ନୂଆବର୍ଷରେ ଏପଟସେପଟ ହୋଇଗଲା ସବୁକିଛି, ଦୁଆର ମୁହଁରୁ ବାହା ଚିତା ନ ଲିଭୁଣୁ, ଚାଲିଗଲେ ସ୍ୱାମୀ ସ୍ତ୍ରୀ।

ଜୁଇ ଉପରେ ସ୍ୱାମୀକୁ ଦେଖି ଏମିତି କରିଦେଲେ ସ୍ତ୍ରୀ। ପୁରୁଣା ବର୍ଷରେ ସ୍ୱାମୀ ମ-ରିଥିଲେ ଆଉ ନୂଆବର୍ଷରେ ସ୍ତ୍ରୀ। ନୂଆବର୍ଷରେ ଘରୁ ଉଠିଲା ସ୍ତ୍ରୀଙ୍କର ଶ-ବ।ସ୍ବାମୀଙ୍କ ମୃ-ତ୍ୟୁ ପରେ ଏମିତି କରିଦେଲେ ସ୍ତ୍ରୀ। ଜୁ-ଇ ଉପରେ ଶୋଇଥିବା ସ୍ୱାମୀକୁ ଦେଖି ଆଉ ସହି ପାରିଲେ ନାହିଁ। ଜୁ-ଇରେ ଜ-ଳିଲେ ସ୍ୱାମୀ। ଆଉ ଶେଷ ନିଷ୍ପତ୍ତି ନେଇଗଲେ ସ୍ତ୍ରୀ।

ହାଇଟେକ ମେଡିକାଲ ବିସ୍ଫୋ-ରଣରେ ସ୍ୱାମୀଙ୍କର ମୃ-ତ୍ୟୁ ହୋଇଥିଲା ଆଉ ନୂଆବର୍ଷରେ ସ୍ୱାମୀକୁ ଝୁରି ଝୁରି ସ୍ତ୍ରୀ ବି କିଛି ଏମିତି କରିଦେଲେ। ପୁରା ଘର ଏବେ କା-ନ୍ଦ ବୋବାଳିରେ ଫାଟି ପଡୁଛି। ଘରୁ ଉଠିଛି ସ୍ତ୍ରୀଙ୍କର ମୃ-ତ ଦେହ। କାରଣ ସ୍ବାମୀଙ୍କ ମୃ-ତ୍ୟୁକୁ ସହି ନପାରି ଜୀବନ ହାରି ଦେଇଛନ୍ତି ସ୍ତ୍ରୀ ଜଣକ। ଏମିତି କିଛି ଦୁଃ-ଖଦ ଘଟଣା ଦେଖିବାକୁ ମିଳିଛି ଜଟଣୀ ନୂଆଗାଁରେ। ଯେଉଁଠାରେ ସ୍ବାମୀଙ୍କ ମୃ-ତ୍ୟୁକୁ ସହି ପାରିନାହାନ୍ତି ସ୍ତ୍ରୀ।

ସାତ ଜନ୍ମର ସାଥି କରି ପରା ଘରକୁ ଆଣିଥିଲ ତାହେଲେ କଣ ପାଇଁ ମୋତେ ଏକା କରି ଚାଲିଗଲ। ମୁଁ ଏବେ କଣ କରିବି ତୁମ ବିନା କେମିତି ରହିବି କେମିତି ବଞ୍ଚିବି ତୁମ ବିନା ଏ ଦୁନିଆରେ ମୋର କିଏ ବା ଅଛି। ମୁଁ ବି ତୁମ ପାଖକୁ ପଳେଇବି। ଦୁହେଁ ମିଶି ଉପରେ ସାଙ୍ଗ ହୋଇ ରହିବା ବୋଧେ ଏମିତି କିଛି ଭାବନାକୁ ନେଇ ଶେଷ ନିଷ୍ପତ୍ତି ନେଇଛନ୍ତି ସ୍ତ୍ରୀ ଜଣକ। ଏ ହେଉଛନ୍ତି ସ୍ୱାମୀ ବିଜୁ ସାମନ୍ତରାୟ ଏବଂ ସ୍ତ୍ରୀ ଶୋଭା ସାମନ୍ତରାୟ।

ଦୁଆରୁ ମୁହଁରୁ ବାହା ଚିତା ଲିଭି ନାହିଁ ହେଲେ ଦୁହେଁ ଏବେ ଏ ଦୁନିଆରେ ନାହାଁନ୍ତି। ବିଧବା ହେବା ପୂର୍ବରୁ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ସୋନା। ଉଭୟଙ୍କ ବାହାଘରକୁ ୨ ବର୍ଷ ପୁରିଥାନ୍ତା। ହେଲେ ସବୁକିଛି ଏବେ ଏପଟ ସେପଟ ହୋଇଯାଇଛି।ସୂଚନା ମୁତାବକ ଗତ ଡିସେମ୍ବର ମାସ ୨୯ ତାରିଖରେ ହାଇଟେକ ମେଡିକାଲରେ କମ୍ପ୍ରେସନ ବିସ୍ଫୋ-ରଣରେ ସ୍ୱାମୀଙ୍କର ୩୦ ତାରିଖରେ ମୃ-ତ୍ୟୁ ହୋଇଥିଲା।

ଶ-ବ ବ୍ୟବ-ଚ୍ଛେଦ ହେବା ପରେ ୩୧ ତାରିଖ ଅ-ନ୍ତିମ ସଂ-ସ୍କାର କରାଯାଇଥିଲା ଦିଲୀପଙ୍କର। ହେଲେ ଜୁଇ ଉପରେ ସ୍ୱାମୀକୁ ଦେଖି ଅଚେତ ହୋଇପଡିଥିଲେ ସୋନା ଆଉ ନୂଆବର୍ଷରେ ସକାଳୁ ସକାଳୁ ଉଠି ଜୀବନ ହାରିଦେଲେ। ନୂଆ ସୂର୍ଯ୍ୟ ଉଦୟ ହେବା ସହ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି ସୋନା।ସେପଟେ ଘଟ-ଣା ସ୍ଥଳରେ ଜଟଣୀ ପୋ-ଲିସ ପହଁଚି ସୋନାଙ୍କୁ ଉ-ଦ୍ଧାର କରି ଜ-ଟଣୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା ହେଲେ ଡାକ୍ତର ତାଙ୍କୁ ସେଠାରେ ମୃ-ତ୍ୟୁ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *