କା-ନ୍ଦୁଛି ପୁଅ ଧରାପଡ଼ିଲା ସତ। ଅଲଗା ହେଲେ ମା-ପୁଅ।

୨୦୧୬ରୁ ଘରେ ଲୁ-ଚେଇ ପାଳୁଥିଲେ ନର୍ସ, ହେଲେ ଏବେ ଧରାପଡିଲା ପରେ ଉ-ଦ୍ଧାର ହେଲା ପୁଅ।୨୦୧୬ ମସିହାରେ ନିଖୋଜ ହୋଇଯାଇଥିବା ଜଣେ ଶିଶୁ ଏବେ ଉ-ଦ୍ଧାର ହୋଇଛନ୍ତି। ଜଣେ ନର୍ସଙ୍କ ଘରୁ ଉ-ଦ୍ଧାର ହୋଇଛନ୍ତି ଏଇ ୭ ବର୍ଷ ତଳର ନି-ଖୋଜ ଶିଶୁ। ହେଲେ ଉ-ଦ୍ଧାର ହେବା ପରେ ଛୁଆଠୁ ଅଲଗା ହେବାକୁ ଚାହୁଁନାହାନ୍ତି ନର୍ସ ଜଣଙ୍କ। ସହି ପାରୁନାହାନ୍ତି ଏହି ଦୁଃ-ଖ। ନିଜ ମା ପରି ପାଳିଥିଲେ ଏଇ ଛୁଆଟିକୁ। ଆଉ ସେପଟେ ମଧ୍ୟ ଛୁଆଟି କିଛି ବୁଝି ପାରୁନଥିଲା।

ମହିଳା ନର୍ସଙ୍କର ପଣତ କାନି ଛାଡି ଯିବାକୁ ଶିଶୁଟିର ଇଛା ନାହିଁ। ତଥାପି ଛୁଆଟିକୁ ଉ-ଦ୍ଧାର କରି ନେଇଗଲା ପରେ ଏପଟେ ନର୍ସ ଜଣଙ୍କ କା-ନ୍ଦୁଛନ୍ତି ସେପଟେ ଛୁଆଟି ମଧ୍ୟ କା-ନ୍ଦୁଛି।ହଁ ଆଜ୍ଞା ୨୦୧୬ରେ ନି-ଖୋଜ ହୋଇଯାଇଥିବା ଶିଶୁଟିକୁ ମେଡିକାଲରେ କାର୍ଯ୍ୟରତ ଜଣେ ନର୍ସଙ୍କର ବାସ ଭବନରୁ ଉଧାର କରାଯାଇଛି।ଏ ଘ-ଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। କୌଣସି ସୂତ୍ରରୁ ସୂଚନା ପାଇ ମନମୁଣ୍ଡା ପୋ-ଲିସ ଉକ୍ତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ଥିଲା। ଆଉ ନର୍ସ ବାସନ୍ତୀ ସାହୁଙ୍କ ସରକାରୀ ବାସ ଭବନକୁ ଯାଇଥିଲା। ଆଉ ସେଇଠି ଚଢ଼ାଉ କରି ପିଲାଟିକୁ ଉ-ଦ୍ଧାର କରିଛି।

୨୦୧୬ ମସିହାରେ ବଉଳ ପୁର ଗ୍ରାମର ସୁକାନ୍ତି ଭୋଇ ଏବଂ ସାର୍ଥକ ଭୋଇଙ୍କର ୩ ମାସର ଶିଶୁ ପୁତ୍ରଟି କୁଆଡେ ନି-ଖୋଜ ହୋଇଯାଇଥିଲା। ଆଉ ଯାହାକୁ ନେଇ ବୌଦ୍ଧ ଜିଲ୍ଲା ଶିଶୁ ମଙ୍ଗଳ କାର୍ଯ୍ୟଳୟ ପକ୍ଷରୁ ମନମୁଣ୍ଡା ଥା-ନାରେ ଅଭି-ଯୋଗ ହୋଇଥିଲା। ତେବେ ପୋ-ଲିସ ମଧ୍ୟ ଏକ ମାମ-ଲା ରୁଜୁ କରିଥିଲା ସେଦିନ ହେଲେ ଆଜି କୌଣସି ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ପାଇଥିଲା ମନମୁଣ୍ଡା ପୋ-ଲିସ। ଆଉ ପହଞ୍ଚି ଥିଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ଆଉ ଯେଉଁଠି କାମ କରୁଥିଲେ ନର୍ସ ବାସନ୍ତୀ ସାହୁ। ତାଙ୍କର ବାସ ଭବନକୁ ଯାଇଥିଲା ଆଉ ସେଇଠାରେ ହିଁ ଚଢ଼ାଉ ହୋଇଥିଲା। ଆଉ ମିଳିଥିଲା ୭ ବର୍ଷର ସେଇ ଶିଶୁ ପୁତ୍ରଟି ଯିଏକି ୨୦୧୬ ରେ ନି-ଖୋଜ ହୋଇଯାଇଥିଲେ।

ହେଲେ ଯେତେବେଳେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ମାନେ ଏଇ ଛୁଆଟିକୁ ନେଇଯାଉଥିଲେ ନର୍ସଙ୍କ ଠାରୁ ସେତେବେଳେ ଏ ନର୍ସଟି କା-ନ୍ଦୁଥିଲା ଏବଂ ଏଇ ଛୁଆଟି ମଧ୍ୟ କା-ନ୍ଦୁଥିଲା।ହଁ ଆଜ୍ଞା ନିଜେ ଜନ୍ମ ନଦେଇଥିଲେ ମଧ୍ୟ କେହି କାହାଠାରୁ ଅଲଗା ହେବାକୁ ଚାହୁଁନଥିଲେ। ହେଲେ ସେପଟେ ଜନ୍ମ ଦେଇଥିବା ମା ମଧ୍ୟ ସହି ପାରୁନି ନିଜ ପୁଅକୁ ଦେଖିବାକୁ ୨୦୧୬ ମସିହାରୁ ଜଗି ରହିଛି।

ପୋ-ଲିସ ନର୍ସଙ୍କୁ ଅଟକ ରଖି ପଚରାଉଚରା କରି ଛାଡି ଦେବା ସହ ଉ-ଦ୍ଧାର ଶିଶୁଟିକୁ ଜିଲ୍ଲା ଶିଶୁ ମଙ୍ଗଳକାରୀ ଅଧିକାରୀ ହେପା-ଯତରେ ନେଇଥିବା ଜଣା ପଡ଼ିଛି। ତେବେ ଏ ସମ୍ପର୍କରେ ନର୍ସ ବାସନ୍ତୀ ସାହୁଙ୍କୁ ପଚ-ରାଉ-ଚରା କରିବାରୁ ସେ କିଛି ବି କହିବାକୁ ମନା କରିଦେଇଛନ୍ତି। କୋଳରେ ସନ୍ତାନ ସନ୍ତତି କେହି ନଥିଲେ ଆଉ ସେଇ କୋଳରେ ଏବେ ପାଳିତ ହେଉଥିଲା ଏଇ ୭ ବର୍ଷର ଶିଶୁ। କିନ୍ତୁ ଏବେ ନର୍ସ ଏବଂ ଏଇ ଶିଶୁଟି ଅଲଗା ହେବା ପରେ ଦୁହିଁଙ୍କ ଆଖିରେ ଲୁ-ହ ଦେଖିବାକୁ ମିଳିଥିଲା। ଆଉ ପୁଅଟି ମହିଳା ନର୍ସଙ୍କୁ ଛାଡି ଯିବାକୁ ଇଛା କରୁନଥିଲା।

ହେଲେ ସେପଟେ ଜନ୍ମ ଦେଇଥିବା ମା ଜଗି ରହିଛି ଆଜି ତା ପୁଅ ଘରକୁ ଫେରୁଛି ଯିଏକି ୨୦୧୬ରେ ନି-ଖୋଜ ହୋଇଯାଇଥିଲା। ତେବେ କୁହାଯାଉଛି ନର୍ସ ମୁହଁ ଖୋଲିଲେ ଜଣା ପଡିବ କେଉଁଠି ନିଖୋଜ ହୋଇଥିଲେ ଶିଶୁଟି ଆଉ କେମିତି ପାଇଥିଲେ ନର୍ସ ଜଣଙ୍କ।

Leave a Reply

Your email address will not be published. Required fields are marked *