ମୋ ସଂସାର ବୁଡାଇଦେଲା ଡାକ୍ତର…ପିଲା ହେବା ଆଗରୁ ମୋ ବୋହୂକୁ ମା-ରିଦେଲା ଡାକ୍ତର…ଅଭି-ଯୋଗ ଆଣିଲେ ପରିବାର ଲୋକେ।
ଏଇ ନୂଆବର୍ଷରେ ନୂଆ ଅତିଥି ଆସିଥାନ୍ତା ଘରକୁ। ପାର୍ବତୀ ମା’ ହୋଇଥାନ୍ତେ ନୂଆବର୍ଷରେ। ତାଙ୍କ କୋଳ ହସି ଉଠିଥାନ୍ତା। ଡାକ୍ତରଖାନାରୁ ସନ୍ତାନକୁ ନେଇ ଘରକୁ ଆସିଥାନ୍ତେ ପାର୍ବତୀ। କା-ନ୍ଦ ବୋବାଳିରେ ଫାଟି ପଡୁଛି ହସ୍ପିଟାଲ ପରିସର। ଆଉ କିଛି ସମୟ ପରେ ଯେଉଁ ପରିବାର ମୁହଁରେ ହସ ଫୁଟିଥାନ୍ତା ଆଜି ସେଇ ପରିବାରଙ୍କ ଆଖିରେ ଅସରନ୍ତି ଲୁହ। କିଛି ସମୟରେ ସବୁକିଛି ଓଲଟ ପାଲଟ ହୋଇଗଲା। ସବୁ ହସ ଦୁଃ-ଖରେ ପରିଣତ ହୋଇଗଲା। ହସିବା ବଦଳରେ କା-ନ୍ଦ ବୋବାଳିରେ ଫାଟି ପଡୁଛି ପୁରା ହସ୍ପିଟାଲ ପରିସର।
ବୋହୂ ଥିଲେ ଗର୍ଭ-ବତୀ। ସକାଳେ କଷ୍ଟ ଆଉ ଯ-ନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ଡାକ୍ତରଖାନାକୁ ଆଣିଥିଲେ ଚିକିତ୍ସା କରାଇବା ପାଇଁ କିନ୍ତୁ ଏ ଡାକ୍ତର ମୋ ବୋହୂର ଜୀବନ ନେଇଗଲା। ତା ସହ ମୋ ବୋହୂ ପାର୍ବତୀ ପେଟରେ ଥିବା ସନ୍ତାନକୁ ବି ମାରିଦେଲା। ଦୁନିଆ କଣ ଦେଖିଵା ଆଗରୁ ପେଟ ଭିତରେ ସବୁଦିନ ପାଇଁ ଆଖି ବୁଜିଦେଲା।
ଭୁଲ ଇଂଜିକେଶନ ଆଉ ହସ୍ପିଟାଲର ମନମୁଖୀ ଶାସନ ଯୋଗୁ ଜଣେ ଗର୍ଭ-ବତୀ ମହିଳାଙ୍କ ସହିତ ଦୁନିଆ ଦେଖିନଥିବା ଗୋଟିଏ ଛୋଟିଆ ଛୁଆର ବି ମୃ-ତ୍ୟୁ ହୋଇଛି। ଆଉ କା-ନ୍ଦ ବୋବାଳିରେ ଫାଟି ପଡୁଛି ପୁରା ହସ୍ପିଟାଲ ପରିସର। କିଏ ନିଜର ଝିଅକୁ ହରାଇଛି ତ ପୁଣି କିଏ ନିଜର ସ୍ତ୍ରୀକୁ ହରାଇଛି ତ ଆଉ କିଏ ବୋହୂକୁ ହରାଇଛନ୍ତି।
ଏମିତି ଏକ ଅଭା-ବନୀୟ ଘ-ଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ଥିବା ବେସରକାରି ହସ୍ପିଟାଲରେ। ବାଲୁଗାଁ ଅନ୍ତର୍ଗତ ହରିବନ୍ଧ ଗ୍ରାମର ପାର୍ବତୀ ରାଉତ। ତାଙ୍କର ବୟସ ମାତ୍ର ୨୪ ବର୍ଷ। ଗତ ବର୍ଷ ବାଣପୁର ଥା-ନା ଅନ୍ତର୍ଗତ ତେନ୍ତୁଳିଢ଼ିଅ ଗାଁର ଦେବାଶିଷ ରାଉତଙ୍କୁ ବିବାହ କରିଥିଲେ। ବେଶ ହସ ଖୁସିରେ ସୁନାର ସଂସାର ଚାଲିଥିଲା। ବିବାହର ବର୍ଷକ ପରେ ପାର୍ବତୀ ଗର୍ଭ-ବତୀ ହୋଇଥିଲେ। ଆଉ ଖୁସିରେ ଦୁଇ ପରିବାର ସହ ଦୁହିଁଙ୍କ ଜୀବନ ବହୁତ ଖୁସିରେ ଅତିବାହିତ ହେଉଥିଲା।
ସ୍ୱାମୀ ଦେବାଶିଷ ସ୍ତ୍ରୀକୁ ପ୍ରତି ମାସରେ ରୁଟିନ ଚେକପ ପାଇଁ ବାଣପୁର ଗୋଷ୍ଠୀ ଚିକିତ୍ସଳୟର ଡାକ୍ତର ରମାକାନ୍ତ ନାୟକଙ୍କ ପାଖକୁ ନେଉଥିଲେ। ସ୍ତ୍ରୀ ପାର୍ବତୀଙ୍କ ଡେଲିଭରି ଜାନୁଆରୀ ୬ ତାରିଖରେ ଥିଲା କିନ୍ତୁ ହଠାତ ସକାଳୁ ସ୍ତ୍ରୀ କଷ୍ଟ ଅନୁଭବ କରିବାରୁ ପ୍ରଥମେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ପରିବାର ଲୋକେ। ଆଉ ସେଠାରେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ରମାକାନ୍ତ ପରାମର୍ଶ ପରେ ଗର୍ଭ-ବତୀ ମହିଳାଙ୍କୁ ଇଂଜେକସନ ଦେଇଥିଲେ। ଆଉ ସେହି ଇଂଜେକସନ ଯୋଗୁ ପାର୍ବତୀ ଏବଂ ତାଙ୍କ ପେଟରେ ଥିବା ଛୁଆଟିର ଜୀବନ ଚାଲିଗଲା।
୫ ଘଣ୍ଟା ଓଟିରେ ରଖି ନର୍ସ ଦିଦି ଆସି କହୁଛନ୍ତି ପରିବାର ଲୋକଙ୍କୁ ତମ ଝିଅ ଆଉ ନାହାଁନ୍ତି। ଏ କଥା ଶୁଣି ପୁରା ପରିବାର ଭାଙ୍ଗି ପଡ଼ିଥିଲେ। ନର୍ସ ଦିଦିଙ୍କ ଭୁଲ ଇଂଜିକେଶନ ଦେବା କାରଣରୁ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଗଲେ ପାର୍ବତୀ। ଆଉ ତାହା ସହିତ ତାଙ୍କ ପେଟରେ ବଢୁଥିବା ଛୁଆଟି ମଧ୍ୟ ଏ ଦୁନିଆକୁ ଆସିବା ପୂର୍ବରୁ ପେଟ ଭିତରେ ହିଁ ଆଖି ବୁଜିଦେଲା।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଡାକ୍ତର ଜଣେ ମୃ-ତ ମଣିଷକୁ ଗୋଟେ ଘଂଟା ପରେ ରେ-ଫର କରିବା ପାଇଁ କେମିତି କହିଲେ। ମଲା ମଣିଷକୁ ବଞ୍ଚାଇବା ପାଇଁ ଅନ୍ୟତ୍ର ରେ-ଫର କେମିତି ହୋଇପାରୁଛି। ଗର୍ଭ-ବତୀ ପାର୍ବତୀଙ୍କ ମୃ-ତ୍ୟୁ ପରେ ହସ୍ପିଟାଲର ମାଲିକ ଏବଂ କୌଣସି ଡାକ୍ତରଙ୍କର ଦେଖାନଥିଲା। କେଉଁ ଆଡେ ଆତ୍ମ ଗୋପନ କରିବାକୁ ଲାଗିଥିଲେ। ଏହା ପରେ ହସ୍ପିଟାଲର ମେନେଜରଙ୍କୁ ଆମ ପ୍ରତିନିଧି କିଛି ପ୍ରତି-କ୍ରିୟା ନେବାରୁ କିଛି ନକହି ଦୌଡ଼ି ଦୌଡ଼ି ପଳେଇ ଗଲେ। ହସ୍ପିଟାଲରେ ମ୍ୟାଡାମ ବି ଏ ବିଷୟରେ କୌଣସି ସୂଚନା ଦେଉନାହାନ୍ତି।
ଗର୍ଭ-ବତୀ ମହିଳା ପାର୍ବତୀଙ୍କର ଦେ-ହାନ୍ତ ପରେ ହସ୍ପିଟାଲର ପରିବେଶ ବହୁତ ଦୟନିୟ ରହିଛି। କାନ୍ଦ ବୋବାଳିରେ ହସ୍ପିଟାଲ ପରିସର ଫାଟି ପଡୁଛି। ଆଉ ନ୍ୟା-ୟ ପାଇଁ ହସ୍ପିଟାଲ ଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଉତେଜନା ଦେଖାଦେଇଛି।ଘ-ଟଣା ସ୍ଥଳରେ ବାଲୁଗାଁ ପୋ-ଲିସ ଏବଂ ଥା-ନା ଅଧିକାରୀ ଜୟ କିଶୋର ପରିଡା ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ଏହା ପରେ କ୍ଷ-ତିପୂ-ରଣ କରିବାକୁ ହସ୍ପିଟାଲ ମାଲିକ ରାଜୀ ହୋଇଥିଲେ।