ଶିକ୍ଷୟତ୍ରୀଙ୍କୁ ସାର ସବୁ ସମୟରେ ପ୍ରେମ ନିବେଦନ କରନ୍ତି । ଶିକ୍ଷୟତ୍ରୀ ବୁଝେଇଲେ ହେଲେ ସାର ଅମା-ନିଆ ହେଲେ…।

ଶିକ୍ଷୟତ୍ରୀ ଯେତେ ବୁଝାଉଛନ୍ତି କିନ୍ତୁ ସାର୍ ଜମା ବୁଝୁନାହାନ୍ତି । ଶିକ୍ଷକ ଜଣକ ଏଭଳି ଅମାନିଆ ହେଉଛନ୍ତି ଯେ ଶିକ୍ଷୟତ୍ରୀ ହେଇ ଯାଇଛନ୍ତି ହନ୍ତସନ୍ତ । କାରଣ ସେ ଶିକ୍ଷକଙ୍କୁ ଧରିଛି ପ୍ରେମ ରୋଗ । ସବୁବେଳେ ଶିକ୍ଷୟତ୍ରୀଙ୍କୁ ହାତ ଦେଖାଇ କିଛି ଖରାପ୍ ଇ-ଙ୍ଗିତ ମଧ୍ୟ କରୁଛନ୍ତି । ଖାଲି ଏତିକି ନୁହେଁ ସବୁବେଳେ ସାର୍ ଖାଲି ପ୍ରେମ ପ୍ରେମ ହେଉଛନ୍ତି । ସାର୍ ଙ୍କୁ ପ୍ରେମରୋଗ ଏପରି ଧରିଛି ଯେ ସେହି ସ୍କୁଲ୍ ର ଶିକ୍ଷୟତ୍ରୀଙ୍କୁ ଖାଲି ହଇ-ରାଣ ହର-କତ କରୁଛନ୍ତି ।

ଏଭଳି କିଛି ଅଭି-ଯୋଗ କରିଛନ୍ତି ଶିକ୍ଷୟତ୍ରୀ । ଶାନ୍ତନୁ ସାର ସ୍କୁଲକୁ ଆସୁଛନ୍ତି ପିଲା ମାନଙ୍କୁ ପାଠ ପଢ଼ାଇବା ପାଇଁ । କିନ୍ତୁ ପାଠ ପଢ଼ାଇବା ବଦଳରେ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ଖରାପ୍ ବ୍ୟବହାର କରୁଛନ୍ତି ଆଉ ଅଭ-ଦ୍ର ଭାଷା ମଧ୍ୟ କହୁଥିବା ଅଭି-ଯୋଗ ହୋଇଛି । ଉକ୍ତ ରସିକିଆ ସାରଙ୍କୁ ଏମିତି ପ୍ରେମ ନି-ଶା ଘାରିଛି ଯେ ଏହି ଖବର ଯାଇ ପହଞ୍ଚିଥିଲା ବିଇଓଙ୍କ ପାଖରେ ।

ଆଜ୍ଞା ହଁ ଏନେଇ ଶିକ୍ଷୟତ୍ରୀ ବିଇଓ ସାରଙ୍କୁ ମଧ୍ୟ ଜଣାଇଥିଲେ । ଆଉ ପରବର୍ତୀ ସମୟରେ ଏହି ଘଟ-ଣାର ସମାଧାନ ମଧ୍ୟ ହୋଇଥିଲା । ରସିକିଆ ଶିକ୍ଷକ ଶାନ୍ତନୁ ସାହୁ ଦିଦିଙ୍କ ଗୋଡ ଧରି ଭୁଲ ମାଗିଥିଲେ । ହେଲେ ଏତିକିରେ ଶିକ୍ଷକଙ୍କର ମନ ବୁଝିଲାନି ଯେ ଏବେ ପୁଣି ଖରପ୍ ଇ-ଙ୍ଗିତ କରୁଛନ୍ତି ମ୍ୟାଡ଼ାମ୍ ଙ୍କୁ । ଏହି ସାରଙ୍କର ଏତିକିରେ ଅଭି-ଯୋଗ ତାଲିକା ସରିନି ଆହୁରି ଅଭି-ଯୋଗ ତାଲିକା ରହିଛି । ସ୍କୁଲ ରେ ଯେଉଁ ରୋଷେଇୟା ରୋଷେଇ କରୁଛନ୍ତି ତାଙ୍କୁ ମଧ୍ଯ ବହୁତ୍ ଧ-ମକ ଚମକ ଦେଉଥିବା ଅଭି-ଯୋଗ ମଧ୍ୟ ହୋଇଛି ।

ଆଉ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ଅଭ-ଦ୍ର ଭାଷାରେ ଶିକ୍ଷକ କହୁଥିବା ଅଭି-ଯୋଗ ହୋଇଛି । ତେବେ ଏଭଳି କିଛି ଲ-ଜ୍ୟାଜ-ନକ ଘଟ-ଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଅଧୀନରେ ଥିବା କୀର୍ତ୍ତନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସେହି ସ୍କୁଲର ଶିକ୍ଷକ ଶାନ୍ତନୁ ସାହୁଙ୍କ ବିରୋ-ଧରେ ଏହିପରି ବାରମ୍ବାର ଅଭି-ଯୋଗ ହେବା ପରେ ମଧ୍ୟ ତାଙ୍କ ବିରୋ-ଧରେ କୌଣସି କା-ର୍ଯ୍ୟାନୁ-ଷ୍ଠାନ ହେଉ ନଥିବା ନେଇ ଶିକ୍ଷକ ଅଭି-ଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *