ମୋ ପୁଅକୁ ବଞ୍ଚାଇଦେଲେ କଳାଠାକୁର…. ଏମିତି କିଛି କହି ପୁରୀ ବଡ଼ ଦାଣ୍ଡରେ ଦୌଡ଼ିଲେ ବାପା…।
ଆଜି ଶ୍ରୀମନ୍ଦିର ଆଗରେ ଦେଖିବାକୁ ମିଳିଥିଲା ଆଶ୍ଚର୍ଯ୍ୟ କରିଦେଲା ଭଳି ଘ-ଟଣା। ଏଇ ଫୋଟଟିକୁ ଆପଣ ଦେଖିପାରୁଥିବେ କେମିତି ପୁଅକୁ ଧରି ଦୌଡିଛନ୍ତି ପରିବାର ଲୋକେ।ଜଣେ ଯେତେବେଳେ ଛୁଆଟିକୁ ଧରି ଦୌଡିଥିଲା ପୁଣି ତା ହାତରୁ ଧରି ଆଉ ଜଣେ ଦୌଡ଼ିଲା। କଣ ହୋଇଛି କଣ ହୋଇଗଲା ଏଇ ପୁଅଟିକୁ। କାହିଁକି ଦୌଡିଛନ୍ତି ଏଇ ପୁଅଟିକୁ ଧରି? ସମସ୍ତଙ୍କ ନଜର ସେମାନଙ୍କ ଉପରେ ପଡିଥିଲା। ଶ୍ରୀମନ୍ଦିର ଆଗରେ ଏଭଳି ଅଘଟଣ ଘଟିଥିଲା ଯେଉଁଥିପାଇଁ ଛୁଆଟିକୁ ଧରି ଦୌଡିଥିଲେ ପରିବାର ଲୋକେ।
ହଁ ଆଜ୍ଞା ଆଜି ଅପରାହ୍ନ ସମୟରେ ବୁଲା କୁକୁର କାମୁ-ଡାରେ ଜଣେ ଦେଢ଼ ବର୍ଷର ଶିଶୁପୁତ୍ର ଯାହାକୁ ଆପଣ ଫୋଟରେ ଦେଖିପାରୁଛନ୍ତି ସେ ର-କ୍ତାତ ହୋଇପଡିଥିଲା। ଆଉ ତାକୁ ଏଭଳି ଧରି ଦୌଡିଥିଲେ ପରିବାର ଲୋକେ। ଜଣଙ୍କ ହାତରୁ ଆଉ ଜଣେ ଧରି ନେଉଥିଲେ।
ଖୋର୍ଦ୍ଧା ବାଲୁ ଗାଁ ଅଞ୍ଚଳରେ ଏକ ପରିବାର ଏଇ ଶିଶୁ ପୁତ୍ର ସହ ଶ୍ରୀମନ୍ଦିରକୁ କଳା ଠାକୁରଙ୍କୁ ଦର୍ଶନ କରିବାକୁ ଯାଉଥିଲା ବେଳେ ସିଂହ ଦ୍ୱାର ସମୁଖ ବ୍ୟାରିଗେଟ ଭିତରକୁ ପଶି ଯାଇଥିବା ଏକ ବୁଲା କୁକୁର ଆତ-ର୍କିତ ଭାବେ ଏଇ ଶିଶୁ ପୁତ୍ରକୁ କା-ମୁଡି ପକାଇଥିଲା। ଆଉ ତା ମୁହଁକୁ ର-କ୍ତାତ କରିଦେଇ ଥିଲା ଯେଉଁ ଦୃ-ଶ୍ୟକୁ ଆମେ ଆପଣଙ୍କୁ ଦେଖାଇ ପାରିବୁ ନାହିଁ।
ତେବେ ତୁରନ୍ତ ପରିବାର ଲୋକେ ଏବଂ ଅନ୍ୟ ଲୋକମାନେ ବୁଲା କୁକୁରକୁ ପି-ଟିବା ସହ ଶିଶୁପୁତ୍ରକୁ ଉ-ଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ଦୌଡ଼ିଲେ। ତେବେ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ କୁକୁର ଓ ମାଙ୍କଡ଼ ମାନଙ୍କର ଡୋରାତ୍ମରେ ଶ୍ରଦ୍ଧାଳୁ ମାନେ ଅତିଷ୍ଠ ହୋଇଗଲେଣି। ବିଶେଷ କରି ଛୋଟ ପିଲାଙ୍କୁ ଧରି ସେମାନେ ଶ୍ରୀମନ୍ଦିରକୁ ଆସିବାକୁ ଆଉ ସୁର-କ୍ଷିତ ମଣୁ ନାହାଁନ୍ତି।
୨୦୧୬ ଡିସେମ୍ବର ୧ ତାରିଖରେ ପୁରୀ କୁମ୍ଭାର ପଡା ଅନ୍ତର୍ଗତ ଜଗନ୍ନାଥ କଲନିରେ ଏପରି ଏକ ୪ ବର୍ଷର ଶିଶୁପୁତ୍ରକୁ ବୁଲା କୁକୁର ଝୁଣି ଝୁଣି ମା-ରି ଦେଇଥିଲା। ଶ୍ରୀମନ୍ଦିର ସୁର-କ୍ଷାରେ ଥିବା ସୁର-କ୍ଷାକର୍ମୀ ଏବଂ ପୋଲି-ସମାନେ ଏ ଦିଗରେ ଯତ୍ନବାନ ହେବାକୁ ଏବେ ସବୁଆଡୁ ଦାବି ହୋଇଛି|