ଟ୍ରକ ଓ ବସ୍ ମଝିରେ ଚାପି ହୋଇଗଲା ମୋ ଝିଅ । ମୋ ଝିଅକୁ କିଏ ଫେରେଇ ଦିଅ… ।
ଦର୍ଶକବନ୍ଧୁ କଇଁ କଇଁ ହୋଇ କାନ୍ଦୁଛି ବସ୍ ଦୁର୍ଘ-ଟଣାରେ ଜୀବନ ହରାଇଥିବା ଗୋଟେ ଝିଅର ମା । ଦୁର୍ଘ-ଟଣାକୁ ଅତି ନିକଟରୁ ଦେଖି ହାର୍ଟ ଚୋକ୍ କରିଗଲା । ଆଉ ସଙ୍ଗେ ସଙ୍ଗେ ତାଙ୍କୁ ଉ-ଦ୍ଧାର କରାଯାଇ ଡ଼ାକ୍ତରଖାନାକୁ ନିଆ ଯାଇଥିଲା । ସଙ୍ଗେ ସଙ୍ଗେ ଡ଼ାକ୍ତର ମଧ୍ୟ ହାର୍ଟକୁ ପମ୍ପିଂ କରୁଛନ୍ତି କାଳେ ଜୀବନ ବଞ୍ଚିଯିବ ବୋଲି । ଜୀବନ ଜିଇଁ ଯିବ ଆଉ ଗୋଟାଏ ଜୀବନ ଯିବାରୁ ମୁକ୍ତି ପାଇଯିବ । ଆଉ ଗୋଟାଏ ପିଣ୍ଡରୁ ଜୀବନ ଚାଲିଯିବା ବେଳେ ଅଟକିଯିବ ।
କିନ୍ତୁ କଣ ହେବ ପ୍ରତି ମୁହୂର୍ତ୍ତ ପୁର୍ବ ନିର୍ଦ୍ଧାରିତ ନ୍ୟା-ୟରେ ଝିଅଟିର ମୃ-ତ୍ୟୁ ହୋଇ ସାରିଛି । ଆଉ ଏହି ଖବର ଯେତେବେଳେ ବାପା ମା ଶୁଣିଛନ୍ତି ସେତେବେଳେ ବାପା ମାଙ୍କୁ କିଏ ବା ସମ୍ଭାଳିବ । ଦର୍ଶକବନ୍ଧୁ ବର୍ଷର ଦ୍ୱିତୀୟ ଦିନରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘ-ଟଣା । ୬୦ ଜଣ ଯାତ୍ରୀଙ୍କୁ ଧରି କେନ୍ଦ୍ରାପଡ଼ାରୁ କଟକ ଆସୁଥିବା ଘରୋଇ ବସ୍ ମନୋରମାକୁ ସୁକରପଡ଼ା ନିକଟରେ ସାମ୍ନାରୁ ଧ-କ୍କା ଦେଇଥିଲା ଏକ ଟ୍ରକ । ଆଉ ବର୍ତ୍ତମାନ୍ ପର୍ୟ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଦୁର୍ଘ-ଟଣାରେ ୩ ଜଣଙ୍କ ମୃ-ତ୍ୟୁ ହୋଇଛି ।
ଟ୍ରକ୍ ଡ୍ରାଇଭରଙ୍କ ସମେତ ଅନ୍ୟ ଦୁଇ ଜଣ ଯାତ୍ରୀଙ୍କ ଜୀବନ ଯାଇଛି । ଆହୁରି ୪୦ରୁ ଅଧିକ ଲୋକେ ଆ-ହତ ହୋଇଛନ୍ତି । କୁହୁଡି ଯୋଗୁ ଦୁର୍ଘ-ଟଣା ହୋଇଥିବା ପ୍ରାଥମିକ ତଦ-ନ୍ତରୁ ଜଣାପଡ଼ିଥିବା ପରିବହନ କମିଶନର ସୂଚନା ଦେଇଛନ୍ତି । ତେବେ ସବୁ ଗୁରୁ-ତର ଯାତ୍ରୀଙ୍କୁ ଉ-ଦ୍ଧାର କରାଯାଇ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।
ଆଉ ଏ ଦୁର୍ଘ-ଟଣାରେ ୩ ଜଣଙ୍କ ମୃ-ତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ କୁଆଡ଼େ ଆ-ହତ ହେଇଛନ୍ତି । ସମସ୍ତ ଆହ-ତଙ୍କୁ ଉ-ଦ୍ଧାର କରି ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରାଯାଇ ବର୍ତ୍ତମାନ୍ ଚିକିତ୍ସା ଚାଲିଛି । କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁ-ତର ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରା ଯାଇଛି । ଆଉ ଏହାରି ଭିତରେ ଏକ ଦୃ-ଶ୍ୟ ସମସ୍ତଙ୍କୁ ଭାବୁକ କରି ଦେଇଛି । ଦୁର୍ଘ-ଟଣାକୁ ଅତି ନିକଟରୁ ଦେଖି ଯାହାର ହାର୍ଟ ଚୋକ କରିଯାଇଛି ସେ ଯୁବତୀ ଜଣକଙ୍କୁ ଡ଼ାକ୍ତର ବଞ୍ଚାଇବା ପାଇଁ ପମ୍ପିଂ କରୁଛନ୍ତି ଆଉ ଯେତେବେଳେ ଜାଣୁଛନ୍ତି ଯେ ସେ ଯୁବତୀ ଜଣକଙ୍କ ମୃ-ତ୍ୟୁ ହୋଇଛି ସେତେବେଳେ ତାଙ୍କ ବାପା ମାଆଙ୍କୁ କିଏ ବା ସମ୍ଭାଳେ । ମୃ-ତ୍ୟୁ ଭି ଏମିତି ଆସେ ।