ରାମଲୀଳାରେ ହେଲା ବୋ-ମା ମା-ଡ଼ । ରାମଙ୍କୁ ବଞ୍ଚାଇବାକୁ ଯାଇ ଗୁରୁ-ତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ଲକ୍ଷ୍ମଣ ।

ରାମଲୀଳା ପରିବେଷଣ କରୁଥିବା ସମୟରେ ମଞ୍ଚ ଉପରକୁ ବୋ-ମାମା-ଡ । ରାମଙ୍କୁ ବଞ୍ଚାଇବାକୁ ଯାଇ ଲକ୍ଷ୍ମଣ ହେଲେ ଲହୁ ଲୁ-ହାଣ । ଲକ୍ଷ୍ମଣ ଷ୍ଟେଜ ଉପରେ ପୂରା ର-କ୍ତାକ୍ତ ହୋଇପଡ଼ିଲେ । ଅଭିନୟ କରୁଥିବା ବେଳେ ଦୁ-ର୍ବୃତ୍ତ ଫିଙ୍ଗିଥିଲେ ବୋ-ମା । ଆଜ୍ଞା ହଁ ଚାଲିଥିଲା ରାମଲୀଳା । ଅଭିନୟରେ ପୁରା ମସଗୁଲ ଥିଲେ ରାମ ଲକ୍ଷ୍ମଣ ସୀତା ଏବଂ ହନୁମାନ । ଆଉ ଏହି ସମୟରେ ରାମଙ୍କ ଉପରେ ହଠାତ ହୋଇଥିଲା ବୋମା ମା-ଡ଼ । ରାମଙ୍କୁ ବଞ୍ଚାଇବାକୁ ଯାଇ ଲକ୍ଷ୍ମଣ ବେଶରେ ଅଭିନୟ କରୁଥିବା ସୁକାନ୍ତ ପ୍ରଧାନ ଗୁରୁ-ତର ଆ-ହତ ହୋଇଛନ୍ତି । ସୁକାନ୍ତଙ୍କ ଡାହାଣ ହାତର କୋହୁଣିରେ ଲାଗିଛି ଗଭୀର ଆ-ଘାତ । ଗୁରୁ-ତର ଆହ-ତ ଅବସ୍ଥାରେ ସୁକାନ୍ତଙ୍କୁ ପ୍ରଥମେ ପୁରୀ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ ଗତ ସୋମବାର ଦିନ ରାତିରେ ପୁରୀ ବଳିଆପଣ୍ଡା ଥା-ନା ବିଜୟ ନଗର ବସ୍ତି ଧୋବାଖାଲ ନୃସିଂହ ମନ୍ଦିର ନିକଟରେ ରାମଲୀଳା ଚାଲିଥିଲା । ଏହି ସମୟରେ ରାମଲୀଳା ମଞ୍ଚ ନିକଟରେ ପ୍ରଚଣ୍ଡ ଶବ୍ଦ ସହ ଦୁଇଟି ବିସ୍ପୋ-ରଣ ହୋଇଥିଲା । ମାତ୍ର ଏହା ବାଣ ଭାବି କେହି ଗୁରୁତ୍ୱ ଦେଇନଥିଲେ । ରାମଲୀଳା ଚାଲିଥିଲା । ରାମଲୀଳା ଦେଖିବା ପାଇଁ ବେଶ୍ ଗହଳି ମଧ୍ୟ ଜମି ଥିଲା । ସାହାଣିକେରା ଗାଁର ମା ବିନ୍ଧେଶ୍ୱରୀ ରାମନାଟ୍ଯ ସଂସଦ ପକ୍ଷରୁ ଚାଲିଥିବା ଏହି ରାମଲୀଳା ଦେଖୁଥିଲେ ହଜାର ହଜାର ଗ୍ରାମବାସୀ ।

ତେବେ ରାତି ପ୍ରାୟ ୧୧ଟାରେ ଗଣେଶ ବନ୍ଦନା ଆରମ୍ଭ ହୋଇଥିଲା । ସେହି ସମୟରେ ମଞ୍ଚ ଉପରେ ଥିଲେ ରାମଚନ୍ଦ୍ର ବେଶରେ କୀର୍ତ୍ତନ ପ୍ରଧାନ, ଲକ୍ଷ୍ମଣ ବେଶରେ ସୁକାନ୍ତ ପ୍ରଧାନ ଓ ସୀତା ବେଶରେ ରଶ୍ମିତା । ଠିକ୍ ଏହି ସମୟରେ ରାମଚନ୍ଦ୍ର ବେଶରେ ଅଭିନୟ କରୁଥିବା କୀ୍ତ୍ତନ ପ୍ରଧାନଙ୍କ ଉପରକୁ କେହି ଦୁ-ର୍ବୁତ୍ତ ପୂର୍ବଶତୃତାକୁ କେନ୍ଦ୍ର କରି ଦୁଇଟି ବୋ-ମାମା-ଡ କରିଥିଲେ । ମାତ୍ର ରାମଚନ୍ଦ୍ର ଓରଫ୍ କୀର୍ତ୍ତନକୁ ଉ-ଦ୍ଧାର କରିବାକୁ ଯାଇଥିବା ସମୟରେ ସୁକାନ୍ତଙ୍କ ଡାହାଣ ହାତରେ ବୋ-ମାମା-ଡ ହେଇଥିଲା ।

ରାମଚନ୍ଦ୍ର ଓ ସୀତା ବେଶଧାରୀ ଛିଟିକି ପଡିଥିଲେ । ଫଳରେ ଅଳ୍ପକେ ବଡ ଧରଣର ଅଘ-ଟଣରୁ ବର୍ତ୍ତି ଯାଇଥିଲେ । ଘଟ-ଣାସ୍ଥଳରୁ ସୁକାନ୍ତଙ୍କୁ ଗୁରୁ-ତର ଆ-ହତ ଅବସ୍ଥାରେ ପ୍ରଥମେ ପୁରୀ ସଦର ହସପିଟାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ରାମଲୀଳା ଅନୁଷ୍ଠାନ ପକ୍ଷରୁ ବଳିଆପଣ୍ଡା ଥା-ନାରେ ଏତ-ଲା ଦିଆଯାଇଛି । ତେବେ ଏହା ବା-ଣ କି ବୋ-ମା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ପୁ-ଲିସ । ଘଟ-ଣାର ତ-ଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି କହୁଛି ପୁ-ଲିସ ।

Leave a Reply

Your email address will not be published. Required fields are marked *