କିୱାରକୋର୍ଡ ଲଗାଉଥିଲେ ସାବଧାନ । ଆପଣଙ୍କ କିୱାରକୋର୍ଡ ଉପରେ ଅନ୍ୟଜଣେ କିୱାରକୋର୍ଡ ଲଗାଇ ନେଉଥିଲେ ଟଙ୍କା I

ବନ୍ଧୁଗଣ ଆଜିକାଲି ଆପଣ ମାନେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଘ-ଟଣା ମାନ ଘଟୁଥିବାର ଶୁଣିବାକୁ ପାଉଥିବେ । ସମାଜରେ ଡକା-ୟତି, ଲୁ-ଟ ଚୋ-ରି ଭଳି ଅପ-ରାଧ ମୂଳକ କାର୍ଯ୍ୟ ଧୀରେ ଧୀରେ ବଢ଼ି ବଢ଼ି ଚାଲିଛି । ନିକଟରେ ସେଭଳି କିଛି ଅଭାବନୀୟ ଘ-ଟଣା ଦେଖିବାକୁ ମିଳିଛି । ବନ୍ଧୁଗଣ ବ୍ୟବସାୟ ପାଇଁ ଆପଣ ଯଦି ଦୋକାନରେ କିୱାରକୋର୍ଡ ଲଗାଉଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାହିଁକି ନା ଆପଣଙ୍କ କିୱାରକୋର୍ଡ ଉପରେ ଆଉ କେହି କିୱାର କୋର୍ଡ ଲଗେଇ ଟଙ୍କା ହଡ଼ପ କରିନେଇ ଯାଇପାରେ । ତେବେ ବର୍ତ୍ତମାନ୍ ସମୟରେ ଏଭଳି ଏକ ଅଭି-ଯୋଗ ଆସିଛି ଜଣେ ବ୍ୟକ୍ତି ସାଇବର ଥା-ନାରେ ଅଭି-ଯୋଗ କରିଛନ୍ତି ।

ତାଙ୍କର ଗୋଟେ କଟକ ରୋଡ଼ ସ୍ଥିତ ଏକ ଓମଫେଡ୍ ବୋଥ ରହିଛି । ସେ ଦୀର୍ଘ ଦିନ ହେଲା ଅନ୍ୟ ଏକ ଜଣେ କିୱାରକୋର୍ଡ ରେ ଜଣେ ତାଙ୍କର ଟଙ୍କା ଠ-କି ନେଇଛି । ତେବେ ଠକା-ମିର ଶି-କାର ହେଇଥିଲେ ସୁଧୀର ନାମକ ଜଣେ ବ୍ୟକ୍ତି । ସେ ସାଇବର ଥା-ନାରେ ମଧ୍ୟ ଏକ ଅଭି-ଯୋଗ କରିଛନ୍ତି । ସୁଧୀରଙ୍କ କିୱାରକୋର୍ଡ ଉପରେ ସମାନ ସାଇଜ୍ ର ଆଉ ଜଣଙ୍କ କିୱାରକୋର୍ଡ ତା ଉପରେ ଚିପକା ଯାଇଛି । ଯାହାକି କେହି ଟଙ୍କା ଅନ-ଲାଇନ୍ ପେମେଣ୍ଟ କଲେ ଦୋକାନୀ ସୁଧୀରଙ୍କ ଆକାଉଣ୍ଟ୍ କୁ ନଯାଇକି ଉକ୍ତ ଚୋ-ର ଆକାଉଣ୍ଟକୁ ଯାଉଛି ।

ତେବେ ନିକଟରେ ଗଣମାଧ୍ୟମ ସାମ୍ନାରେ ସୁଧୀର ବାବୁ ପ୍ରତି-କ୍ରିୟା ଦେଇ କହିଛନ୍ତି ଯେ ତାଙ୍କ ଦୋକାନ ବାହାରେ ଗୋଟେ କିୱାରକୋର୍ଡ ଲାଗିଥିଲା ଆଉ ଗୋଟେ ଭିତରେ । ଯେଉଁ ଗ୍ରାହକ ଭିତରର କିୱାରକୋର୍ଡରେ ସ୍କାନ କରି ପେମେନ୍ଟ କରୁଥିଲେ ତାହାର ଆଲାର୍ମ ବାଜୁଥିଲା କିନ୍ତୁ ଯେଉଁଟା ବାହାରେ ଲଗା ଯାଇଥିଲା ସେଥିରେ ଯିଏ ସ୍କାନ କରୁଥିଲା ସେଥିରେ ଆଲାର୍ମ୍ ବାଜୁ ନଥିଲା । ତେଣୁ ଦୋକାନୀ ସୁଧୀର ଭାବୁଥିଲେ ନେଟୱାର୍କ୍ ପ୍ରୋବ୍ଲେମ୍ ଯୋଗୁଁ ହେଉ ନଥିବ । କିନ୍ତୁ ଏମିତି କିଛି ଦିନ ପରେ ଗତ ୧୩ ତାରିଖ ଦିନ ସେ ମାର୍କ କଲେ । ଆଉ ନିଜେ ସ୍କାନ କରି ଦେଖିଲା ବେଳକୁ ଅନ୍ୟ କାହା ନାଁ ସୁଚିସ୍ମିତା ବେହେରା କରିକି ଆସୁଛି । ଆଉ ସୁଧୀରଙ୍କ କିୱାରକୋର୍ଡ ନାମ ଥିଲା “ଓମ୍ଫେଡ୍ ବି ୩୩୩” ସୁଚିସ୍ମିତା ବେହେରା କେମିତି ଆସୁଛି ।

ତେଣୁ ଠକା-ମିର ଶି-କାର ହେବା ପରେ ସୁଧୀର ଆସିଥିଲେ କଟକ ସାଇବର ଥା-ନାରେ ଏଫ୍ଆ-ୟାର ଦେବା ପାଇଁ । ଆହୁରି ମଧ୍ୟ ସୁଧୀର ଶେଷରେ ଅନ୍ୟ ସମସ୍ତ ଦୋକାନୀ ଭାଇ ମାନଙ୍କୁ ସତ-ର୍କ କରାଇ କହିଛନ୍ତି ଯେ ସେ ଯେଉଁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ଅନ୍ୟମାନେ ନହୁଅନ୍ତୁ । କିୱାରକୋର୍ଡ ଟାକୁ ଭିତରେ ରଖନ୍ତୁ । ନିଜେ ମଧ୍ୟ ସ୍କାନ କରିକି ଦେଖନ୍ତୁ ଆଗେ କାହା ନାଁ ଆସୁଛି । ସତ-ର୍କ ରୁହନ୍ତୁ ସାବଧାନ ରୁହନ୍ତୁ ।

Leave a Reply

Your email address will not be published. Required fields are marked *