ଚତୁର୍ଥୀ ପରଠୁ ଆରମ୍ଭ ହୋଇଥିଲା ନିର୍ଯାତନା । ୩ଲକ୍ଷ ଦେଲେ ଏ ଘରେ ରହିବୁ ନହଲେ ନାହିଁ… ।

ଜମି ବିକ୍ରି କରି ଯାନି ଯୌ-ତୁକ ଦେଇ ଝିଅକୁ ବାହା ଦେଇଥୁଲା ବାପା । ୨୦୨୨ ମସିହା ଫେବୃଆରୀ ୪ ତାରିଖରେ ରୀତି ନୀତିରେ ବିବାହ କରାଇଥିଲେ ଝିଅର । ହେଲେ ବିବାହ ପରେ ଚତୁର୍ଥୀ ଦିନ ପରଠାରୁ ଝିଅ ଉପରେ ଆରମ୍ଭ ହୋଇ ଯାଇଥିଲା ଶାଶୂଘର ଲୋକଙ୍କ ନିର୍ଯାତନା । ଆଉ ଏବେ ନ୍ୟା-ୟ ମାଗୁଛନ୍ତି କନେଷ୍ଟବଳଙ୍କ ସ୍ତ୍ରୀ । ଆଜ୍ଞା ହଁ ବନ୍ଧୁଗଣ ବାପା ଭାବିଥ୍‌ଲେ ଏତେ ଦୁଃ-ଖ ସହି କଷ୍ଟ କରି ଯୌ-ତୁକ ଦେଇ ଝିଅକୁ ସରକାରୀ ଚାକିରିଆକୁ ବାହା ଦେବି ।

ଝିଅର କିଛି ଅସୁବିଧା ରହିବନି ଶାନ୍ତିରେ ଦିନ କାଟିବ ହେଲେ ଫଳ ଓଲଟା ହୋଇଗଲା । ଖୁସି ଆଉ ଶାନ୍ତି ବଦଳରେ ଝିଅକୁ ଶାଶୂଘରୁ ମିଳିଲା ଅକଥନୀୟ ନିର୍ଯା-ତନା ଜଣେ କାର୍ଯ୍ୟରତ କନେଷ୍ଟବଳ ଓ ତାଙ୍କ ପରିବାର ଠାରୁ ଯୌ-ତୁକ ନିର୍ଯା-ତନାର ଶି-କାର ହୋଇ ପୋ-ଲିସ ଠାରୁ ନ୍ୟା-ୟ ପାଉ ନାହାନ୍ତି ନିର୍ଯା-ଯିତ ମହିଳା । ପ୍ରତିବାଦରେ ନିଜ ପିତାଙ୍କୁ ସାଙ୍ଗରେ ନେଇ ଭଦ୍ରକ ଏସପିଙ୍କୁ କରିଛନ୍ତି ଗୁହାରି । ତେବେ ବନ୍ଧୁଗଣ ଏଭଳି କିଛି ଲ-ଜ୍ୟାଜ-ନକ ଘ-ଟଣା ଦେଖିବାକୁ ମିଳିଛି ଭଦ୍ରକ ଟାଉନ ଥା-ନା ଅଧିନସ୍ତ ଜାନୁଗଞ୍ଜ ଅଂଚଳରେ ।

ଏହି ଅଞ୍ଚଳରେ ଥିବା ଜଣେ ପୋ-ଲିସ କନେଷ୍ଟବଳ ଭଦ୍ରକ ଗ୍ରାମାଞ୍ଚଳ ଥା-ନା ଅଧୀନସ୍ଥ କଲେଇ ପଂଚାୟତର ସୁନ୍ଦର ଗଡିଆ ଗ୍ରାମର ରବୀନ୍ଦ୍ର ନାଥ ଘୋଷଙ୍କ ଝିଅକୁ ବୈଦିକ ରୀତି ନୀତି ଅନୁସାରେ ବିବାହ କରିଥିଲେ । କିନ୍ତୁ ସମ୍ପୃକ୍ତ କନେଷ୍ଟବଳ ଅନ୍ୟତ୍ର ଚାକିରିଆ ଝିଅକୁ ବିବାହ କରିବାକୁ କହି ତାଙ୍କ ସ୍ତ୍ରୀକୁ ମାନସିକ ଓ ଶାରୀ-ରିକ ନିର୍ଯା-ତନା ଦେଇଥିଲେ । ତେବେ ଦୁଇମାସ ପରେ ସ୍ଵାତୀଙ୍କ ବାପା ତାଙ୍କୁ ଘରକୁ ନେଇ ଆସିଥିଲେ । ଆଉ ବାରମ୍ବାର ଚେଷ୍ଟା କରିଥିଲେ ସମାଧାନ ପାଇଁ କିନ୍ତୁ କିଛି ସୁଫଳ ମିଳିନଥିଲା । ଶେଷରେ ବିବାହିତା ମହିଳା ଜଣଙ୍କ ଭଦ୍ରକ ଟାଉନ ଥା-ନାରେ ଅଭି-ଯୋଗ କରିଥିଲେ ।

ପରେ ପା-ଲିସ ଏକ ମାମ-ଲା ରୁଜୁ କରି ଯୌ-ତୁକ ବାବ-ଦକୁ ଦିଆଯାଇଥିବା ଜିନିଷ ପତ୍ରକୁ ଜ-ବତ କରି ରବୀନ୍ଦ୍ରକୁ ପ୍ରଦାନ କରିଥିଲେ । କିନ୍ତୁ ବିବାହ ସମୟରେ ତାଙ୍କ ବାପା ଯୌ-ତୁକ ବାବ-ଦକୁ ଉଧାରି କରି ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ ତାକୁ ସମ୍ପୃକ୍ତ କନେଷ୍ଟବଳ ଫେରାଉ ନାହାନ୍ତି । ତେଣୁ ରବୀନ୍ଦ୍ର ତାଙ୍କ ଝିଅ କୁ ଧରି ଆଜି ଭଦ୍ରକ ଏସପିଙ୍କୁ ଭେଟି ଅଭି-ଯୋଗ ଦେବା ସହିତ ତାଙ୍କ ଯୌ-ତୁକ ଟଙ୍କା ସମ୍ପୃକ୍ତ କନେଷ୍ଟବଳଙ୍କ ଠାରୁ ଆଣି ଦେବାକୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *