ମି-ଛ କହୁଥିଲେ ବାଙ୍ଗଲାଦେଶ ସୁନ୍ଦରୀ। ଯିଏ ବାଙ୍ଗଲାଦେଶରୁ ଆସିଥିଲେ ବାଲେଶ୍ଵର, କହୁଥିଲେ ବିରେନ୍ଦ୍ର ମୋ ସ୍ୱାମୀ।

ମି-ଛେଇ ବାଙ୍ଗଲାଦେଶିର ଅସଲି ପରିଚୟ ହେଉଛି ସେ କୁଆଡେ ବାଙ୍ଗଲାଦେଶରେ ନି-ଶା କାରବାର କରୁଥିଲା। ଆଉ ଏ ନିଶା କାରବାର ପାଇଁ ଥା-ନାକୁ ବି ଯାଇଥିଲା। ଆଜ୍ଞା ହଁ ଆମେ ସେହି ରୁମା କଥା ଜଣାଉଛୁ ଯିଏ ବାଙ୍ଗଲାଦେଶରୁ ବାଲେଶ୍ଵରକୁ ଆସିଥିଲା। ବିରେନ୍ଦ୍ର ପ୍ରତାପ ଭଞ୍ଜକୁ ସ୍ୱାମୀ ବୋଲି କହୁଥିଲା କିନ୍ତୁ ଏବେ ସ୍ୱାମୀ ନୁହେଁ ପ୍ରେମିକ ବୋଲି କହୁଛି।

ବନ୍ଧୁଗଣ ଆପଣଙ୍କର ମନେ ଥିବ ବାଙ୍ଗଲାଦେଶର ଝିଅ ବାଲେଶ୍ଵର ଆସି ସ୍ୱାମୀକୁ ଖୋଜିବା ଘ-ଟଣା ଆଉ ସ୍ବାମୀଙ୍କ ଘର ଆଗରେ ପହଂଚିବା ପରେ ସ୍ଥାନୀୟ ଲୋକଙ୍କ ସହାୟତା କ୍ରମେ ଥା-ନାରେ ପହଁଚିବା ଘଟ-ଣା ସମସ୍ତଙ୍କର ମନେଥିବ। ଆଉ ଏବେ ସେହି ଘଟ-ଣାର ନୂଆ ମୋଡ଼ ଆସିଛି। ଆଉ ବାଙ୍ଗଲାଦେଶି ଝିଅ ରୁମା ମେରି ଯେଉଁ ଥା-ନାରେ ଅଭି-ଯୋଗ କରିଥିଲେ ଆଉ ସେ ଅଭି-ଯୋଗ ପତ୍ର ହିଁ ତାଙ୍କର ଅସଲ ଚେହେରାକୁ ପଦାରେ ପକାଇ ଦେଇଛନ୍ତି।

ବନ୍ଧୁଗଣ ସମସ୍ତଙ୍କ ଆଗରେ କହୁଥିଲେ ବିରେନ୍ଦ୍ର ପ୍ରତାପ ଭଞ୍ଜ ତାଙ୍କୁ ବିବାହ କରିଛନ୍ତି। ବିରେନ୍ଦ୍ର ପ୍ରତାପ ଭଞ୍ଜ ତାଙ୍କ ସ୍ବାମୀ। କିନ୍ତୁ ଲିଖିତ ଅଭି-ଯୋଗ ବା ଏତଲାରେ ରୁମା ମେରି ବା ବାଙ୍ଗଲାଦେଶି ଝିଅ ଦର୍ଶାଇଛନ୍ତି କି ବିରେନ୍ଦ୍ର ପ୍ରତାପ ଭଞ୍ଜ ତାଙ୍କ ପ୍ରେମିକ ବୋଲି।ଏଠାରେ ଜଣେଇ ଦେଉଛୁ ଯେ ରୁମା ପ୍ରଥମେ କହିଲେ ଯେ ବୁଧ କୁସୁମୀ ଗାଁର ବିରେନ୍ଦ୍ର ପ୍ରତାପ ଭଞ୍ଜ ଯେ ତାଙ୍କୁ ବିବାହ କରିଛନ୍ତି

ସେ ତାଙ୍କ ସ୍ବାମୀ ଆଉ ସେ ସ୍ୱାମୀ ତାଙ୍କୁ ବାଙ୍ଗଲାଦେଶକୁ ଛାଡି ସେ ବାଲେଶ୍ଵର ଆସିଛନ୍ତି। ଆଉ ବାଲେଶ୍ଵରରେ ସେ ଆଉ ଗୋଟେ ବିବାହ କରିଛନ୍ତି। ଏଭଳି ଅଭି-ଯୋଗ ପରେ ନିଜ ସ୍ତ୍ରୀ ବି ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କୁ ଛାଡି କୁଆଡେ ବାପ ଘରକୁ ଚାଲି ଯାଇଥିଲେ। ଏମିତି ମଧ୍ୟ କିଛି ଖବର ଶୁଣିବାକୁ ମିଳିଥିଲା।

ଏହା ପରେ ସ୍ୱାମୀକୁ ଖୋଜିବା ପାଇଁ ବାଲେଶ୍ଵର ଆସିଥିବା ଝିଅ ଥା-ନାରେ ଲିଖିତ ଅଭି-ଯୋଗ ଦର୍ଶାଇ ଥିଲା। ଆଉ ଲିଖିତ ଅଭି-ଯୋଗରେ ବିରେନ୍ଦ୍ର ତାଙ୍କ ସ୍ୱାମୀ ନୁହେଁ ବରଂ ତାଙ୍କ ପ୍ରେମିକ ବୋଲି କହିଥିଲା। କିନ୍ତୁ ତାଙ୍କ ପୂର୍ବରୁ ଅନେକ ଥର କହିଛନ୍ତି ଯେ ବିରେନ୍ଦ୍ର ତାଙ୍କୁ ବିବାହ କରିଛି। ବିରେନ୍ଦ୍ର ତାଙ୍କ ସହ ରହିଛି।

କିନ୍ତୁ ଲିଖିତ ଅଭି-ଯୋଗରେ ଥିଲା ପୁରା ଅଲଗା। ଲିଖିତ ଅଭି-ଯୋଗରେ ଥିଲା ଫେସବୁକରେ ବନ୍ଧୁତା ହୋଇଥିଲା ପରେ ପ୍ରେମ ହୋଇଥିଲା। ପ୍ରେମ ପରେ ତାଙ୍କ ଅନିଚ୍ଛା ସ୍ୱତେ ବିରେନ୍ଦ୍ର ବିବାହର ପ୍ରତିଶ୍ରୁତି ଦେଇ ଜୋର ଜବ-ରଦସ୍ତ ତାଙ୍କ ସହ ଶାରୀ-ରିକ ସମ୍ପର୍କ ରଖିଛି ଆଉ ପରେ ପ୍ରତା-ରଣା କରି ବାଙ୍ଗଲାଦେଶରୁ ଛାଡି ବାଲେଶ୍ୱର ଚାଲି ଆସିଛି।

ଆଉ ରୁମା ଯିଏକି ଅଭି-ଯୋଗ ଆଣି ଖୋଜି ଖୋଜି ବାଙ୍ଗଲାଦେଶରୁ ବାଲେଶ୍ଵର ଆସି ପହଁଚିଛନ୍ତି। ଆଉ ପୋ-ଲିସ ଏ ଖବର ପାଇବା ପରେ ମାମ-ଲା ରୁଜୁ କରି ଯେତେବେଳେ ତ-ଦନ୍ତ ଆରମ୍ଭ କରିଛି ସେତେବେଳେ ପୋ-ଲିସ ଜାଣିବାକୁ ପାଇଛି ରୋମାଙ୍କ ନାଁରେ କୁଆଡେ ନି-ଶା କାରବାରର ଅଭି-ଯୋଗ ଅଛି। ରୋମା କୁଆଡେ ପୂର୍ବରୁ ଥରେ ଜେ-ଲ ଯାଇଛନ୍ତି। ଏସବୁ ଭିତରେ କିନ୍ତୁ ଏବେ ବାଙ୍ଗଲାଦେଶ ଝିଅର ଅସଲ ଚେହେରା ପଦାରେ ପଡିଛି।

Leave a Reply

Your email address will not be published. Required fields are marked *