ବିବାହକୁ ୬ ମାସ ପରେ ସ୍ତ୍ରୀ ସହ ସ୍ୱାମୀ ଏମିତି କଲା…କିଛି ଟଙ୍କା ପାଇଁ ସ୍ତ୍ରୀର….।

ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ ପ୍ରେମ ସମ୍ପର୍କ ଏତେ ନିବିଡ଼ ଥିଲା ଯେ ବାପା ମାଙ୍କୁ ପର କରି ପ୍ରେମିକ ସହ ଫେ-ରାର ହୋଇଯାଇଥିଲା। ଆଉ ଏହା ପରେ ଉଭୟ ପରିବାର ଲୋକଙ୍କ ସହ ମଧ୍ୟ ଦୁହେଁ ଦୁହିଁଙ୍କୁ ବିରଜା ମନ୍ଦିରରେ ବିବାହ କଲେ। ଲାଲ ଟହ ଟହ ଶାଢ଼ୀ ପିନ୍ଧି ପୁରା ଲାଲ ପରି ଦିଶୁଥିଲେ ବନ୍ୟାରାଣୀ। ମଥାରେ ସିନ୍ଦୁର ହାତରେ ଶଙ୍ଖା ପିନ୍ଧିନବବଧୂ ସାଜି ସ୍ୱାମୀର ହାତ ଧରି ଶାଶୂଘରକୁ ଆସିଥିଲେ। ବିବାହକୁ ମାତ୍ର ୬ ମାସ ହୋଇଛି। କିନ୍ତୁ ସବୁଦିନ ପାଇଁ ବନ୍ୟାରାଣୀର ଜୀବନ ଦୀପ ଲି-ଭିଗଲା। ସ୍ୱାମୀ ପବିତ୍ରଙ୍କ ହାତ ଧରି ବହୁତ ଖୁସି ଥିଲେ ବନ୍ୟା। ଅନେକ ସ୍ୱପ୍ନ ଦେଖିଥିଲେ ପଵିତ୍ରଙ୍କୁ ନେଇ।

ବିବାହର ୧ ମାସ ଦାମ୍ଫତ୍ୟ ଜୀବନ ଭଲରେ କଟିବା ପରେ ଏହା ପରେ ଯୌ-ତୁକ ଦାବି କରି ଶଶୁର ଘର ଲୋକେ ବନ୍ୟାରାଣୀଙ୍କୁ ନିର୍ଯ୍ୟା-ତନା ଦେଇ ଚାଲିଥିଲେ। ଏପରିକି ଯୌତୁକ ବାବ-ଦକୁ ୨ ଲକ୍ଷ ଟଙ୍କା ଦାବି କରିଥିଲେ। ଯୌ-ତୁକ ଯୋଗୁ ଶାଶୂଘର ଲୋକେ ମୋ ଝିଆରୀ ବନ୍ୟାରାଣୀର ଜୀବନ ନେଇ ଯାଇଛନ୍ତି ଏପରି କିଛି କହିଛନ୍ତି ବନ୍ୟାରାଣୀଙ୍କ ପରିବାର ଲୋକେ ସଦର ଥା-ନାରେ ଲିଖିତ ଅଭି-ଯୋଗ କରିଛନ୍ତି।

https://www.youtube.com/watch?v=ZGPFGeQcSJ8

ଆଜ୍ଞା ହଁ ବନ୍ଧୁଗଣ ଯାଜପୁର ସଦର ଥା-ନା ସିମିଳିଆ ପଞ୍ଚାୟତ ସଠିଆ ଟିକିରି ଗାଁର ସାଗର ଜେନାଙ୍କ ପୁଅ ପବିତ୍ର ଜେନା ଭଦ୍ରକ ଜିଲ୍ଲା ଧାମନଗର ବାରିକପୁର ନିକଟସ୍ଥ ଜଳମୁଣ୍ଡିଆ ଗାଁରେ ୨୦୨୩ ମସିହା ଜୁଲାଇ ୭ ତାରିଖରେ ବିବାହ କରିଥିଲେ। ୧ମାସ ପରେ ଅଧିକ ଯୌ-ତୁକ ଦାବି କରି ଶାଶୂଘରେ ଲୋକେ ବଣ୍ୟରାଣୀଙ୍କୁ ନିର୍ଯ୍ୟା-ତନା ଦେଉଥିଲେ। ଏପରିକି ୨ ଲକ୍ଷ ଟଙ୍କା ଦାବି କରିଥିଲେ। ବନ୍ୟାରାଣୀ ବାପ ଘରକୁ ଆସି ୮୦ ହଜାର ଟଙ୍କା ନେଇ ଦେବା ସହ ଅନ୍ୟ ଅର୍ଥ ସୁବିଧା ଦେଖିକି ଦେବେ ବୋଲି କହିଥିଲେ।

ଏପରିକି ଏହି ଘଟ-ଣାକୁ ନେଇ ଏକାଧିକ ବାର ଭଦ୍ର ଲୋକଙ୍କ ଉପସ୍ଥିତିରେ ସମାଧାନ ମଧ୍ୟ କରାଯାଇଥିଲା। କିନ୍ତୁ ବନ୍ୟାରାଣୀ ଅସୁସ୍ଥ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ବୋଲି ବଣ୍ୟରାଣୀଙ୍କ ପରିବାର ଲୋକଙ୍କୁ ୨୭ ତାରିଖ ସନ୍ଧ୍ୟାରେ ଜଣାଇଥିଲେ। ବାପ ଘର ଲୋକେ ଯାଜପୁର ମେଡିକାଲରେ ଆସି ଦେଖିଲା ବେଳକୁ ଝିଅର ମୃ-ତ୍ୟୁ ହୋଇସାରିଛି। ଏ ନେଇ ଶାଶୂଘରେଲକେ ମୋ ଝିଅର ଜୀବନ ନେଇଛନ୍ତି ବୋଲି ଅଭି-ଯୋଗ କରିଥିବା ବେଳେ ଏଭଳି ଅଭି-ଯୋଗକୁ ଖଣ୍ଡନ କରିଛନ୍ତି ମୃ-ତ ବଣ୍ୟରାଣୀଙ୍କ ଶାଶୂଘରେ ଲୋକେ।ଏ ନେଇ ସଦର ଥା-ନା ଅଧିକାରୀ ଅନିରୂଧ ନାୟକ ଯୌ-ତୁକ ଜନିତ ହ-ତ୍ୟା ମାମ-ଲା ରୁଜୁ କରି ତ-ଦନ୍ତ ଆରମ୍ଭ କରିଛନ୍ତି। ଶ-ବ ବ୍ୟବଚ୍ଛେଦ ରି-ପୋର୍ଟ ଆସିବା ପରେ କାର୍ଯ୍ୟନୁଷ୍ଠାନ ଆରମ୍ଭ ହେବ ବୋଲି ଯାହା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *