ଦୀପାବଳି ଆମ ଠୁ ବାପ ମା’ଙ୍କୁ ଛଡ଼ାଇ ନେଲା।

ଆମେ ଦୀପାବଳି ଆଉ ପାଳିବୁ ନାହିଁ…. ଆମ ହସ ଖୁସି ସୁଖ ସବୁ ସରିଗଲା…. ଏମିତି କହି କା-ନ୍ଦୁଛନ୍ତି ଦୁଇ ଝିଅ।ଦୀପାବଳି ଆମକୁ ଆଜି ଅନାଥ କରିଦେଇଛି। କେବେବି ଆଉ ଜୀବନରେ ଆମେ ଦୀପାବଳି ପାଳିବୁ ନାହିଁ। ଏଇ ଦୀପାବଳି ଆମଠୁ ଆମର ସବୁକିଛି ଛଡ଼ାଇ ନେଇଛି।ଏଇ ଦୁଇ ଝିଅଙ୍କ ଆଖି ସାମ୍ନାରେ ପ୍ରଥମେ ବାପାଙ୍କ ଚିତା ଜଳିଲା ତା ପରେ ମା’ଙ୍କ ଚିତା ଜ-ଳିଲା। ଏହାକୁ ଛୋଟିଆ ଛୋଟିଆ ଦୁଇ ଝିଅ ନିଜକୁ ନିଜେ କେମିତି ବା ସମ୍ଭାଳିବେ। ସେମାନଙ୍କ ଆଖି ସାମ୍ନାରେ ବାପା ଏବଂ ମା’ ର ଏକା ସାଙ୍ଗର ଜୁଇ ଜ-ଳୁଛି। ଏହାକୁ ଦେଖୁ ପୁରା ସ୍ତବ୍ଧ ହୋଇଯାଇଛନ୍ତି। ନାଁ ପାଟିରୁ କିଛି କଥା ବାହାରୁଛି ନାଁ ନିଜର ଦୁଃ-ଖ କାହା ସାମ୍ନାରେ କହି ପାରୁଛନ୍ତି

ଦୁଇ ଝିଅଙ୍କ ମୁଣ୍ଡ ଉପରୁ ବାପା ମା’ଙ୍କର ହାତ ସବୁଦିନ ପାଇଁ ଉଠିଗଲା। ଦୀପାବଳି ଆମ ପାଇଁ ଅଶୁଭ ହୋଇଗଲା। ଲୋକ କୁହନ୍ତି ଦୀପାବଳି ଆଲୁଅ ନେଇ ଆସେ କିନ୍ତୁ ଆମ ପାଇଁ ଅନ୍ଧାର ସାଜିଗଲା। ଆମକୁ ଆଜି ଅନାଥ କରିଦେଲା। ଦୁନିଆ କଣ ଦେଖିବା ଆଗରୁ ଜାଣିବା ଆଗରୁ ଅ-ନାଥ ହୋଇଗଲେ ଦୁଇ ଝିଅ।

ବାପ ଝିଅ ଦୀପାବଳି ଦିନ ଦୋକାନକୁ ଯାଇଥିଲେ ବାଣ କିଣି ବାଇକରେ ଛୋଟିଆ ଝିଅକୁ ଧରି ଘରକୁ ଫେରୁଥିଲେ ଆଉ ଘର ପହଁଚି ଥିଲେ ବାପା ମା’ ଦୁଇ ଝିଇ ମିଶି ଦୀପାବଳି ପାଳନ କରିଥାନ୍ତେ କିନ୍ତୁ ବାଣ ନେଇ ଆସୁଥିବା ବେଳେ ଅଧା ବାଟରେ ଘ-ଟିଲା ଏମିତି ଅଘ-ଟଣ। ଗୋକୁଳଙ୍କ ବାଇକ ସହ ଅନ୍ୟ ଏକ ବାଇକର ସାମ୍ନା ସାମ୍ନି ଧକା ହୋଇଗଲା। ଯାହା ଫଳରେ ଘ-ଟଣା ସ୍ଥଳରେ ବାପା ଗୋକୁଳଙ୍କର ଜୀବନ ଚାଲିଗଲା। ଘରକୁ ଫେରିଲା ବାପାଙ୍କର ମୃ-ତ ଦେହ।ସ୍ୱାମୀ ଗୋକୁଳଙ୍କୁ ସ୍ତ୍ରୀ ଏତେ ଅଧିକା ଭଲ ପାଉଥିଲେ ଯେ ସ୍ବାମୀଙ୍କ ମୃ-ତ୍ୟୁକୁ ସହି ପାରିଲେନି ସ୍ୱାମୀର ଚି-ତାକୁ ଦେଖି ନିଜକୁ ସମ୍ଭାଳି ପାରିଲେ ନାହିଁ ସ୍ତ୍ରୀ ଆନନ୍ଦିତା। ସ୍ୱାମୀର ଚିତା ଜ-ଳୁଥିବା ବେଳେ ଏପଟେ ସ୍ତ୍ରୀ ଆନନ୍ଦିତ ନିଜର ଜୀବନ ହାରିଦେଲେ। ଏକା ସାଙ୍ଗରେ ଦୁଇ ଝିଅ ଅନାଥ ହୋଇଗଲେ।

ଏଇ ଦୀପାବଳି ଆମର ଆମଠୁ ବାପା ମା’ଙ୍କୁ ଛଡ଼ାଇ ନେଇଛି। ସବୁ ବର୍ଷ ବାପା ମା’ ଙ୍କ ସହିତ ମିଶି ଦୀପାବଳି ପାଳନ କରୁ ଦୀପ ଜା-ଳି ବାଣ ଫୁଟାଇ କେତେ ଖୁସି ହଉ। କିନ୍ତୁ ଏ ବର୍ଷ ଦୀପାବଳି ଆମକୁ ଅନାଥ କରିଦେଇଛି ଦୁଃ-ଖର ସାଗରରେ ଆମକୁ ବୁଡାଇ ଦେଇଛି।ବର୍ତ୍ତମାନ ଏଇ ଛୋଟିଆ ଛୋଟିଆ ଦୁଇ ଛୁଆଙ୍କୁ ସାହା ହେବ କିଏ? ମା’ ବାପା ବୋଲି ସେମାନେ ଆଉ କାହାକୁ ଡାକିବେ। ସବୁଦିନ ପାଇଁ ତାଙ୍କ ପାଟିରୁ ଲି-ଭିଗଲା ବାପା ମା’ର ଡାକ। ଦୁଇ ଝିଅଙ୍କୁ ସବୁଦିନ ପାଇଁ ଏକା କରି ବାପା ମା’ ଚାଲିଗଲେ ଏକ ଅଫେରା ରାଇଜକୁ। କେବେବି ଆଉ ସେମାନେ ଫେରି ପାରିବେ ନାହିଁ।

ଗୋକୁଳ ଏବଂ ଆନନ୍ଦିତାଙ୍କର ଦୁଇଟି ଝିଅ। ବଡ଼ ଝିଅର ବୟସ ଏବେ ୧୩ ବର୍ଷ ଏବଂ ସାନ ଝିଅର ବୟସ ଏବେ ୭ ବର୍ଷ। ସବୁଦିନ ପାଇଁ ଏଇ ଦୁଇ ଝିଅ ବାପା ମା’ଙ୍କୁ ହରାଇ ବସିଛନ୍ତି।ଏପରି ହୃଦୟ ବିଦା-ରକ ଘ-ଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବେଲଗଡ଼ ବ୍ଲକ ଅନ୍ତର୍ଗତ ବେଣାଗଡ଼ିଆ ଗାଁରେ। ବାପା ମା’ ଦୁହିଁଙ୍କୁ ହରାଇ ବସିଛନ୍ତି ଏଇ ଦୁଇ ଝିଅ। ଏନେଇ ପୁରା ଗାଁରେ ସୃଷ୍ଟି ହୋଇଛି ଶୋ-କାକୁ-ଳ ପରିବେଶ। ସମସ୍ତେ ଝୁରୁଛନ୍ତି ଗୋକୁଳଙ୍କୁ।ମୁଣ୍ଡ ଉପରୁ ବାପା ମା’ଙ୍କ ଆଶୀର୍ବାଦର ହାତ ଆଉ ସ୍ନେହ ଶ୍ରଦ୍ଧା ସବୁକିଛି ଚାଲିଯାଇଛି। ଦୁନିଆ କଣ ଜାଣିବା ଆଗରୁ ଅନାଥ ହୋଇଯାଇଛନ୍ତି ଏଇ ଦୁଇ ଝିଅ। ମାତ୍ର ଦୁଇ ଦିନ ଆଗରୁ ଯେଉଁ ହସ ଖୁସି ଥିଲା ସୁଖ ଥିଲା ଆଜି ତାହା ଉଜୁଡି ଯାଇଛି। ବାପା ମା’ଙ୍କର ମୃ-ତ୍ୟୁ ହୋଇଯିବା ପରେ ଏବେ ଦୁଇ ଝିଅଙ୍କ ଭାଗ୍ୟ ଅନ୍ଧାରକୁ ଚାଲିଯାଇଛି।

Leave a Reply

Your email address will not be published. Required fields are marked *