ଦେହସୁଖ ପାଇଁ ୧୨ଶହ ଦେଇପାରିଲିନି ସେ ମୋତେ କହଲେ ତୋ ମା’ ପାଖକୁ ଚାଲିଯା।

ମୁଁ ପଚାରିଲି ଭାଉଜ କେତେ ନବ ମୋତେ ଟିକେ ଦବ। ଭାଉଜ ୧୨ ଶହ କହିଲେ ଆଉ ତାପରେ ଚାକୁ ଧରି କହିଲେ ଏଇଠୁ ସିଧା ପଳା ତୋ ମା’କୁ ଧରି ସୋଇପଡ଼ିବୁ। ମୋତେ ମାଗନି ଆଉ ଏଇ ଭିତରେ ଆଉ ଜଣେ ଯୁବକ ପଳେଇ ଆସିଲେ। ଯିଏକି ନିଜକୁ ସ୍ୱାମୀ କହିଲେ କିନ୍ତୁ ପରେ ଜଣା ପଡିଥିଲା ଏ ବାବୁ ଜଣକ କୁଆଡେ ତାଙ୍କର ସ୍ୱାମୀ ନୁହେଁ, ଆଉ ସେ ଆକ୍ର-ମଣ କରିବାକୁ ଚାକୁ ବି କାଢ଼ିଥିଲେ।

ହଁ ଆଜ୍ଞା ମଝିରେ ଜଣେ ସ୍ତ୍ରୀ ଲୋକ ଛିଡା ହୋଇଛନ୍ତି ଆଉ ଦୁଇପଟେ ଦୁଇ ଜଣ ପୁରୁଷ। ଝ-ଗଡା ଚାଲିଛି କଥା କଟାକଟି ଭିତରେ ଛୁରା ବି ବାହାରିଛି। ଦେହ ବ୍ୟବସାୟକୁ ନେଇ ଏଭଳି ଟଣାଓଟରା ଚାଲିଚି। ବାବୁ ଜଣକ କହୁଛନ୍ତି ମୁଁ ସବୁବେଳେ ଆସୁଥିଲି ଆଉ ସେ ମୋତେ ସବୁବେଳେ ଦେହ ସୁଖ ଦେଉଥିଲା କିନ୍ତୁ ଆଜି ମୋତେ ଛୁରା ଦେଖାଇଲା ମୋତେ ମା-ଡି ମା-ରିଲା।

ହଁ ଆଜ୍ଞା ଯାଜପୁର ସହରରେ ଦେହ ବ୍ୟବସାୟକୁ ନେଇ ଆ-ତଙ୍କ ଖେଳାଇଦେଇଛନ୍ତି ମହିଳା। ଯାହାକି ଗ୍ରାହକଙ୍କୁ ଛୁରୀ ଦେଖାଇ ଧମକାଇବା ସହ ମା-ଡ଼ ମା-ରିବାକୁ ମଧ୍ୟ ପଛେଇନାହାନ୍ତି। ତେବେ ସନ୍ଧ୍ୟା ସମୟରେ କୁସୁମ ପାଖରେ ଛିଡା ହୋଇଥିବା ଦେହ ବ୍ୟବସାୟୀଙ୍କୁ ଜଣେ ଗ୍ରାହକ ରେଟ ପଚାରିଥିଲା ତେବେ ଏହି ସମୟରେ କଥା କଟାକଟି ତା’ ପରେ ଗ୍ରାହକ ରାଜି ନହେବାରୁ ମହିଳା ଆଉ ଜଣେ ଯୁବକ ତାର ସ୍ୱାମୀର ପରିଚୟ ଦେଇ ଗ୍ରାହକ ଜଣଙ୍କୁ ମା-ଡ଼ ମା-ରିଛନ୍ତି। ଏମିତିକି ଛୁ-ରୀ ବାହାର କରି ଆକ୍ର-ମଣ କରିବାକୁ ମଧ୍ୟ ଉଦ୍ୟମ କରାଯାଇଛି।

ତେବେ ଏଇ ଘ-ଟଣା ପରେ ସମ୍ପୃକ୍ତ ଦେହ ବ୍ୟବସାୟି ସ୍ଥାନ ଛାଡି ଫେ-ରାର ହୋଇଯାଇଥିଲା। ଆଉ ଏପଟେ ଲୋକ ଲ-ଜ୍ୟା ଭ-ୟରେ ଏ ଗ୍ରାହକ ଜଣକ ମଧ୍ୟ ପୋଲି-ସକୁ ଖବର ଦେଇ ନାହାନ୍ତି। ଆଉ କହୁଛନ୍ତି ମନ ଦୁଃ-ଖରେ କହୁଛନ୍ତି ସବୁ କଥା। ମୁଁ ପଚାରିଲି ଦେହ ଦେବ କେତେ ନେବ ମୋତେ ୧୨ ଶହ କହିଲେ ଆଉ ରେଟ କମାଇବାରୁ ମୋତେ ଛୁ-ରା ବାହାର କରି ମା-ରିବାକୁ ଗୋଡ଼ାଇଲେ।

ତେବେ ଦିନକୁ ଦିନ କୁସୁମ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସହ ଦେହ ବ୍ୟବସାୟି ମଧ୍ୟ ନିଜର ଆଡା ସ୍ଥଳୀ ଭାବରେ ବାଛି ନେଇଛନ୍ତି। ତେଣୁ ସକାଳୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ୪ ରୁ ୫ ଜଣ ଦେହଜିବି ସେଠାରେ ବସି ରହୁଛନ୍ତି।ତେବେ ଏନେଇ ଥା-ନାରେ ଅଭି-ଯୋଗ ହୋଇନଥିଲେ ମଧ୍ୟ ପୋ-ଲିସ ଏ ଘଟ-ଣାକୁ ଗୁରୁ-ତ୍ୱର ସହ ନେବା ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *