ଓଡିଆ ପୁଅ ଯାଇଥିଲା ବଙ୍ଗାଳି ଯୁବତୀ ପାଖକୁ । ଆସିଲା ବେଳେ ଯୁବତୀର ସବୁ ସାରିଦେଲା ।

ବଙ୍ଗାଳି ଯୁବତୀର ଏହି ଯୁବକ ଜଣକ ସବୁ ସାରିଦେଲା । ଯୁବକ ଜଣକ ସେ ଯୁବତୀଙ୍କ ଠାରୁ କୁଆଡ଼େ ଲୁଟିବା ପାଇଁ ଓଡ଼ିଶାରୁ ଯାଇଥିଲା ପଶ୍ଚିମବଙ୍ଗ । ଆଉ ତା କାର୍ଯ୍ୟରେ ମଧ୍ୟ ସଫଳ ହେଲା ଯୁବକ ଜଣକ । ଏବେ ୬୪ ଲକ୍ଷ ଟଙ୍କା ଧରି ଓଡ଼ିଶା ଚାଲି ଆସିଛି ଯୁବକ ଜଣକ ।

ଆଜ୍ଞା ହଁ ବନ୍ଧୁଗଣ ସୂଚନା ମୁତାବକ ପଶ୍ଚିମବଙ୍ଗ ହୁଗଲି ଜିଲ୍ଲା ଦକ୍ଷିଣ ସୁଭାଷ ପଲ୍ଲୀ ଅଞ୍ଚଳର ହେଉଛନ୍ତି, ସୋମା ଘୋଷ । ଆଉ ଯୁବକ ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲାର ରାହୁଲ୍ । ମାଟ୍ରିମନିରେ ଏହି ଓଡ଼ିଆ ପୁଅ ଜଣକ ସୋମା ନାମ୍ନୀ ଯୁବତୀଙ୍କୁ ବିବାହ କରିବ ବୋଲି କଥା ଦେଇଥିଲା । ଏପରିକି ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଇଥିଲା ଯୁବତୀଙ୍କୁ ଦେଖା କରିବା ପାଇଁ । ଯୁବକ ଜଣଙ୍କ ମଧ୍ଯ ବିବାହ ପାଇଁ ପ୍ରତିଶ୍ରୁତି ଦେଲେ । ଆଉ ଏବେ ସେହି ଯୁବତୀଙ୍କ ପାଖରୁ ୬୪ ଲକ୍ଷ ଟଙ୍କା ଲୁ-ଟି ନେଇଥିବା ଅଭି-ଯୋଗ କରିଛନ୍ତି ଏହି ବଙ୍ଗାଳି ଯୁବତୀ । ୬୪ ଲକ୍ଷ ଟଙ୍କାରୁ ୨ଲକ୍ଷ ୯୦ ହଜାର ଟଙ୍କା ରିଟର୍ଣ କରିଛନ୍ତି ଯୁବକ ଜଣକ ।

ଆଉ ବାକି ଥିବା ଟଙ୍କା ଯେତେବେଳେ ଏହି ଯୁବତୀ ଜଣକ ମାଗିଥିଲେ ସେତେବେଳେ ଯାଇ ଅସଲ ରୂପ ଦେଖାଇ ଦେଇଥିଲା ଯୁବକ । ଏବେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଛନ୍ତି ଏହି ଯୁବତୀ । ଏହି ଯୁବତୀ ଜଣକ ଏବେ ପଶ୍ଚିମବଙ୍ଗରୁ ଆସି ସମ୍ୱଲପୁର ଟାଉନ୍ ଥା-ନାରେ ଅଭି-ଯୋଗ ଦେଇଛନ୍ତି । ଯେତେବେଳେ ଯୁବତୀ ଜଣକ ରାହୁଲ୍ ଙ୍କ ଘରକୁ ଯାଇଥିଲେ ସେତେବେଳେ ରାହୁଲ୍ କୁଆଡ଼େ ଧ-କ୍କା ଦେଇ ଘରୁ ବାହାର କରି ଦେଇଥିଲା । ଆଉ ମର-ଣାନ୍ତକ କୁଆଡ଼େ ଆକ୍ର-ମଣ କରିଥିଲା ଯୁବକ ଜଣଙ୍କ ।

ଆଉ ଏଭଳି କିଛି ଘ-ଟଣା ଟାଉନ୍ ଥା-ନାରେ ଅଭି-ଯୋଗ କରିଛନ୍ତି ପଶ୍ଚିମବଙ୍ଗରୁ ଆସିଥିବା ସୋମା ଘୋଷ । ଆହୁରି ମଧ୍ୟ ଯୁବତୀଙ୍କ ମା କହିଛନ୍ତି ଯେ ରାହୁଲ୍ ନେଇଥିବା ଟଙ୍କା ସେ ଫେରାଇ ଦେଉ । ଏବେ କେବଳ ଦେଖିବାକୁ ବାକି ରହିଲା ଯେ ସମ୍ବଲପୁର ଟାଉନ୍ ଥା-ନା ପୋ-ଲିସ ଏହି ଘଟ-ଣାକୁ କେମିତି ସମାଧାନ କରୁଛି ଆଉ ନ୍ୟା-ୟ ପାଇଁ ପଶ୍ଚିମବଙ୍ଗରୁ ସମ୍ୱଲପୁର ଧାଇଁ ଆସିଥିବା ଯୁବତୀ ସୋମାଙ୍କୁ ପୋ-ଲିସ୍ କେବେ ନ୍ୟା-ୟ ଦେଉଛି ।

Leave a Reply

Your email address will not be published. Required fields are marked *