ଧୋ-କା ଦେଇ ଜେ-ଲ ଗଲା, ବାହା ହେବ କହି ଜେ-ଲରୁ ଆସିଲା, ଜେ-ଲରୁ ଫେରି ପିଟିଲା ପୁଣି ଥା-ନାକୁ ଗଲା।

ହେଇରେ ବୁଲେଟ ଟୋକା ପୁଣି ଗି-ରଫ ହେଲା। କାରଣ ପୂର୍ବରୁ ଥରେ ଗି-ରଫ ହୋଇଥିଲା ଆଉ ତାପରେ କହିଲା ଯେଉଁ ଝିଅକୁ ପ୍ରେମ କରୁଥିଲି ତାକୁ ପ୍ରତା-ରଣା ନୁହେଁ ତାକୁ ବାହା ହେବି ପୋଲିସ ଆଜ୍ଞା ମୋତେ ଛାଡ଼ି ଦିଅନ୍ତୁ। ତାକୁ ବୁଲେଟରେ ବସାଇ ଭୁଡୁ ଭୁଡୁ କରି ବୁଲାଇବି। ଆଜ୍ଞା ହଁ ବନ୍ଧୁଗଣ ଏ ହେଉଛି ସେଇ ଦେବେଶ ପତି ଏ ହେଉଛି ସେଇ କଣ୍ଠଶିଳ୍ପୀ ଦେବେଶ ଯିଏ ଗାଇଥିଲେ ଲଚକମଣି ବେବିଲୋ ବୁଲେଟରେ ଭୁଡୁ ଭୁଡୁ କରି ବୁଲେଇବି ଲୋ। ଏ ହେଉଛି ସେଇ ଦେବେଶ ପତି। କଣ୍ଠଶିଳ୍ପୀ ଦେବେଶ ପତି ପୁଣି ଗି-ରଫ ହୋଇଛନ୍ତି।

ଜାମିନର ସର୍ତ୍ତ ଉଲଂ-ଘନ କରିବା ସହିତ ପ୍ରେମିକାକୁ ଆକ୍ର-ମଣ କରିବା ଅଭି-ଯୋଗରେ ଦେବେଶକୁ ପୁଣି ଗି-ରଫ କରାଯାଇଛି। ବନ୍ଧୁଗଣ ଏଠାରେ ଜଣେଇଦେବାକୁ ଚାହିଁବୁ SDF ଥା-ନା ପୋ-ଲିସ ପୁଣି ଥରେ ତାଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି। କଣ୍ଠଶିଳ୍ପୀ ଦେବେଶ ପତି ପୂର୍ବରୁ ଗି-ରଫ ହୋଇଥିଲେ। ଆଉ ଆପୋଷ ସମାଧାନରେ ବିବାହ ହେବା ପାଇଁ ରାଜି ହେବାରୁ ଜାମିନ ମିଳିଥିଲା।

ଜେ-ଲରୁ ବାହାରିବା ପରେ ଆଉ ଧରା ଛୁଆଁ ଦେଇନଥିଲା। ପ୍ରେମିକାକୁ ବି ପି-ଟିଲା। ପୁଣି ଥରେ ଗି-ରଫ ହୋଇ ଜେଲକୁ ଗଲା। ଆଜ୍ଞା ହଁ ପୁଣି ଥରେ ଗି-ରଫ ହୋଇଛି କଣ୍ଠଶିଳ୍ପୀ ଦେବେଶ ପତି। ମାତ୍ର ଜାମିନ ପାଇଁ ଜେ-ଲରୁ ମୁକୁଳିବା ପରେ ଦେବେଶ ଧରା ଛୁଆଁ ଦେଇନଥିଲା। ଏମିତିକି ପ୍ରେମିକାକୁ ମା-ରପି-ଟ କରୁଥିଲା। ଏ ନେଇ ପୋଲି-ସର ଅଭି-ଯୋଗ ହେବାରୁ ପୁଣି ଥରେ ତାଙ୍କୁ ଗି-ରଫ ହେବାକୁ ପଡିଛି।

ଲଚକମଣୀ ବେବିଲୋ ଗାର୍ଲଫ୍ରେଣ୍ଡ ତୋର ହେବିଲୋ ଗୀତର କଣ୍ଠଶିଳ୍ପୀ ଦେବେଶଙ୍କ ବିରୋ-ଧରେ ତାଙ୍କ ପ୍ରେମିକା ଗତ ନଭେମ୍ବରରେ ଭୁବନେଶ୍ୱର ନୟାପଲ୍ଲୀ ଥା-ନାରେ ଏତ-ଲା ଦେଇଥିଲେ। ବିବାହର ପ୍ରତି-ଶୃତି ଦେଇ ଦେବେଶ ତାଙ୍କ ସହ ବାରମ୍ବାର ଶାରୀ-ରିକ ସମ୍ପ-ର୍କ ରଖିଥିଲା। ମାତ୍ର ବିବାହ କଥା କହିବାରୁ ତାଙ୍କୁ ଆଉ ଧରା ଛୁଆଁ ଦେଇନଥିଲା ଦେବେଶ। ଏତ-ଲା ଆଧାରରେ ପୋ-ଲିସ ଦେବେଶକୁ ଗି-ରଫ କରି କୋର୍ଟ ଚା-ଲାଣ କରିଥିଲା।

ଜେ-ଲରେ ରହିବା ସମୟରେ ଦେବେଶଙ୍କ ପରିବାର ଲୋକେ ଆସି ବିବା-ଦର ଆପୋଷ ସମାଧାନ ପାଇଁ ଆଲୋଚନା କରିଥିଲେ। ଦେବେଶ ବି ଜେ-ଲରୁ ଫେରିବା ପରେ ଦୁହିଙ୍କ ବିବାହ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏ ନେଇ ବୁଝାମଣା କାଗଜପତ୍ର ବି କରାଯାଇଥିଲା। ଏ ସମ୍ପର୍କରେ କୋର୍ଟରେ ଅବଗତ କରାଯିବାରୁ ତାଙ୍କୁ ଜା-ମିନ ମିଳିଲା। ହେଲେ ଜା-ମିନ ମିଳିବା ପରେ ଦେବେଶ ପୁଣି ବଦଳି ଗଲେ। ଧରା ଛୁଆଁ ଦେଲେନି ପ୍ରେମିକା ପାଖରେ ବବିଲେ ନାହିଁ। ପ୍ରେମିକାକୁ ମା-ଡ଼ ମା-ରିଲେ।

ପ୍ରେମିକାଙ୍କ ପରିବାର ଲୋକଙ୍କୁ ଭେଟିଲେ ନାହିଁ। ହେଲେ ବାହାଘର ପାଇଁ ରାଜି ହେଲେ ନାହିଁ ଆଉ ଶେଷରେ ଭୁବନେଶ୍ୱର ଆସି ସିଡିଏସର ସେକ୍ଟର ୧୧ରେ ରହିଲା ଦେବେଶ। ଆଉ ଯେତେବେଳେ ପ୍ରେମିକା ଜାଣିଲା ଏ କଥା ପୁଣି ଥାନାରେ କହିଲା ଆଉ ଆଜି ପୁଣି ଦେବେଶ ଗି-ରଫ ହୋଇଛି।ପୋ-ଲିସ ଏତ-ଲା ଆଧା-ରରେ ଆପିସି ଧାରା ୩୪୧, ୩୨୩,୩୫୪,୪୧୭,୫୦୬ ଏବଂ ୧୨୦ ରୁ ମାମ-ଲା ରୁଜୁ କରି ଦେବେଶଙ୍କୁ କୋର୍ଟ ଚା-ଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *