ଡେଲିଭରି ଚେ-କଅ-ପ ପାଇଁ ଯାଉଥିଲେ ମହିଳା ହେଲେ ଅଧ ବାଟରେ ପିକପ ଭ୍ୟାନ….

ଆପଣ ଏହି ଫୋଟରେ ଦେଖୁଥିବା ହସ ହସ ମୁହଁ ଆଉ ଏ ଦୁନିଆରେ ନାହିଁ। ଏ ମହିଳାଙ୍କ ନାମ ହେଉଛି ଅନିତା। ଆଉ ଏ ଯୁବକର ନାମ ହେଉଛି ଦେବବ୍ରତ। ଦେବବ୍ରତ ତ ଅଳ୍ପକେ ବର୍ତ୍ତିଗଲେ କିନ୍ତୁ ତାଙ୍କ ସ୍ତ୍ରୀ ଅନିତା ଆଉ ଏ ଦୁନିଆରେ ନାହାନ୍ତି। ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। କାରଣ ଏଇ ନିଷ୍ଠୁର ଦଇବ ତାଙ୍କ ସହିତ ଏମିତି ଖେଳ ଖେଳିଛି ଯେ ସେ ଶେଷରେ ତାଙ୍କ ସୁନାର ସଂସାର ଉଜୁଡି ଯାଇଥିଲା।

ଅନିତାଙ୍କର ଗୋଟିଏ ଇଛା ଥିଲା ସେ ମା’ ହେବେ। ହେଲେ ସେ ମା’ ହେବା ଆଗରୁ ଆର ପାରିକୁ ଚାଲିଗଲେ। ପେଟରେ ଥିଲା ଛୁଆ ଆଉ ସେ ଚେକପ କରାଇବା ପାଇଁ ଯାଉଥିଲେ ଡାକ୍ତରଖାନା। ହେଲେ ଡାକ୍ତରଖାନା ଯିବା ସମୟରେ ତାଙ୍କ ସହ ବାଟରେ ଘଟିଗଲା ବହୁତ ଅଘ-ଟଣ। ଆଉ ସେଇଠି ହିଁ ତାଙ୍କର ଜୀବନ ଚାଲିଯାଇଛି ଏବଂ ଅଳ୍ପକେ ବର୍ତୀ ଯାଇଛନ୍ତି ତାଙ୍କ ସ୍ବାମୀ।

ହଁ ଆଜ୍ଞା ଭଦ୍ରକ ଜିଲ୍ଲା ଚାନ୍ଦବାଲି ମୁଖ୍ୟ ରାସ୍ତା ଉଗ୍ରତ ରାମୁନି ଛକରେ ପଛ ଆଡୁ ଅଚାନକ ଏକ ଭ୍ୟାନ ଆସି ବାଇକକୁ ଧ-କା ଦେଥିଲା। ସେହି ବାଇକରେ ଯାଉଥିଲେ ସ୍ୱାମୀ ଦେଵବ୍ରତ ରାଉଳ ଏବଂ ତାଙ୍କର ସ୍ତ୍ରୀ ଅନିତା । ଏବେ ଅନିତାଙ୍କର ଜୀବନ ଚାଲିଯାଇଛି। ଆଉ ତାଙ୍କ ସ୍ବାମୀ ଦେଵବ୍ରତ ଅଳ୍ପକେ ବର୍ତୀ ଯାଇଛନ୍ତି। ସେ ଏବେ ଗୁରୁତ୍ୱର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉନ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ଆଉ ଏ ଦୁନିଆରେ ନାହାନ୍ତି।

ସୂଚନା ମୁତାବକ ଅନିତା ଗର୍ଭ-ବତୀ ଥିବାରୁ ସ୍ୱାମୀ ସ୍ତ୍ରୀ ଡାକ୍ତରଖାନା ଯାଉଥିଲେ ଚେକପ କରାଇବା ପାଇଁ। ହେଲେ ବାଟରେ ଘଟିଗଲା ମର୍ମ-ତୁକ ସଡ଼କ ଦୁର୍ଘ-ଟଣା। ତେବେ ପିକପ ଭ୍ୟାନର ଚାଳକ ବେପରୁଆ ଭାବେ ଗାଡି ଚଲାଉଥିଲେ ବୋଲି ଅନିତାଙ୍କର ଜୀବନ ଚାଲିଗଲା ବୋଲି କହିଛନ୍ତି ଅଞ୍ଚଳବାସୀ।

ଏବେ ଅଞ୍ଚବାସୀ ଟାୟାର ଜାଳି ରାସ୍ତା ଅପରୋଧ କରିଛନ୍ତି। ଆଉ କ୍ଷତି ପୂରଣ ପାଇଁ ଦାବି କରୁଛନ୍ତି।ତେବେ ଆମେ ଆପଣ ମାନଙ୍କୁ ଏଠାରେ ଗୋଟିଏ କଥା ଜଣେଇବାକୁ ଚାହିଁ ବୁକି ଯଦି ଆପଣ ବେପରୁଆ ଭାବେ ଗାଡି ଚଳାଇବେତେବେ କାହାର ନାଁ କାହାର ଘର ସଂସାର ଉଜୁଡି ଯାଇପାରେ। ତେବେ ବେପରୁଆ ଗାଡି ଚାଳକମାନେ ସାବଧାନ ହୋଇଯାଅନ୍ତୁ।

Leave a Reply

Your email address will not be published. Required fields are marked *