ତତେ ପୁଅ ମାଗିଥିଲି ତୁ ମତେ ଝିଅ କାହିଁକି ଦେଲୁ? ତୋ ଛୁଆକୁ ତୁ ନେ ଏମିତି କହି ମନ୍ଦିରରେ ଛାଡିଦେଲା ନିଜ ଜନ୍ମ କଲା ଛୁଆକୁ ମା’।

ଝିଅ ଜନ୍ମ କରି ମା’ ଶିବ ମନ୍ଦିରରେ ଛାଡିଦେଲା। ମାଗିଥିଲା ପୁଅ ହେଲେ ଝିଅ ଦେଲେ ବୋଲି ଏମିତି କଲା। ଶିବଙ୍କ ମନ୍ଦିରରେ ଆସି ଝିଅକୁ ରଖି ଦେଇଗଲା। ମା’ ସନ୍ତାନ ଜନ୍ମ କଲା ୧୦ ମାସ ୧୦ ଦିନ ଗ-ର୍ଭରେ ରଖି ତାକୁ ପାଳିଲା ପଶିଲା ଖାଇବାକୁ ପିଇବାକୁ ଦେଇ ପେଟ ଭିତରେ ଏତେ ବଡ଼ କଲା ହେଲେ ଯେତେବେଳେ ଝିଅ ଜନ୍ମ ହେଲା ଔରସରୁ ବାହାରକୁ ବାହାର ହେଲା ସେତେବେଳେ ମା’ ଶିବ ମନ୍ଦିରରେ ଆସି ପାହାଚ ଉପରେ ନିଜ ଜନ୍ମ ହୋଇଥିବା ଝିଅକୁ ଥୋଇ ଦେଇଗଲା। ଆଉ କହି ଦେଇଗଲା ମୋର ଝିଅ ଦରକାର ନାହିଁ। ତତେ ମୁଁ ପୁଅ ମାଗିଥିଲି ତୁ ମତେ ଝିଅ କାହିଁକି ଦେଲୁ?

ଦୁନିଆ ଦେଖି ନଥିବା ଝିଅକୁ ଧୋ-କା ଦେଇଗଲା ନିଜ ଜନ୍ମିତ ମା’। ରାତି ସାରା କୁନି ଝିଅଟେ କୁଆଁ କୁଆଁ ହୋଇ ଶୀତ କାକରରେ କା-ନ୍ଦିବାକୁ ଲାଗିଥିଲା। ହେଲେ ଭଗବାନ ବଞ୍ଚାଇଦେଲେ। ସକାଳୁ ସକାଳୁ ପୂଜକ ଆସି କୋଳେଇ ନେଲେ। ହଁ ଆଜ୍ଞା ଝିଅ ରୂପରେ ଜନ୍ମ ହେଲା ବୋଧେ ଏମିତି କିଛି କରିଛି ନିଜ ଜନ୍ମିତ ମା’।

ଏମିତି ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅଟାବିରା ବ୍ଲକ ଅନ୍ତର୍ଗତ ଗଡ଼ଭାଗ ଶିବ ମନ୍ଦିର ଠାରେ। ଟିକେ ଏଇ ଫୋଟଟିକୁ ଦେଖନ୍ତୁ କେମିତି ଶିବମନ୍ଦିର ପାହାଚରେ କୁନି ଝିଅଟି କୁଆଁ କୁଆଁ ହୋଇ କାନ୍ଦୁଛି। କା-ନ୍ଦି କା-ନ୍ଦି ନିଜ ଜନ୍ମ କଲା ମା’କୁ କିଛି ପ୍ରଶ୍ନ ପଚାରୁଥିବ। ମା’ କଣ ପାଇଁ ମୋତେ ଫୋପାଡ଼ି ଦେଲୁ। ଯଦି ମତେ ଫୋପାଡିବାର ଥିଲା ତାହେଲେ କଣ ପାଇଁ ମୋତେ ଜନ୍ମ କରୁଥିଲୁ। ଜନ୍ମ କଲା ପୂର୍ବରୁ ମୋତେ ପେଟ ଭିତରୁ ମା-ରିଦେଲୁନି କଣ ପାଇଁ। ମୋତେ ପାଳିବାକୁ ଯଦି ତୋର ସତସାହସ ନଥିଲା ତାହେଲେ ମୋତେ ଗଢୁ ଥିଲୁ କାହିଁକି। ତୁ ସିନା ମୋତେ ଜନ୍ମ କରିଛୁ ହେଲେ ତୁ ମୋ ପାଇଁ କେବେ ମା’ ହୋଇ ପାରିବୁ ନାହିଁ।

ସୂଚନା ମୁତାବିକ ଶିଶୁ କନ୍ୟାଟି ନଗଦରେ ଜନ୍ମ ହୋଇଛି ତାପରେ ମଙ୍ଗଳବାର ରାତିରେ କେହି ଜଣେ ଆସି ଗୋଡ଼ଭାଜ ମନ୍ଦିରରେ ରଖି ଦେଇ ଚାଲିଯାଇଛି। ଶିଶୁ କନ୍ୟାଟି ରାତି ସାରା ଶୀତ କାକରରେ ଶିବ ମନ୍ଦିର ପାହାଚରେ ଶୋଇ ରହିଥିଲା। ହେଲେ ଭଗବାନ ଶିବଙ୍କ କୃପାରୁ କେହି କୁକୁର କି ବିଲୁଆ ଆକ୍ରମଣ କରିନଥିଲେ। ସକାଳୁ ସକାଳୁ ମନ୍ଦିର ପୂଜା କରୁଥିବା ସମୟରେ ପୂଜକ ଦେଖିଥିଲେ କି ଶିଶୁ କନ୍ୟାଟି ପରିତୃପ୍ତ ଅବସ୍ଥାରେ ପଡି ରହିଛି। ଯାହା ପରେ ପୋ-ଲିସ ଏବଂ ଗାଁ ଲୋକଙ୍କୁ ଖବର ଦେଇଥିଲେ।

ଏହା ପରେ ପୋ-ଲିସ ଶିଶୁ କନ୍ୟାଟିକୁ ଉ-ଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତି କରାଇଥିଲେ। ଅନ୍ୟ ପଟେ ଡାକ୍ତର ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି ବୋଲି କହିବା ପରେ ଜିଲ୍ଲା ବରଗଡ଼ ମାତୃ ଓ ଶିଶୁ ସୁର-କ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।ତେବେ କିଏ ଆଉ କେଉଁ ଭଳି ପରିସ୍ଥିତିରେ ଏଇ ନବଜାତ ଶିଶୁ କନ୍ୟାକୁ ମନ୍ଦିରରେ ଛାଡି ଦେଇଚାଲି ଯାଇଛି ତାକୁ ନେଇ ଅଟାବିରା ପୋ-ଲିସ ତ-ଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *