ଘର ଭିତରେ ଥିଲା ପୁଅ, ବାପା ଯେତେ କବାଟ ବାଡେଇଥିଲେ ବି ଖୋଲି ନଥିଲା ଶେଷରେ..।

ଘରେ ବଡ଼ ପୁଅକୁ ଛାଡି ବାପା କିଛି କାମରେ ଯାଇଥିଲେ ଆଉ ଫେରିଲା ବେଳକୁ ଝରକା ବାଟେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇପଡିଲେ। ସେ କିଛି ବୁଝି ପାରିନଥିଲେ। କେମିତି ବା ବୁଝିବେ ଆଖି ଆଗରେ ପୁଅର ଏପରି କା-ଣ୍ଡ ଦେଖି ତାଙ୍କ ପାଦ ତଳୁ ମାଟି ଖସିପଡିଥିଲା। ଆଉ ସଙ୍ଗେ ସଙ୍ଗେ ଗ୍ରାମ ରଖିଙ୍କୁ ଡାକି କବାଟ ଭାଙ୍ଗିଥିଲେ। ଆଉ ପୋଲି-ସକୁ ଖବର ଦେଇଥିଲେ।

ଆଜ୍ଞା ହଁ ପୁଅର ମୃ-ତ ଦେହକୁ ଏକ ବନ୍ଦ ଘରୁ ଉ-ଦ୍ଧାର କରିଛି ପୋ-ଲିସ। ସୂଚନା ଅନୁସାରେ ବାଙ୍ଗରିପୁସି ଥା-ନା ଅଞ୍ଚଳର କଣ୍ଟାପାଳ ଗ୍ରାମର ପିଅନଙ୍କ ବଡ଼ ପୁଅ ବାସୁଦେବ ନାୟକ ଓ ତାଙ୍କ ବାପା ବିକତ ୧୩ ବର୍ଷ ହେବ ବିଷଇ ଥା-ନା ଅନ୍ତର୍ଗତ ଜମିରଢ଼ିଆ ସ୍ଥିତ ରାଇରମପୁରର କ୍ଷମକାଙ୍କ ଏକ ଗଦାମରେ ଜଗୁଆଳି ଭାବେ କାର୍ଯ୍ୟ କରିଆସୁଥିଲେ।

କିନ୍ତୁ ଗତ କାଲି ତାଙ୍କ ବାପା କୌଣସି କାମରେ ଘରକୁ ଯାଇଥିଲେ। ଆଉ କାମ ସାରି ସେ ଯେତେବେଳେ ଫେରିଥିଲେ ଘର ଭିତରେ ପୁଅର ମୃ-ତ ଶରୀର ଦେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ। ସଙ୍ଗେ ସଙ୍ଗେ ଗ୍ରାମରଖିଙ୍କୁ ଜଣାଇଥିଲେ। ପରେ ବିଷଇ ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଥିଲେ।

ଅଭି-ଯୋଗ ଆଧାରରେ ବିଷଇ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ଶ-ବକୁ ଜ-ବତ କରିବା ସହିତ ଏକ ଅ-ପମୃ-ତ୍ୟୁ ମାମ-ଲା ରୁଜୁ କରି ଶ-ବ ବ୍ୟବ-ଚ୍ଛେଦ ପାଇଁ ରାଇମପୁର ମେଡିକାଲକୁ ପଠାଇଛି।ଏବେ ଘଟ-ଣାର ସତ୍ୟାସତ୍ୟ ଶ-ବ ବ୍ୟବ-ଚ୍ଛେଦ ପରେ ଜଣା ପଡିବ ବୋଲି ପୋ-ଲିସ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *