ସ୍କୁଲ ବସ୍ ରେ ପିକନିକ୍ ଯାଉଥିଲେ । ଅଧା ବାଟରେ ଡ୍ରାଇଭରର ଆଖି ଲାଗି ଯିବାରୁ ଘଟିଲା ଦୁର୍ଘ-ଟଣା । ୬୦ ଛାତ୍ର ଛାତ୍ରୀ…. ।

ସ୍କୁଲ ବସ୍ ରେ ପିକନିକ କରିବାକୁ ଯାଇଥିଲେ ପିଲାମାନେ । ଆଉ ପିକନିକ୍‌ ସାରି ଖୁସି ମନରେ ଘରକୁ ଫେରୁଥିଲେ ପିଲା । ମାତ୍ର ଅଧା ବାଟରେ ଘଟିଗଲା ଦୁର୍ଘ-ଟଣା । ଡ୍ରାଇଭରର ଆଖି ଲାଗିଯିବାରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥ ଭାଲୁକୁମା ନିକଟରେ ଘଟିଛି ଏଭଳି ଦୁର୍ଘ-ଟଣା । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ର କିଛି ଛାତ୍ରଛାତ୍ରୀ ୨ଟି ବସ୍ ଯୋଗେ ସମ୍ବଲପୁର ପିକନିକ କରିବାକୁ ଯାଇ ଫେରୁଥିବା ବେଳେ ସକାଳୁ ସକାଳୁ ଭାଲୁକୁମା ନିକଟରେ ରାସ୍ତାରେ ଠିଆ ହୋଇଥିବା ବେଳେ ଟୁରିଷ୍ଟି ଗାଡିଟି ଧ-କ୍କା ଦେଇଥିଲା ।

ଯାହା ଫଳରେ ୧୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆ-ହତ ହୋଇଛନ୍ତି । ଟୁରିଷ୍ଟ ବସରେ ପିକନିକ୍ ଯାଉଥିଲେ ଛାତ୍ରଛାତ୍ରୀ । ବସ ଭିତରେ ଥିଲେ ୬୦ରୁ ଅଧିକ ଛାତ୍ରଛାତ୍ରୀ । ହସମଜା ମସ୍ତି କରି ପିକନିକରୁ ଘରକୁ ଫେରୁଥିଲେ । କିନ୍ତୁ କିଏ ବା ଜାଣିଥିଲା ଘର ପହଂଚିବା ବଦଳରେ ଡାକ୍ତରଖାନାରେ ପହଂଚି ଯିବେ ବୋଲି ।

୬୦ ଛାତ୍ରଛାତ୍ରୀ ସମ୍ବଲପୁର ଯାଉଥିଲେ ପିକନିକ । ସମ୍ବଲପୁର ମା’ ସମୋଲେଇଶ୍ୱରଙ୍କୁ ଦର୍ଶନ କରି ସକାଳୁ ସକାଳୁ ଘରକୁ ଫେରୁଥିଲେ । ଘରେ ପହଂବା ପୂର୍ବରୁ ଅଧାବାଟରେ ଘଟିଲା ଏଭଳି ଭ-ୟଙ୍କର ଦୁର୍ଘ-ଟଣା । ସ୍କୁଲ ବସ୍ ର ଡ୍ରାଇଭରର ଆଖି ଲାଗି ଯିବାରୁ ପ୍ରଥମେ ଟିପ୍ପରକୁ ପି-ଟିବା ପରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ହାଇୱାକୁ ପଛପଟୁ ଧ-କ୍କା ଦେଇଥିଲା ବସ୍ । ଏହି ଦୁର୍ଘ-ଟଣାରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆ-ହତ ହୋଇଥିବା ସୂଚନା ମିଳିଛି ।

ଟିକେ ଦେଖନ୍ତୁ ଏ ଦୃ-ଶ୍ୟକୁ ଏଭଳି ଭ-ୟଙ୍କର ଦୁର୍ଘ-ଟଣା ଘଟିଛି ଯେଉଁ ଦୁର୍ଘ-ଟଣା ଯୋଗୁ ବସର ସମ୍ମୁଖ ପାଶ୍ୱର୍ଟି ସମ୍ପର୍ଣ୍ଣ ଭାବେ ଭାଙ୍ଗି ରୁଜି ଚୁରମାର ହୋଇ ଯାଇଥିବା ବେଳେ ୧୦ ଅଧିକ ଛାତ୍ରଛାତ୍ରୀ ଆ-ହତ ହୋଇଛନ୍ତି । ଯାହାକୁ ଦେଖିବା ପରେ ଲୋମ ମୂଳ ଟାଙ୍କୁରି ଉଠୁଛି । ତେବେ ଦୁର୍ଘ-ଟଣାରେ ଟୁରିଷ୍ଟ ବସରେ ଥିବା ୧୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆ-ହତ ହୋଇଥିବା ବେଳେ ଅନେକ ଲୋକେ ସାମନ୍ୟ ଆ-ହତ ହୋଇଛନ୍ତି । ଆଉ ଡ୍ରାଇଭର ଜଣକ ବସ୍ ରେ ଚାପି ହୋଇ ଯାଇଥିବା ବେଳେ ବସର ସମ୍ମୁଖ ଭାଗକୁ କଟର ରେ କାଟିବା ପରେ ତାଙ୍କୁ ବାହାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *