ମାଆ ପାଇଁ ପୁଅ ଆଣୁଥିଲା ମେଡିସିନ,ଉପରେ ଚଢ଼ିଗଲା ବସ୍..

ମାଆ ପାଇଁ ମେଡ଼ିସିନ ଆଣିବାକୁ ଯାଇଥିଲା ପୁଅ। ଆଉ ମେଡ଼ିସିନ ଧରି ଫେରୁଥିବା ବେଳେ ଉପରେ ଚଢ଼ିଗଲା ନୀଳମାଧବ। ହଁ ଆଜ୍ଞା ଏ ନୀଳ ମାଧବ ବସଟି ପୁଅ ଉପରେ ଚଢ଼ିଗଲା। ଆଉ ସେଇଠି ଛଟପଟ ହୋଇ ପୁଅର ଜୀବନ ଚାଲିଗଲା। ମୁଣ୍ଡରୁ ଦହି ବାହାରି ପଡ଼ିଲା। ଶରୀର ଯେମିତି ସେମିତି ଅଛି କିନ୍ତୁ ଆଉ ମୁଣ୍ଡଟି ନାହିଁ। ଏ ଘଟ-ଣାକୁ ଦେଖି ଲୋକମାନଙ୍କ ଭିତରେ ଆକୃଷ ମନୋଭାବ ପଳେଇ ଆସିଛି। ଆଉ କିଭଳି ଭଙ୍ଗାରୁଜା କରୁଛନ୍ତି ସ୍ଥାନୀୟ ଲୋକମାନେ ଦେଖି ପାରୁଥିବେ ।

ଆଜି ସନ୍ଧ୍ୟା ସମୟରେ ସମ୍ବଲପୁର ରାଉରକେଲା ଅନ୍ତର୍ଗତ ଫ୍ରେଜର ବ୍ଲକ୍ ସାମ୍ନାରେ ଏକ ଟୁରିଷ୍ଟ ବସ୍ ଧକ୍କାରେ ସ୍କୁଟି ଚାଳକଙ୍କର ଜୀବନ ଚାଲି ଯାଇଛି। ତେବେ ସ୍କୁଟି ଚଲାଉ ଥିବା ପୁଅଟିର ବୟସ କୁଆଡ଼େ ଅଠର ବର୍ଷରୁ କମ୍। ଆଉ ସେ ମାଆ ପାଇଁ ସ୍କୁଟି ଧରି ବାହାରିଥିଲା ମେଡ଼ିସିନ ଆଣିବା ପାଇଁ। ମେଡ଼ିସିନ କିଣି ବି ଦେଇ ଥିଲା। ଆଉ ମାଆ ପାଇଁ ମେଡ଼ିସିନ ଧରି ଆସୁଥିବା ବେଳେ ଏଭଳି ଉପରେ ଚଢ଼ି ଯାଇଥିଲା ଏହି ନୀଳମାଧବ ବସ । ତେବେ ସୂଚନା ଅନୁସାରେ ସ୍କୁଟି ଚାଳକ ରାସ୍ତାରେ ଯାଉଥିବା ବେଳେ ନୀଳମାଧବ ନାମକ ଏହି ଟୁରିଷ୍ଟ ବସଟି ସ୍କୁଟି ଚାଳକଙ୍କୁ ଧ-କ୍କା ଦେଇଥିଲା।

ଘଟଣାସ୍ଥଳରେ ପୁଅର ଜୀବନ ଚାଲି ଯାଇ ଥିଲା। ତେବେ ଆଜି ସନ୍ଧ୍ୟା ସମୟରେ ଏଭଳି କିଛି ଘ-ଟଣା ଘଟିଗଲା। ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହି ସ୍କୁଟିକୁ ଆପଣ ଦେଖି ପାରୁଥିବେ, ଏହି ସ୍କୁଟିରେ ପୁଅ ମାଆ ପାଇଁ ମେଡ଼ିସିନ ଧରି ଘରକୁ ଫେରୁଥିଲା। ହେଲେ ଏଇ ବସ୍ ଧ-କ୍କା ଦେବାରୁ ଘଟ-ଣାସ୍ଥଳରେ ପୁଅ ପଡ଼ିଯାଇଥିଲା ଆଉ ଉପରେ ଚଢ଼ି ଯାଇଥିଲା ନୀଳ ମାଧବ ବସ୍। ଆଉ ଚାଲିଯାଇଥିଲା ପୁଅର ଜୀବନ।

ସେଇଠି କିଛି ଦୂରଠୁ ଛଟପଟ ହେଲା, ଗୋଡ଼ ହାତ ପିଟିଲା ଆଉ ସେଇଠି ସବୁଦିନ ପାଇଁ ଆଖି ବୁଜିଦେଲା। ରାସ୍ତା ଉପରେ ପୁଅଟିକୁ ଦେଖି ସମସ୍ତେ କାନ୍ଦି ପକାଇଲେ। ହାତରେ ଥିଲା ମାଆ ପାଇଁ ମେଡ଼ିସିନ, ଘରେ ଜଗିଥିଲା ମାଆ। ହେଲେ ପୁଅ ଆଜି ମାଆ ପାଇଁ ମେଡ଼ିସିନ ଧରି ଘରକୁ ଫେରି ପାରିନି। ଅଧା ବାଟରେ ତାକୁ ବସ୍ ଚାପି ଦେଇଛି। ଆଉ ଚାଲି ଯାଇଛି ଜୀବନ।

ସେପଟେ ଅନ୍ୟ ପକ୍ଷରେ ଘଟ-ଣାସ୍ଥଳରୁ ପୋ-ଲିସ ବସକୁ ଛାଡ଼ି ଦେଇଥିବା ପ୍ରତିବାଦ କରି ଲୋକମାନେ ପା-ଟିତୁ-ଣ୍ଡ କରିଥିଲେ। ତା ସହିତ କ୍ଷତି ପୂରଣ ସହ କାର୍ଯ୍ୟାନୁ-ଷ୍ଠାନ ଦାବି କରି ସ୍ଥାନୀୟ ଲୋକେ ତାଉ ଥା-ନାକୁ ଘେରାଉ କରିଛନ୍ତି। ହେଲେ ତାଉ ଥା-ନା ଆଗରେ ଏ ବିକ୍ଷୋପ ପ୍ରଦର୍ଶନ ସହ ରାସ୍ତାରୋଧ୍ ଜାରି ରହିଛି। ତେଣୁ ତାଉ ଥା-ନାରେ ଏବେ ପୋ-ଲିସ୍ ଏସ୍.ଡି.ପି.ଓ. ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *