛକୁ ମୋଡି ହୋଇଯାଉଥିଲା ଯାହାକୁ ଦେଖି ଲୋକମାନେ ଭ-ୟରେ ଚି-ତ୍କାର କରି ଦୌଡିଥିଲେ। କିଛି ସମୟ ପରେ ଯେତେବେଳେ ସୁମିତ୍ରାର ଚେତା ଫେରିଥିଲା ଆଉ ଅନେକ ଲୋକ ତାକୁ ଘେରି ରହିଥିବାର ଦେଖିଥିଲେ ତାକୁ ନେଇ ପ୍ରଶ୍ନ କରିଥିଲା ସୁମିତ୍ରା। ହେଲେ ତା ପ୍ରଶ୍ନର କେହି ହେଲେବି ଉତ୍ତର ଦେଇନଥିଲେ।
ଏଇ କଥାକୁ ଧ୍ୟାନ ନଦେଇ ଘରକୁ ଫେରି ଯାଇଥିଲା ସୁମିତ୍ରା। ମାତ୍ର ଏଇ ଘ-ଟଣା ସେଇ ଦିନ ପାଇଁ ସିନା ନୂଆ ଥିଲା ତା ପରେ ପ୍ରତିଦିନ ଏଭଳି କିଛି ଘ-ଟଣା ଘଟିବାକୁ ଲାଗିଲା। ପରିବାର ଲୋକେ ମଧ୍ୟ ବହୁର ଏଭଳି ଅବସ୍ଥା ଦେଖି ଚିନ୍ତାରେ ପଡିଯାଇଥିଲେ। କେହି ବହୁ ଦେହରେ ସବାର ହେଉଛି ବୋଲି ଗୁଣିଆ ଦେଖେଇଲେ ତ କିଛି ଫଳ ମିଳିଲାନି। ବଇଦ ଦେଖାଲେ କିନ୍ତୁ ବଇଦ ରୋଗ ଚିନ୍ହି ପାରିଲାନି। ଏଭଳି ଭାବେ ଦିନକୁ ଦିନ ସୁମିତ୍ରାର ବ୍ୟବହାର ବଦଳିବାକୁ ଲାଗିଲା।
ଏହାରି ଭିତରେ ୩ ମାସ ବିତିଗଲା। ଦିନେ ହଠାତ ସୁମିତ୍ରା ରୋଷେଇ କରୁ କରୁ ବହୁତ ଜୋରରେ ଚି-ତ୍କାର କରିବାକୁ ଲାଗିଲା। ଆଉ ସଙ୍ଗେ ସଙ୍ଗେ ତା ଚେହେରା ବଦଳି ଗଲା।ମୁହଁ ପଛକୁ ହୋଇଯିବା ସହ ଦାନ୍ତ କଡ଼ ମଡ଼ କରି ଅତି ଭ-ୟଙ୍କର ଭାବେ ଗର୍ଜନ କରୁଥିଲା ସୁମିତ୍ରା। ଏହାକୁ ଦେଖି ପରିବାର ଲୋକେ ଦୌଡ଼ି ଯାଇ ଦେଖନ୍ତି ତ ସୁମିତ୍ରା କହୁଥିଲା ମୁଁ ଆଉ ବଞ୍ଚିବିନି। ୩ ଦିନ ପରେ ମୋର ମୃ-ତ୍ୟୁ ହୋଇଯିବ। ଏତିକି କହି ତଳେ ପଡିଯାଇଥିଲା ସୁମିତ୍ରା।
ଆଉ ଏ ଘଟ-ଣାକୁ ଠିକ ୩ ଦିନ ପରେ ସୁମିତ୍ରାର ମୃ-ତ୍ୟୁ ହୋଇଗଲା। ଯେଉଁ ଖବର ପରିବାର ଲୋକଙ୍କୁ ଦୁଃ-ଖ ଦେଇଥିବା ବେଳେ ଗାଁ ଟା ଯାକର ଲୋକ ଆସି ରୁଣ୍ଡ ହୋଇଯାଇଥିଲେ। ଆଉ ବଇଦ ଆସି ମଧ୍ୟ ସୁମିତ୍ରାକୁ ମୃ-ତ ଘୋଷଣା କରିଦେଇଥିଲା।ମାତ୍ର ସୁମିତ୍ରା ମୃ-ତ୍ୟୁର ୪୫ ମିନିଟ ପରେ କୋକେଇ ଉପରୁ ଉଠି ବସିଥିଲା ସୁମିତ୍ରା। ଯାହାକୁ ଦେଖି ସମସ୍ତେ ଭ-ୟରେ ଦୌଡ଼ିବାକୁ ଲାଗିଥିଲେ। ଏଭଳି ସ୍ଥିତିରେ ପୁଣି ଥରେ ବଇଦକୁ ଆଣି ସୁମିତ୍ରାକୁ ଦେଖେଇଲା ବେଳକୁ ବଇଦ କହିଥିଲେ ଯେ ସୁମିତ୍ରା ଏବେ ବଞ୍ଚିଛି। ଏ ଖବର ପାଇବା ପରେ ପରିବାର ଲୋକେ ଏତେ ଖୁସି ହୋଇଯାଇଥିଲେ କିନ୍ତୁ ଏତେ ବି ଖୁସି ନଥିଲା ସୁମିତ୍ରା।
ସ୍ୱାମୀ ଖୁସିରେ ସୁମିତ୍ରାକୁ କୁଣ୍ଢେଇ ପକେଇଥିବା ବେଳେ ଧୋକା ମାରି ସ୍ୱାମୀକୁ ତଳେ ପକାଇ ଦେଇଥିଲା ଆଉ କହିଥିଲା ମୁଁ ତୁମ ସ୍ତ୍ରୀ ସୁମିତ୍ରା ନୁହେଁ। ମୁଁ ହେଉଛି ସିବା। ସୁମିତ୍ରା ପଢ଼ା ଲେଖା ଜାଣିନଥିବା ବେଳେ ସିବା ବହୁତ ଭଲ ଭାବରେ ପଢ଼ା ଲେଖା କରିପାରୁଥିଲା। ଏଥି ସହିତ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ଏନେଇ ଖବର ପାଇ ସିବାର ବାପା ଆସି ପହଁଚି ଦେଖିଲା ବେଳକୁ ବାପାଙ୍କୁ ଚିନ୍ହି ପାରିଥିଲା ସିବା। ଏଥି ସହିତ ସମସ୍ତ ପ୍ରମାଣ ଦେଇଥିଲା ଆଉ କହିଥିଲା ଯେ ମୋ ଶାଶୂ ଘର ଲୋକମାନେ ମତେ ଅ-ତ୍ୟାଚା-ର କରି ମା-ରି ଦେଇଥିଲେ।
ମୋର ଆତ୍ମା ଅତୃପ୍ତ ହୋଇ ଘୁରି ବୁଲୁଥିଲା। ଆଉ ଯେତେବେଳେ ସୁମିତ୍ରା ମରି ପଡିଥିଲା ମୁଁ ତା ଦେହରେ ସବାର ହୋଇଯାଇଥିଲି। ଏଥି ସହିତ ମୋ ଶଶୁର ଘୋର ଲୋକେ ମୋତେ ଯେଉଁ ମା-ରିଥିଲେ ମୁଁ ମୋ ମୃ-ତ୍ୟୁର ପ୍ରତି-ଶୋଧ ନେବି। ଏହା ପରେ ସବୁ ସତ ସାମ୍ନାକୁ ଆସିଥିଲା।ସୁମିତ୍ରାର ମୃ-ତ୍ୟୁ ହୋଇଯାଇଥିବା ବେଳେ ସୁମିତ୍ରାର ଦେହରେ ସବାର ହୋଇଯାଇଥିଲା ସିବାର ଆତ୍ମା। ଯାହାକି ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।ଏହି ଘଟ-ଣାଟି ୧୯୮୪ ମସିହାରେ ଘ-ଟିଥିଲା ମାତ୍ର ଏ ଘ-ଟଣା ଆଜିବି ସମସ୍ତଙ୍କ ମନରେ ଆଙ୍କି ହୋଇରହିଛି।