ବୁଝାଇଥିଲେ ରୋହିତ। ଜୀବନ ହାରିବାକୁ ଚାହିଁଥିଲେ ସାମି।

ଭାରତକୁ ଫାଇନାଲରେ ପହଁଚାଇଥିବା ମହମ୍ମଦ ସାମିଙ୍କ ଜୀବନରେ ଏମିତି ଥିଲା ଷ୍ଟ୍ରଗଲ। ସାହାଯ୍ୟ କରିଥିଲେ ରୋହିତ।ସାମି ୩ ଥର ଚେଷ୍ଟା କରିଥିଲେ ନବଞ୍ଚିବାକୁ। ଦିପ୍ରେସନକୁ ଯାଇ ଛାଡି ଦେଇଥିଲେ ଖେଳ। ସ୍ତ୍ରୀ ହସିନାଙ୍କୁ ପ୍ରେମ ବିବାହ କରି ପସ୍ତାଇଲେ। ଆଉ କ୍ୟାପଟେନ ରୋହିତଙ୍କୁ ଜଣାଇଥିଲେ ଦୁଃଖ।ଆଜି ଯେଉଁ କ୍ୟାପଟେନ ୭ ଟି ୱେକେଟ ନେଲା ପରେ ସାମୀଙ୍କୁ ଛାତିରେ ଲଗାଇ କୁଣ୍ଢାଇ ପକାଇଛନ୍ତି ସେହି କ୍ୟାପଟେନ ବା ରୋହିତଙ୍କୁ ସେଦିନ ବି କାନ୍ଦି କାନ୍ଦି ସାମି କହିଥିଲେ ସବୁ ଦୁଃଖ। ନିଜ ଜୀବନରେ ଘଟି ଯାଉଛି କେଉଁ ଭଳି ସବୁ ବଡ଼ ବଡ଼ ସମସ୍ୟା। ଆଉ କହିଥିଲେ ନିଜ ପ୍ରେମିକା ସ୍ତ୍ରୀ ହସିନା ଯାହାଙ୍କ ପାଇଁ ତାଙ୍କ ଜୀବନ କିଭଳି ଡିପ୍ରେସନକୁ ଚାଲିଯାଇଛି।

ସେ ଏମିତିକି କ୍ରିକେଟର ମନ ଧ୍ୟାନ ଦେଇ ପାରୁନାହାନ୍ତି। ଆଉ ଏହିଭଳି ଆଜି ସାମୀଙ୍କ ଭଲ ପ୍ରଦର୍ଶନ ପରେ କେମିତି ଭୁଲିପାରିବେ ସେଦିନର କଥା ରୋହିତ। ଆଉ ରୋହିତଙ୍କୁ ସେଦିନ ଯେମିତି କଥା ଦେଇଥିଲେ ଠିକ ସେମିତି ଖେଳିଲେ ଖାଇଲେ। ପୁରା ଭାରତର କ୍ରିକେଟ ପ୍ରେମୀଙ୍କ ମନଙ୍କୁ ଜିଣିନେଇଛନ୍ତି ସାମି।ତେବେ ସେଦିନ ଭିଡିଓ କଲରେ କଥା ହେଉଥିଲେ ସାମି ଓ ରୋହିତ। ଆଉ ରୋହିତ ପଚାରୁଥିଲେ ସାମୀଙ୍କୁ ତାଙ୍କ ଜୀବନ ବିଷୟରେ। ଆଉ ଖେଳ ବିଷୟରେ। ସେହି ସମୟରେ ସାମି ନିଜର ଦୁଃଖ କଷ୍ଟ ସବୁ କହିଥିଲେ। ଆଉ ସେହି ଭିତରେ ସେ କହିଥିଲେ ଯେ ସେ କେଉଁ ଭଳି ଭାବେ ୩ ଥର କେମିତି ଚେଷ୍ଟା କରିଥିଲେ ନିଜର ଜୀବନ ହାରି ଦେବାପାଇଁ।

ତେବେ ଦିନିକିଆ ବିଶ୍ୱକପ ଫାନାଲ ମ୍ୟାଚରେ ନ୍ୟୁଜଲାଲଣ୍ଡ କୁ ୭୦ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ।ଏହି ମ୍ୟାଚରେ ହିରୋ ସାଜିଛନ୍ତି ମହମ୍ମଦ ସାମି।ଭାରତ ନ୍ୟୁଜଲାଲଣ୍ଡକୁ ୩୯୯ ରନର ଟାର୍ଗେଟ ଦେଇଥିଲା। କିନ୍ତୁ ସାମୀଙ୍କ ବୋଲିଂରେ ଘାଇଲା ହୋଇ ମାତ୍ର ୩୨୭ ରନ ରେ ଅଲଆଉଟ ହୋଇଯାଇଥିଲା ୱକେଟଟି। ଏହି ମ୍ୟାଚରେ ମହମ୍ମଦ ସାମି ୭ ଟି ୱକେଟ ନେଇଥିଲେ। ତ ସେଥିପାଇଁ କାଲି ଠୁ ନେଇ ଏପର୍ଯ୍ୟନ୍ତ ସାମୀଙ୍କୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି।ତେବେ ବିଶ୍ୱକପରେ ଫାଇନାଲ କରିଥିବା ମହମ୍ମଦ ସାମୀଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ ବେଶ ସଙ୍ଘର୍ଷ ପୂର୍ଣ

୨୦୧୦ ରେ ମହମ୍ମଦ ସ୍ୟାମି ବଙ୍ଗଳାରେଜିରେ ଡେଭି କରିଥିଲେ। ୨୦୧୨ ରେ K K R, CR ଲିଡର ହସିନ ଯାହାଙ୍କୁ ସାକ୍ଷତ କରିବା ପରେ ୨୦୧୪ ରେ ପ୍ରେମ ବିବାହ କରିଥିଲେ। କିନ୍ତୁ ବିବାହର ୪ ବର୍ଷ ପରେ ସ୍ତ୍ରୀଙ୍କ ସହିତ ତାଙ୍କର ସମ୍ପର୍କ ଖରାପ ହେବାକୁ ଲାଗିଥିଲା। ସ୍ତ୍ରୀ ହସିନ ତାଙ୍କ ନାମରେ ଫିକ୍ସିଂ ସହିତ ଅନେକ ଗୁରୁତ୍ୱର ଅଭିଯୋଗ କରିଥିଲେ। ଯାହାକୁ ନେଇ ଅନେକ ଆଲୋଚନା ଓ ସମାଲୋଚନା ଭିତରେ ଗତି କରିବାକୁ ପଡିଥିଲା ସାମୀଙ୍କୁ।

ତେବେ ହସିନ ଯାହା ତାଙ୍କ ସ୍ୱାମୀ ଓ ପରିବାରକୁ ୨୦୧୮ ରେ ଘରୋଇ ହିଂସା ଓ ଯୋୖନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ। ଏହା ପରେ ସାମୀଙ୍କ ଏସ୍ତ୍ରାମିଲିରୀଟିଆଲ ଆଫେକ୍ସକୁ ନେଇ ଆରୋପ ଲଗାଇଥିଲେ ପତ୍ନୀ। ତେବେ ୨୦୧୮ ରେ ହସିନ ସାମୀଙ୍କ ଠାରୁ ମାସିକ ୧୦ ଲକ୍ଷ୍ୟ ଅର୍ଥ ରାଶି ପାଇବା ପାଇଁ ଦାବି କରିଥିଲେ। ଏଥିରୁ ସେ ତାଙ୍କର ବ୍ୟକ୍ତିଗତ ଖର୍ଚ୍ଚ ବାବଦରେ ୭ ଲକ୍ଷ୍ୟ ଟଙ୍କା ଏବଂ ଦୁଇ ଝିଅଙ୍କର ଭରଣପୋଷଣ ବାବଦରେ ୩ ଲକ୍ଷ୍ୟ ଟଙ୍କା ଦାବି କରିଥିଲେ। ସେ ସାମି ଓ ତାଙ୍କ ପରିବାର ବିରୋଧରେ ଯାଦବପୁର ଥାନାରେ ମାମଲା ରୁଜୁ କରିଥିଲେ। ସେହି ସମୟରେ ଡିପ୍ରେସନରେ ରହି ଜୀବନ ହାରିଦେବାକୁ ଚାହୁଁଥିଲେ ସାମି।

୨୦୨୦ ରେ ରୋହିତ ଶର୍ମାଙ୍କ ସହିତ ଇନ୍ସଟାଗ୍ରାମ ଚାଟରେ ଏହି ବିଷୟରେ ଯେତେବେଳେ ଆଲୋଚନା କରିଥିଲେ ସେତେବେଳେ କହିଥିଲେ ମୁଁ ଜୀବନ ହାରିଦେବାକୁ ଚାହୁଁଥିଲି, ଆଉ ଏବେ ହେଉଛି ୨୦୨୩। ଆଉ ୨୦୨୩ ରେଏଭଳି କିଛି ଚମତ୍କାର କରିଛନ୍ତି|୩ ବର୍ଷ ବ୍ୟବଧାନ ଭିତରେ ଏଭଳି କିଛି ସାମି ନିଜକୁ ବଦଳାଇ ଦେଇଛନ୍ତି। ଆଉ ଏବେ ସେହି କଥାକୁ ମନେପକାଉଛନ୍ତି ରୋହିତ। କାରଣ ରହିତଙ୍କ ସହିତ ଏଭଳି ଇନ୍ସଟାଗ୍ରାମ ଭିଡ଼ିଓ କଲରେ କଥା ହେଉଥିଲେ ଆଉ ଜୀବନରେ ଥିବା ସବୁ ଦୁଃଖ କହିଥିଲେ।ଗୋଟିଏ ମଣିଷ ଯେ ୩ ଥର ଚାହୁଁଥିଲା ଜୀବନ ହାରିଦେବା ପାଇଁ ସେ ମଣିଷ ଆଜି ଭାରତରେ ଏଭଳି ପ୍ରଂସଶା ପାଉଛି। ଆଉ ଏଭଳି ବିଶ୍ୱରେ ରେକର୍ଡ କରି ଚାଲିଛି। ସାରା ବିଶ୍ୱ ଆଜି ପ୍ରଶଂସା କରୁଛି।

Leave a Reply

Your email address will not be published. Required fields are marked *