କେ. ଶିବନଙ୍କ ବିରୋ-ଧରେ ଇସ୍ରୋ ମୁଖ୍ୟ ଏସ. ସୋମନାଥ ଆଣିଲେ ସାଙ୍ଘା-ତିକ ଅଭି-ଯୋଗ।

ପୂର୍ବତନ ଇସ୍ରୋ ମୁଖ୍ୟଙ୍କ ବିରୋ-ଧରେ ବଡ଼ ଅଭି-ଯୋଗ। ଶିବନଙ୍କ ବିରୋ-ଧରେ ଅଭି-ଯୋଗ ଆଣିଲେ ସୋମନାଥ। ଚନ୍ଦ୍ରଜାନ-୨ ର ବିଫଳତା ପାଇଁ ଲଦିଲେ ଦୋ-ଷ। କହିଲେ ଦେଶ ବାସୀଙ୍କୁ ମି-ଛ କହିଥଲେ କେ. ଶିବନ।

ହଁ ଆଜ୍ଞା ଇସ୍ରୋର ବର୍ତ୍ତମାନ ମୁଖ୍ୟ ଓ ପୂର୍ବତନ ମୁଖ୍ୟଙ୍କ ଭିତରେ କଳି ଏବେ ପଦାକୁ ଆସିଛି। ପୂର୍ବତନ କ. ଶିବନଙ୍କ ବିରୋ-ଧରେ ସାଙ୍ଘା-ତିକ ଅଭି-ଯୋଗ ଆଣିଛନ୍ତି ବର୍ତ୍ତମାନର ଇସ୍ରୋ ମୁଖ୍ୟ ଏସ. ସୋମନାଥ।

୨୦୧୮ ରେ କୁଆଡେ ସୋମନାଥ ଇସ୍ରୋର ଅଧ୍ୟକ୍ଷ ହୋଇଥାନ୍ତେ। କିନ୍ତୁ ପୂର୍ବତନ ଅଧ୍ୟକ୍ଷ କ. ଶିବନ ତାହା କରାଇ ଦେଇ ନଥିଲେ। ଏଭଳି କିଛି କଥା ନିଜର ଆତ୍ମ ଜୀବନରିରେ ପରୋକ୍ଷ ଭାବେ ଲେଖିଛନ୍ତି ସୋମନାଥ। ଯାହାକୁ ନେଇଏବେ ବି-ବାଦ ସୃଷ୍ଟି ହୋଇଛି।

ଇସ୍ରୋ ଅଧ୍ୟକ୍ଷ ନିଜ ପୁସ୍ତକ ନୀଲାଭ କୁକୁଡିଚା ସିମାଂଗଲରେ ପୂର୍ବତନ କେ. ଶିବନଙ୍କ ବିରୋ-ଧରେ ଏକ ବଡ଼ ଅଭି-ଯୋଗ ଆଣିଛନ୍ତି। ମାଲାୟଲମ ଭାଷାରେ ଲେଖା ଯାଇଥିବା ଏହି ଭପୁସ୍ତକ ଜରିଆରେ ସୋମନାଥ କହିଛନ୍ତି ଯେ ତରବରିଆ ପକ୍ଷେପ ଯୋଗୁ ଚନ୍ଦ୍ରଜାନ ଜନ ମିଶନ ବି-ଫଳ ହୋଇଥିଲା।ସପର୍ଟୟାରର ତ୍ରୁଟି ଯୋଗୁ ମିଶନ ଫେଲ ମାରିଥିଲା।

କିନ୍ତୁ ଶିବନ ସେତେବେଳେ ସତ ନକହି ଏହି କଥାକୁ ଲୁ-ଚାଇ ଥିଲେ। ଆଉ ଲ୍ୟାଣ୍ଡର ସହ ଯୋଗା ଯୋଗ ବିଛିନ୍ନ ହୋଇଥିଲା ବୋଲି ଦେଶବାସୀଙ୍କୁ ମି-ଛ କହିଥିଲେ। ଖାଲି ସେତିକି ନୁହେଁ ନିଜର ଆତ୍ମଜୀବନି ପୁସ୍ତକରେ ଆହୁରି ଲେଖିଛନ୍ତି ପୂର୍ବନ ଅଧ୍ୟକ୍ଷ ମୁଖ୍ୟ କେ. ଶିବନ ତାଙ୍କୁ ମହାକାଶ କେନ୍ଦ୍ରର ଅଧ୍ୟକ୍ଷ କରାଇଦେବାକୁ ଚାହୁଁଥିଲେ।

୨୦୧୮ରେ ଇସ୍ରୋ ଅଧ୍ୟକ୍ଷ ପଦ ପାଇଁ ଶିବନ ତାଙ୍କୁ ରୋକିବାକୁଚେଷ୍ଟା କରିଥିଲେ। ତେଣୁ ସୋମନାଥଙ୍କ ଆତ୍ମଜୀବନି ପୁସ୍ତକ ନୀଲାଭ କୁଡିଚା ସିଭାଙ୍ଗମ ପ୍ରକାଶ ପାଇବା ପରେ ସାରା ଦେଶରେ ଏହାକୁ ନେଇ ହୋଇଚଇ ସୃଷ୍ଟି ହୋଇଛି। ଏହି ବିବାଦ ସାମ୍ନାକୁ ଆସିବା ପରେ ଆଜି ସାରଝା ଅନ୍ତର୍ଜାତୀୟ ପୁସ୍ତକ ମେଳାରେ ଉନ୍ମଚନ ହେବାକୁ ଥିବା ମାଲାୟଲମ ଆତ୍ମଜୀବନି କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ.ସୋମନାଥ। ଏହା ସହ ଏହି ପୁସ୍ତକର ପ୍ରକାଶନକୁ ମଧ୍ୟ ସ୍ଥଗିତ ରଖାଯାଇଛି।

Leave a Reply

Your email address will not be published. Required fields are marked *