ମହିଳା ଅପ-ରାଧୀଙ୍କୁ ଧରିବା ପାଇଁ ସୀମାରୁ ଆସିଲେ ଯବାନ।

ମହିଳା ଅପ-ରାଧୀଙ୍କୁ ପୋ-ଲିସ ଧରି ପାରିଲା ନାହିଁ, ମହିଳା ଅପ-ରାଧୀଙ୍କୁ ଧରିବା ପାଇଁ ଦେଶର ସୀମାରୁ ଆସିଲେ ଭାରତୀୟ ଯବାନ।ମହିଳା ଅପ-ରାଧୀଙ୍କୁ ପୋ-ଲିସ ଧରି ପାରିଲା ନାହିଁ। ଆଖି ଆଗରେ ପୋଲି-ସକୁ ଚକମା ଦେଲା ମହିଳା ଅପ-ରାଧୀ। ଦିନ ଗଡ଼ିଲା ପୋ-ଲିସ ମାନଙ୍କର ମୁଣ୍ଡ ବି-ନ୍ଧିଲା। ମହିଳା ଅପ-ରାଧୀଙ୍କୁ ଧରିବା ପାଇଁ ଦେଶର ସୀମାରୁ ଆସିଲେ ଯବାନ।

ହଁ ଆଜ୍ଞା ଏହି ମହିଳା ଅପ-ରାଧୀଙ୍କୁ ଧରିବା ପାଇଁ ଦେଶର ସୀମାରୁ ଆସିଲେ ଭାରତୀୟ ଯବାନ। ପୋ-ଲିସ ଯେତେ ଚେଷ୍ଟା କରୁଥିଲା ଏହି ମହିଳା ଅପ-ରାଧୀଙ୍କ ପାଖରେ ପହଁଚିବା ପାଇଁ ହେଲେ ପୋ-ଲିସ ପହଁଚି ପାରୁନଥିଲା। ଶେଷରେ ଏହି ମହିଳା ଅପ-ରାଧୀଙ୍କୁ ଧରିବା ପାଇଁ ଦେଶର ସୀମାରୁ ଆସିଲେ ଯବାନ।

ପୋ-ଲିସ ହାତରୁ ସିନା ଖସି ଗଲେ ଏହି ମହିଳା ଜଣଙ୍କ କିନ୍ତୁ ଯବାନଙ୍କ ହାତରୁ ଖସି ପାରିଲେ ନାହିଁ। ଶେଷରେ ଖୋଜି ଖୋଜି ଅପ-ରାଧୀଙ୍କ ପାଖରେ ପହଁଚି ଗଲେ ଯବାନ। ଆପଣ ଯଦି ଜାଣିବେ ଏହି ମହିଳା ଅପ-ରାଧୀ ଓ ଯବାନଙ୍କ ମଧ୍ୟରେ ସ-ମ୍ପର୍କ କଣ ତାହେଲେ ଆପଣ ବି ମୁଣ୍ଡରେ ହାତ ଦେଇଦେବେ।ଏହି ମହିଳା ଅପ-ରାଧୀ ଓ ଯବାନଙ୍କ ସ-ମ୍ପର୍କ ହେଉଛି ଖୁଡି ପୁତୁରା। ତେବେ ସମ୍ପୂର୍ଣ୍ଣ ଘ-ଟଣା କଣ ଥିଲା ଆସନ୍ତୁ ଜାଣିବା।

ଆପଣ ଫୋଟରେ ଦେଖୁଥିବା ଏମାନେ ହେଉଛନ୍ତି ସ୍ୱାମୀ ସ୍ତ୍ରୀ। ଉଭୟ ୨୦୧୨ ମସିହାରେ ବିବାହ କରିଥିଲେ। ଯୁବକର ନାମ ହେଉଛି ରାଜେଶ ଓ ମହିଳାଙ୍କର ନାମ ହେଉଛି ପିଙ୍କି। ଏମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି। ରାଜେଶ ହେଉଛନ୍ତି ଜଣେ ସରକାରୀ ଶିକ୍ଷକ।ରାଜେଶ ଏକ ନୂଆ ଘର ତିଆରି କରିବା ପାଇଁ ଚିନ୍ତା କଲେ। ଘର କାମ ମଧ୍ୟ ଆରମ୍ଭ କରିଦେଲେ। ଘରକୁ ଜଣେ ରାଜମିସ୍ତ୍ରୀ ଆସନ୍ତି ତାଙ୍କ ନାମ ହେଉଛି ଶୈଳେନ୍ଦ୍ର ସେ ଦେଖିବାକୁ ଖୁବ ସୁନ୍ଦର। ଅନେକ ଦିନ ଧରି ରାଜମିସ୍ତ୍ରୀ ଶୈଳେନ୍ଦ୍ର ରାଜେଶଙ୍କର ଘର କାମ କରୁଥିଲେ। ହେଲେ ଅଚାନକ ରାଜେଶଙ୍କ ସ୍ତ୍ରୀ ପିଙ୍କି ରାଜମିସ୍ତ୍ରୀକୁ ଭଲ ପାଇ ବସିଲେ। ରାଜମିସ୍ତ୍ରୀ ଶୈଳେନ୍ଦ୍ର ମଧ୍ୟ ପିଙ୍କିକୁ ଭଲ ପାଇଲେ।

ଦିନେ ପ୍ରେମ ଦିଆନିଆ ବେଳେ ଦେଖିନେଲେ ସ୍ୱାମୀ ରାଜେଶ। ତାପରେ ରାଜମିସ୍ତ୍ରୀ ଶୈଳେନ୍ଦ୍ରକୁ ଘର କାମରୁ ବାହାର କରିଦେଲେ। ପିଙ୍କି ନିଜର ଭଲ ପାଇବାକୁ ନିଜର କରିବା ପାଇଁ ସୁପାରୀ ଦେଇ ନିଜ ସ୍ୱାମୀଙ୍କ ଉପରେ ଗାଡି ଚଢାଇଦେଲେ। ପୋ-ଲିସ ଏହି ଘଟ-ଣାକୁ ତ-ଦନ୍ତ କରିଥିଲେ ମଧ୍ୟ ସଡ଼କ ଦୁର୍ଘ-ଟଣା କହି କଥାକୁ ଏଡାଇ ଦେଇଥିଲେ।ଏହାପରେ ରାଜେଶଙ୍କର ଦଶ ଦିନେ ପହଁଚି ଥିଲେ ପବନ। ପବନ ହେଉଛନ୍ତି ଜଣେ ଭାରତୀୟ ଯବାନ। ପବନ ଟିକନିକ କରି ତ-ଦନ୍ତ କରିବା ପରେ ଜାଣିବାକୁ ପାଇଲେ ଯେ ତାଙ୍କ ଖୁଡି ହେଉଛନ୍ତି ଅପ-ରାଧୀ। ଏବେ ପୋ-ଲିସ କବଜାରେ ଅଛନ୍ତି ସ୍ତ୍ରୀ ପିଙ୍କି।ଏଭଳି ଘ-ଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରାଜ୍ୟର କାନପୁର ସହରରେ। ତେବେ ଜାଣିବାକୁ ବାକିରହିଲା ଏହି ମହିଳା ଅପ-ରାଧୀ ପିଙ୍କିକୁ ପୋ-ଲିସ କେଉଁ ଦ-ଣ୍ଡରେ ଦଣ୍ଡିତ କରିବେ।

Leave a Reply

Your email address will not be published. Required fields are marked *