ଆଶ୍ଚର୍ଯ୍ୟ କାଲି ଯିଏ ବଞ୍ଚିଥିଲା ସେ ବି ମରିଗଲା।
କାଲି ଦିଲ୍ଲୀପ ବଞ୍ଚିଥିଲେ ସକାଳୁ ସକାଳୁ ଚାଲିଗଲେ, ICU ରୁ ବାହାରିଲା ପରେ ଚାଲିଗଲା ଦିଲ୍ଲୀପଙ୍କ ଜୀବନ।ହାଇଟେକରେ ଦ୍ଵନ୍ଦ ଯିଏ ବଞ୍ଚିଥିଲେ ସେ ବି ମ-ରିଗଲେ। ICUରୁ ବାହାରିଲା ପରେ ଚାଲିଗଲା ଦିଲ୍ଲୀପ। ଘର ଲୋକଙ୍କ ଖୁସି ପୁଣିଥରେ ଚାଲିଗଲା। ସୁସ୍ଥ ଥିବା ଦିଲ୍ଲୀପ ହଠାତ କେମିତି ଚାଲିଗଲେ? ଯାହା ପାଇଁ ଉତେଜନା ଦେଖା ଦେଇଥିଲା ସେ ଆଉ ନାହାଁନ୍ତି। ଦିଲ୍ଲୀପ ଆଉ କୁଆଡେ ରହିନାହାନ୍ତି ଡାକ୍ତରଖାନାର ବେଡ଼ ଉପରେ ନିଜକୁ ଦିଲ୍ଲୀପ କହୁଥିବା ଯୁବକ ବି ଚାଲିଗଲେ ବୋଲି ସୂଚନା ମିଳିଛି।
ଏବେ ତାଙ୍କର ହୋଇପାରେ DNA ଟେଷ୍ଟ। ସିଏ ଦିଲ୍ଲୀପ କି ଜ୍ୟୋତି ବୋଲି ତାଙ୍କର DNA ଟେଷ୍ଟରୁ ଜଣା ପଡିବ। ହଁ ଆଜ୍ଞା ହାଇଟେକ ବିସ୍ଫୋ-ରଣ ମୃ-ତ୍ୟୁରେ ଗୋଟିଏ ପରେ ଗୋଟିଏ ଟୁଇଷ୍ଟ ଦେଖିବାକୁ ମିଳୁଛି। ତୃତୀୟ ବ୍ୟକ୍ତିଙ୍କର ମୃ-ତ୍ୟୁ ହୋଇଛି ହାଇଟେକର ବେଡ଼ ଉପରେ। କାରଣ କାଲି ଯିଏ ନିଜକୁ ଦିଲ୍ଲୀପ କହୁଥିଲେ ସେ ଆଉ ଆଜି ନାହାଁନ୍ତି ବୋଲି ଜଣା ପଡିଛି।
କୁଆଡୁ ଭେଣ୍ଟିଲେଟରରୁ ବାହାରିଲା ପରେ ତାଙ୍କର ମୃ-ତ୍ୟୁ ହୋଇଯାଇଛି। ଏ ନେଇ ସୂତ୍ରରୁ ଜଣାପଡ଼ିଛି। ଯଦି ଦେଖିବା ଜ୍ୟୋତିଙ୍କ ନାମରେ ଚିକିତ୍ସା ହେଉଥିବା ବ୍ୟକ୍ତି ହଠାତ ହସରେ ଆସି କହିଥିଲେ କି ସେ ଦିଲ୍ଲୀପ ବୋଲି ଏହା ଜାଣିବା ପରେ ଦିଲ୍ଲୀପଙ୍କ ଘର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଜ୍ୟୋତିରଞ୍ଜନଙ୍କ ଘର ଲୋକ ତାଙ୍କ ପୁଅ କେଉଁଠି ବୋଲି ପ୍ରଶ୍ନ ପଚାରିଥିଲେ। ଡାକ୍ତରଖାନା ପରିସର କାନ୍ଦ ବୋବାଳିରେ ଫାଟି ପଡିଥିଲା। ଜ୍ୟୋତିରଞ୍ଜନଙ୍କ ସ୍ତ୍ରୀ କହିଥିଲେ କି ମୋ ସ୍ୱାମୀ ପାଖକୁ ମୋତେ ଟିକେ ନେଇଯାଅ ହେଲେ ଏବେ ଦିଲ୍ଲୀପ ବି ଆଉ ରହିଲେ ନାହିଁ। ଦିଲ୍ଲୀପଙ୍କର ମଧ୍ୟ ମୃ-ତ୍ୟୁ ହୋଇଗଲା। ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କର ସେହି ଡାକ୍ତରଖାନାର ବେଡ଼ ଉପରେ ହିଁ ମୃ-ତ୍ୟୁ ହୋଇଯାଇଛି।
ତେବେ ଏଠାରେ ଗୋଟେ ବଡ଼ ପ୍ରଶ୍ନ ଉଠୁଛି କି ଯିଏ ଧୀରେ ଧୀରେ ସୁସ୍ଥ ହୋଇ ଆସୁଥିଲେ ତାଙ୍କର ଏମିତି ହଠାତ କେମିତି ମୃ-ତ୍ୟୁ ହୋଇଗଲା। ଡାକ୍ତରମାନେ କହିଥିଲେ କି ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତି ସୁସ୍ଥ ହୋଇ ଆସୁଛନ୍ତି। ତାଙ୍କ ମୁହଁରୁ ବ୍ୟାଣ୍ଡେଜ ଖୋଲା ହେବ। ଆଉ ଭେଣ୍ଟିଲେଟରରୁ ମଧ୍ୟ ସେ ସୁସ୍ଥ ହୋଇ ବାହାରି ଥିଲେ। ଆଉ ନିଜକୁ ଦିଲ୍ଲୀପ ବୋଲି କହି ମଧ୍ୟ କଥା ହୋଇଥିଲେ। ହେଲେ ଅଚାନକ ତାଙ୍କର ମୃ-ତ୍ୟୁ କେମିତି ହେଲା ଏନେଇ ଏବେ ବଡ଼ ପ୍ରଶ୍ନ ଉଠିଛି।