ସତ ହେଉଛି ମାଳିକା! ନୂଆବର୍ଷରେ ଜନ୍ମ ହେଲା ଭୂତ ଛୁଆ।
ନୂଆବର୍ଷରେ ଜନ୍ମ ନେଲା ଅଦ୍ଭୁତ ବାଛୁରୀ ଛୁଆ ଯାହାକୁ ଦେଖି ଚମକି ପଡିଲେ ସମସ୍ତେ।୨୦୨୪ ଆରମ୍ଭରୁ ହିଁ ଓଡ଼ିଶାରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ। ଇଏ କେଉଁ ସଙ୍କେତ ସତ ହେବକି ମାଳିକା ଵଚନ। ଜନ୍ମ ହେଲା ଏକ ଅଦ୍ଭୁତ ବାଛୁରୀ ଛୁଆ। ଯାହାର ଚେହେରା ଅତି ଅଦ୍ଭୁତ ଦେଖାଯାଉଛି। ଏପରି ବାଛୁରୀକୁ ଦେଖି ସମସ୍ତେ ଭ-ୟଭୀ-ତ ହୋଇପଡୁଛନ୍ତି। ଆଉ ଏହାରି ଭିତରେ ଗୋମାତାଙ୍କ କୋଳରୁ ଏ କେଉଁ ପ୍ରକାରର ବାଛୁରୀ ଛୁଆ ଜନ୍ମ ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି।
ଆପଣ ମାନେ ଭଲ ଭାବରେ ଦେଖି ପାରୁଥିବେ ଏଇ ବାଛୁରୀ ଛୁଆଟିକୁ। ମିଟୁ ମହାପାତ୍ରଙ୍କ ଘରେ ଏକ ଗାଈ ଏକ ଅଦ୍ଭୁତ ବାଛୁରୀ ଛୁଆଟିକୁ ଜନ୍ମ ଦେଇଛି। ଯାହାକୁ ଲୋକମାନେ ଦେଖି ଭ-ୟଭୀ-ତ ହୋଇପଡୁଛନ୍ତି। ହଁ ଆଜ୍ଞା ଏଇ ଅଦ୍ଭୁତ ବାଛୁରୀ ଛୁଆର ଦାନ୍ତ ନାହିଁ କି ଆଖି ବି ନାହିଁ। ଏହା ସହ ନାକ ବି ନାହିଁ। ଯାହା ଆପଣ ମାନେ ଏଇ ଫୋଟରେ ଦେଖିପାରୁଥିବେ।
ଆଉ ସବୁଠାରୁ ବଡ଼ କଥା ହେଉଛି ଏଇ ବାଛୁରୀ ଛୁଆଟି ବାଛୁରୀରର ମୁହଁ ପରି ହୋଇନି ଏଭଳି ଅଦ୍ଭୁତ ବାଛୁରୀ ଛୁଆକୁ ଦେଖିବାକୁ ଲୋକଙ୍କର ଲାଗିଛି ଭିଡ଼।ଗତ ଶନିବାର ମିଟୁ ମହାପାତ୍ରଙ୍କ ଘରେ ଏକବଗାଈ ଏକ ଅଦ୍ଭୁତ ବାଛୁରୀ ଛୁଆକୁ ଜନ୍ମ ଦେଇଛି ଯାହାର ଚେହେରା ଅତି ଭ-ୟଙ୍କର ଦେଖାଯାଉଛି। ଆଉ ଆପଣ ମାନେ ଭଲ ଭାବରେ ଦେଖିପାରୁଥିବେ ଏଇ ବାଛୁରୀ ଛୁଆଟିକୁ। ଏଭଳି ଏକ ବାଛୁରୀ ଛୁଆ ଜନ୍ମ ହୋଇଥିବା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖୋଲିକୁଟ ବ୍ଲକ ଅନ୍ତର୍ଗତ BL ପୁର ପଞ୍ଚାୟତ ସାନ ମାଧପୁର ଗାଁରେ। ମିଟୁ ମହାପାତ୍ରଙ୍କ ଘରେ ଏକ ଗାଈ ଜନ୍ମ ଦେଇଛି ଅଦ୍ଭୁତ ବାଛୁରୀ ଛୁଆଟିକୁ।
ସେଇ ଚେହେରାକୁ ଦେଖିଲେ ଭ-ୟ ଲାଗୁଛି। ଆଉ ଏଭଳି ବାଛୁରୀକୁ ଗାଈ ଜନ୍ମ ଦେଇଥିବାରୁ ଡାକ୍ତର ବି ଭୟଭୀତ ହୋଇଗଲେ। ଅନେକ ବର୍ଷ ଧରି ଗାଈ ରଖି ପାଳନ କରୁଛନ୍ତି କିନ୍ତୁ କେବେ ସେ ଏଭଳି ବାଛୁରୀ ଛୁଆକୁ ଦେଖିନାହାନ୍ତି। ଏଭଳି ବାଛୁରୀ ଛୁଆକୁ ଦେଖି ମିଟୁ ମହାପାତ୍ର ବି ଡରି ଗଲେ।ବାଛୁରୀ ଛୁଆଟିର ଦାନ୍ତ ନାକ ଓ ଆଖି ନଥିବାରୁ କଷ୍ଟ ଓ ଯନ୍ତ୍ରଣାରେ ଛଟପଟ ହେଉଛି। ମା’ କୋଳରେ ଜନ୍ମ ହେବା ପରେ କ୍ଷୀର ଟିକେ ପିଇ ପାରୁନି। ନାକ ନଥିବାରୁ ନିଶ୍ୱାସ ନେବାକୁ ବି କଷ୍ଟ ହେଉଛି। ସମସ୍ତେ ଭୟଭୀତ ହୋଇପଡୁଛନ୍ତି ଏଭଳି ବାଛୁରୀ ଛୁଆଟିକୁ ଦେଖି।