ସ୍ଲିପର ଏସି ବସ୍ ରେ ଲୋକମାନେ ଯିବା ପରିବର୍ତ୍ତେ ହୁଏ ଗୋରୁ ଚା-ଲାଣ । ଦୁର୍ଘ-ଟଣା ପରେ ଜଣା ପଡ଼ିଲା ସତ ।
ଯାଜପୁର ଜିଲ୍ଲା ଧର୍ମଶାଳା ଥା-ନା ନେଉଳପୁର ଠାରେ ଘଟି-ଥିବା ଦୁର୍ଘ-ଟଣାର ବସ ଏବେ ଚର୍ଚ୍ଚାରେ । କାରଣ ଏସି ସ୍ଲିପର ବସ କିନ୍ତୁ ଭିତରେ ନାହିଁ ଯାତ୍ରୀ ମାନଙ୍କ ପାଇଁ ସିଟ ଆଉ ଯାହକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ପୋଲି-ସର ଉଚିତ୍ ତ-ଦନ୍ତ ପରେ ଯାଇ ଜଣାପଡିବ ସତ । ଆଜ୍ଞା ହଁ ବସ୍ ଭିତରେ ସିଟ ନାହିଁ ତେବେ କଣ ଏଥିରେ ବେଆ-ଇନ କାର୍ଯ୍ୟ କରାଯାଏ ଏହାକୁ ନେଇ ସମସ୍ତଙ୍କ ମନରେ ଉଙ୍କି ମା-ରୁଛି ପ୍ରଶ୍ନ । ପ୍ରଭୁ ଶନିଦେବ ଖୋଲିଦେଲେ ଦୁର୍ଘ-ଟଣା ଗ୍ରସ୍ତ ଶନିଦେବ ବସ୍ ର ଗୁମର । ଏମିତି ବସ୍ ଆପଣ ମାନେ କେବେ ଦେଖିଛନ୍ତି କି ? ଜାଣନ୍ତୁ ଏହା ପଛରେ କଣ ରହିଛି ପ୍ରକୃତ ସତ୍ୟ ।
ତେବେ ବନ୍ଧୁଗଣ ଆମେ କହୁଛୁ ସେହି ବସ୍ କଥା ଯାହାକୁ ନେଇ ଦୀର୍ଘ ୩ଦିନ ହେବ ଯାଜପୁର ଜିଲ୍ଲାରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ତେବେ ଏହି ବସ୍ କାହିଁକି ଚର୍ଚ୍ଚାକୁ ଆସିଛି କାରଣ ସେହି ବସ୍ ଭିତରେ କୌଣସି ଯାତ୍ରୀବାହୀ ସିଟ୍ ନାହିଁ । ଗାଡ଼ି ସାମ୍ନାରେ ଳେଖା ଯାଇଛି ଏସି ସ୍ଲିପର୍ ଶନିଦେବ । ଏବଂ ତାର ଠିକ୍ ମଧ୍ୟ ଭାଗରେ ଲେଖା ରହିଛି ବାବା ଠାକୁର ଏବଂ ଘୋଡ଼ା ନାଲ ମଧ୍ୟ ରହିଛି । ଆଉ ଉକ୍ତ ଗାଡ଼ିର ନମ୍ୱର ମଧ୍ୟ ଯଦି ଆମେ ଦେଖିବା ତାହା ହେଉଛି “ଓଡି୨୨ ୫୬୩୭”, ଯାହାକି ଭଦ୍ରକ ଆଞ୍ଚଳିକ ପରିବହନ ଅଧିନରେ ରହିଛି ଏହି ବସଟି।
ତେବେ ବର୍ତ୍ତମାନ୍ ଯାହା ସ-ନ୍ଦେହ କରାଯାଉଅଛି ଉକ୍ତ ବସ୍ ରେ ବେଆ-ଇନ କାର୍ଯ୍ୟ କଳାପ ଯଥା ଗୋରୁ ମାନ୍ସ,ଚ-ମଡା କିମ୍ଭା ଗଂ-ଜେଇ ଚା-ଲାଣ ହୋଇଥାଏ । ଯେଉଁଥିପାଇଁ ଗାଡ଼ିରେ ସିଟ ନାହିଁ ।ଭିତର ଖାଲି । ଚାରିପଟେ ସ୍କ୍ରିନ । ବସ୍ ଆଗରେ ଲେଖା ଯାଇଛି ଶନିଦେଵ କିନ୍ତୁ ବେଆ-ଇନ କାର୍ଯ୍ୟ କଳାପ ନେଇ ସାଧାରଣରେ ଏବେ ଆଲୋଚନା ହେଉଛି । ଖାଲି ସେତିକି ନୁହଁ ବସ୍ ର ପଛ ଡିକି ଭିତର କୁ ନଜର ପକାଇଲେ ଅଲଗା କିଛି ସ୍ମେଲ ବି ହେଉଛି ।
ଯାହାର ଅତିଶୀଘ୍ର ତଥ୍ୟ ସହ ଖବର ପ୍ରକାଶ ପାଇବ । ଆଶା କରୁଛୁ ଧର୍ମଶାଳା ପୋ-ଲିସ ପୁରା ଘଟ-ଣାର ପରଦା ଉଠେଇବ । ତେବେ ଗତ ରବିବାର ଦିନ ୧୬ନମ୍ବର ଜାତୀୟ ରାଜପଥ ନେଉଳପୁର ନିକଟରେ ଛାତି ଥରା ଦୁର୍ଘ-ଟଣା ଘଟିଥିଲା । ବୋଲେରୋ କୁ ପିଟିଲା ଯାତ୍ରୀବାହୀ ବସ୍ । ସେଥିରେ ତିନି ଗୁରୁ-ତୁର ହେଇଥିଲେ ଆଉ ଗୁରୁ-ତର ସମସ୍ତ ନେଉଳପୁର ଅଞ୍ଚଳର ବୋଲି ଜଣା ପଡ଼ିଛି । ଆଉ ଏହି ଦୁର୍ଘ-ଟଣା ପରେ ଏହି ଘ-ଟଣ ସାମ୍ନାକୁ ଆସିଥିଲା ।