ଶାରୀ-ରିକ ସମ୍ପ-ର୍କ ରଖି ନଥିଲି । କିନ୍ତୁ ହଠାତ୍ ପେଟ କାଟିଲା ଆଉ ହସ୍ପିଟାଲରେ ପିଲା ଜନ୍ମ ଦେଲି I
ପେଟ କାଟିଲା ବୋଲି ହସ୍ପିଟାଲ୍ ଯାଇଥିଲେ ମହିଳା । ହେଲେ ନବଯାତ ଶିଶୁକୁ ଧରି ଘରକୁ ଫେରିଲେ । କାହା ସହ ଶାରି-ରୀକ ସ-ମ୍ପର୍କ ରଖିନଥିଲେ ତଥାପି କିନ୍ତୁ ଗର୍ଭ-ବତୀ ହୋଇ ପିଲାଜନ୍ମ କଲେ । ହଁ ଦର୍ଶକବନ୍ଧୁ ଯୁବତୀଙ୍କୁ ମାତ୍ର ୧୮ ବର୍ଷ ହୋଇଥିବା ବେଳେ ତାଙ୍କ ସହ ଏମିତି କିଛି ଘ-ଟଣା ଘଟିଛି ଯାହାକୁ ନେଇ ସେ ନିଜେ ମଧ୍ୟ ସ୍ତବ୍ଧ ହୋଇ ଯାଇଛନ୍ତି । କାରଣ ତାଙ୍କ ପେଟରେ ଯ-ନ୍ତ୍ରଣା ହେବାରୁ ସେ ଚିକିତ୍ସା ପାଇଁ ହସ୍ପିଟାଲ୍ ଯାଇଥିଲେ ହେଲେ ସେଠାରେ ସେ ଯାହା ଜାଣିବାକୁ ପାଇଥିଲେ ସେଥିରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ।
ତାଙ୍କୁ କୁହା ଯାଇଥିଲା ଯେ ସେ ଗର୍ଭ-ବତୀ ଅଛନ୍ତି ଏବଂ ତାଙ୍କର ପ୍ରସବ ସମୟ ହୋଇ ଯାଇଥିବାରୁ ତାଙ୍କ ପେଟରେ ଯ-ନ୍ତ୍ରଣା ହେଉଛି । ଆଉ ସେତେବେଳେ ଯୁବତୀ ଜଣକ ଭାବୁଥିଲେ ସେ ଗର୍ଭ-ବତୀ ଯଦି ନିଜେ କିପରି ଏକଥା ଜାଣି ପାରିଲେ ନାହିଁ । ଖାଲି ସେତିକି ନୁହେଁ ସେ ଜଣେ ଛାତ୍ରୀ ଏବଂ ବିବାହ ମଧ୍ୟ କରି ନାହାଁନ୍ତି । ତେଣୁ ହଠାତ୍ ଏମିତି ପିଲା ଜନ୍ମ କରିବା କଥା ଭାବି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତାପରେ ତାଙ୍କୁ ତୁରନ୍ତ ଲେବର ରୁମକୁ ନିଆଯାଇଥିଲା ।
ଆଉ ମହିଳା ଜଣଙ୍କ ଏକ ପୁତ୍ର ସନ୍ତାନକୁ ଧରି ହସ୍ପିଟାଲ୍ ରୁ ଘରକୁ ଫେରିଥିଲେ । ହଁ ଆଜ୍ଞା ଦର୍ଶକବନ୍ଧୁ ଆପଣମାନେ ମଧ୍ୟ ଏହି ଘଟଣାକୁ ବିଶ୍ୱାସ କରି ପାରୁନଥିବେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଯୁବତୀ ଜଣକ ସହିତ ଏପରି ସ-ତରେ ଘଟିଛି । ଯୁବତୀଙ୍କ କୌଣସି ପୁରୁଷ ବନ୍ଧୁ ନାହାଁନ୍ତି କିମ୍ଵା ସେ କହାସହ ଶାରି-ରୀକ ସ-ମ୍ପର୍କ ମଧ୍ୟ ରଖି ନାହାଁନ୍ତି । ତଥାପି ନିଜ ଗ-ର୍ଭରୁ ଏକ ପିଲାକୁ ଜନ୍ମ ଦେଇଛନ୍ତି । ଏଭଳି ଏକ ଆଶ୍ଚର୍ଯ୍ୟକର ଘ-ଟଣା ଘଟିଛି ଆମେରିକାର ୱାସିଂଟନରେ । ଆଉ ଉକ୍ତ ଯୁବତୀଙ୍କ ନାଁ ହେଉଛି ଲାରେନ ଡନ ନେଲସନ୍ । ଆଉ ତାଙ୍କ ପୁଅର ନାଁ ସିଲାସ ରଖାଯାଇଛି ।
ତେବେ ଲାରେନ୍ କିଭଳି ଗର୍ଭ-ବତୀ ହେଲେ ସେକଥା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡ଼ିନଥିଲେ ମଧ୍ୟ ସେ ଏବେ ସ୍ଵାଭାବିକ ଜୀବନ ବିତାଉଛନ୍ତି । ଆଉ ତାଙ୍କ ପୁଅ ସିଲାସ୍ ମଧ୍ୟ ସମ୍ପୂର୍ଣ ସୁସ୍ଥ ଅଛି । ତେବେ ଡାକ୍ତରଙ୍କ କହିବା ଅନୁସାରେ ଏହା ହେଉଛି କ୍ରିପ୍ଟିକ୍ ପ୍ରେଗ-ନେନ୍ସି । ଏଭଳି ସ୍ଥିତିରେ ଶେଷ ସମୟ ପର୍ଯ୍ୟନ୍ତ ଜଣେ ମହିଳା ଗର୍ଭ-ବତୀ ବୋଲି ଜାଣି ପାରନ୍ତି ନାହିଁ । ୪୭୫ ଗର୍ଭ-ବତୀଙ୍କ ମଧ୍ୟରୁ ଜଣଙ୍କ କ୍ଷେତ୍ରରେ ଏଭଳି ବ୍ୟତିକ୍ରମ ଦେଖାଯାଏ ।