ଛି ଛି ମନ୍ଦିର ଭିତରେ କଣ ଏମିତି ହୁଅନ୍ତି।

ମନ୍ଦିର ଭିତରେ କରୁଥିଲେ ଏମିତି, ଭାଇରାଲ ହେଲା ଭିଡିଓ, ଚାଲିଗଲା ଚାକିରୀ….।ସସପେଣ୍ଡ ହେଲେ ଦୁଇ ମହିଳା ପୋଲିସ। ମନ୍ଦିର ଭିତରେ କରୁଥିଲେ ଏମିତି, ଭାଇରାଲ ହେଲା ଭିଡିଓ। ମୁଣ୍ଡରେ ହାତ ଦେଲେ ଲୋକେ।ଆଜ୍ଞା ହଁ ବନ୍ଧୁଗଣ ଭୁଲିଗଲେ ନିଜ କର୍ତ୍ତବ୍ୟ। ୟୁନିଫର୍ମ ପିନ୍ଧି ମନ୍ଦିର ଭିତରେ ଯାହା କରୁଥିଲେ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇପଡିଲେ। ବନ୍ଧୁଗଣ ଏ ଦୁଇଜଣ ହେଉଛନ୍ତି ମହିଳା ପୋଲିସ।

ଏ ମଡେନ ଯୁଗରେ ଏମାନଙ୍କୁ ସୋସିଆଲ ମିଡିଆ କି ବାଇୟା କଲା ଯେ ମନ୍ଦିର ଭିତରେ ବି ନାଚି ନାଚି ଠୁମକା ମାରୁଥିଲେ। ରିଲିସ ବନାଉଥିଲେ ହେଲେ କେବେ ଭାବି ନଥିଲେ ତାଙ୍କ ସହ ଏମିତି କିଛି ଘଟିବ ବୋଲି। ସମସ୍ତେ କରୁଛନ୍ତି ଆମେ କରିବୁ କହି ହିନ୍ଦୀ ଗୀତରେ ରିଲିସ ଭିଡିଓ କରୁଥିଲେ ଆଉ ଏହି ଭିଡିଓଟି ଏତେ ଭାଇରାଲ ହେଲା ଯେ ଚାକିରୀ ନେଇଗଲା।

ହଁ ଆଜ୍ଞା ଏଇ ସୋସିଆଲ ମିଡ଼ିଆ କାହା ପାଇଁ ବରଦାନ ପାଲଟି ଯାଉଛି ତ କାହା ପାଇଁ ଅଭି-ଶାପ। ସେହିପରି ନିକଟରେ ଏକ ମହିଳା ପୋଲି-ସକୁ ଭାରି ପଡିଛି ତାଙ୍କ ରିଲିସ ଭିଡିଓ। ଯାହା ଖବର ମିଳିଛି ବିହାରର ବୌଦ୍ଧ ଗୟା ସ୍ଥିତ ମହାବଧି ମନ୍ଦିରର ସୁର-କ୍ଷା ପାଇଁ ଅନେକ କନେଷ୍ଟବଳ ମହିଳାଙ୍କୁ ନିୟୋଜିତ କରାଯାଇଛି। ତେବେ ଡ୍ୟୁଟି ସମୟରେ ଫୋନ ଧରି ଦୁଇଜଣ ମହିଳା କନେଷ୍ଟବଳ ରିଲିସ କରୁଥିଲେ।

ଏହି ରିଲିସ ଡିସେମ୍ବର୨ ତାରିଖରେ ସୋସିଆ ମିଡ଼ିଆ ପ୍ଲାଟଫୋର୍ମ ଇଂଷ୍ଟାଗ୍ରାମରେ ପୋଷ୍ଟ ହୋଇଥିଲା। ପୋଷ୍ଟ ହେବା ପରେ ଏହି ଭିଡିଓ ଟି ବେଶ ଭାଇରାଲ ହୋଇଥିଲା। ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଦୁଇ ମହିଳା କନେଷ୍ଟବଳ ହିନ୍ଦୀ ଗୀତରେ ତାଳେ ତାଳେ ନାଚି ନାଚି ରିଲିସ କରୁଛନ୍ତି। ତେବେ ଡ୍ୟୁଟିରେ ନିୟୋଜିତ ଥିବା ବେଳେ ତାଙ୍କର ଏଭଳି କାର୍ଯ୍ୟକଳାପକୁ ନେଇ ନିନ୍ଦା କରାଯାଇଛି। ଏ ଘଟଣାଟି ଭାଇରାଲ ହେବା ପରେ ଏହାର ତ-ଦନ୍ତ କରାଯାଇଛି ଏବଂ ଦୁଇ ମହିଳାଙ୍କୁ ସସପେଣ୍ଡ କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *