ପୋ-ଲିସ୍ ଧ-କ୍କା ଆଗ ମାରିଛି । ଡାକ ଡିଏସପିଙ୍କୁ ପୁରୁଣା କାର୍ ପ୍ରଦର୍ଶନୀ କାହା ପାଇଁ କରୁଛ?
ବନ୍ଧୁଗଣ ଭୁବନେଶ୍ୱର ବରମୁଣ୍ଡାରେ ଭିଣ୍ଟେଜ୍ କାର୍ ପ୍ରଦର୍ଶନୀ ଚାଲିଥିବା ବେଳେ ଦେଖା ଦେଇଥିଲା ଉତ୍ତେଜନା । ପୁ-ଲିସ ଓ ଜନତା ହୋଇଥିଲେ ଧ-ସ୍ତାଧ-ସ୍ତି । ଲୋକଙ୍କୁ ଗେଟ୍ ଭିତରକୁ ନ ଛାଡ଼ିବାରୁ ଠେଲା ପେଲା ସ୍ଥିତି ଉପୁଜିଥିଲା । ସୂଚନାଯୋଗ୍ୟ ଯେ ଗତକାଲି ଠାରୁ ବରମୁଣ୍ଡା ପଡ଼ିଆରେ ଭିଣ୍ଟେଜ୍ କାର ପ୍ରଦର୍ଶନୀ ଚାଲିଥିବା ବେଳେ ପ୍ରଦର୍ଶନୀକୁ ସାଧାରଣ ଜନତାଙ୍କ ପ୍ରବେଶ ଉପରେ ବାରଣ ରହିଛି । ଆଜି ଅପରାହ୍ନରେ କିଛି ଲୋକ ଜବରଦସ୍ତି ପ୍ରଦର୍ଶନୀ ଦେଖିବାକୁ ନେଇ ହୋଇଥିଲା ଖ-ଣ୍ଡଯୁ-ଦ୍ଧ । କିଛି ଲୋକ ଜବ-ରଦସ୍ତି ପ୍ରଦର୍ଶନୀ ଦେଖିବାକୁ ଜିଦ୍ କରିବା ପରେ ସୁର-କ୍ଷାକ-ର୍ମୀଙ୍କ ସହ ହାତାହାତି ହୋଇଥିଲେ ।
ପରେ ପୁ-ଲିସ୍ ପହଞ୍ଚିବା ପରେ ପୋ-ଲିସ୍ ସହ ପା-ଟିତୁ-ଣ୍ଡ ସାଙ୍ଗକୁ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ବରମୁଣ୍ଡା ଭିଣ୍ଟେଜ କାର୍ ପ୍ରଦର୍ଶନୀରେ ଉତ୍ତେଜନାକୁ ନେଇ ମହିଳା ଜଣେ କହୁଛନ୍ତି ଯେ କେବଳ ଭିଆଇପିଙ୍କୁ ଛାଡ଼ିବେ ସାଧାରଣ ଲୋକଙ୍କୁ ଛାଡ଼ିବେନି । ତାହେଲେ ପ୍ରାଇଭେଟ୍ ଶୋ’ ବୋଲି ଲେଖିଲେନି । ଆହୁରି ମଧ୍ୟ କହିଛନ୍ତି ମହିଳା ଜଣକ ଯେ, ପୋଲିସ୍ ମେଞ୍ଚେ ମଦ ପିିଇକି ୟୁନିଫର୍ମରେ ନାଇ ଧ-କ୍କା ମା-ରିକି ତାଙ୍କ ଉପରକୁ ଚଢ଼ି ଯାଇଥିଲେ ।
ପୋ-ଲିସ୍ ଉପସ୍ଥିତିରେ ହଜାରେ ଲୋକ ଠେଲା ପେଲା ହେଉଥିଲେ । ୧୦ ଟା ବେଳେ ସେମାନେ ପ୍ରଥମେ ପହଞ୍ଚିଥିଲେ ପୁଣି ତାଙ୍କୁ ପୋ-ଲିସ୍ ଯେ ବ୍ଲ୍ୟୁ ସାର୍ଟରେ ଥିଲେ ସେ କହିଲେ କି ୪ଟା ବେଳେ ଆସନ୍ତୁ ଏବେ ଭିଆଇପି ପାସ୍ ଚାଲିଛି । ମହିଳା ଜଣକ କହିଲେ ତାଙ୍କ ସ୍ଵାମୀ ଏକ୍ସ ଆର୍ମି । ତାଙ୍କୁ ଆଉ ତାଙ୍କ ପରିବାରକୁ ବରଂ ନ ଛାଡ଼ନ୍ତୁ କିନ୍ତୁ ତାଙ୍କ ପୁଅକୁ ଟିକେ ଭିତରକୁ ଛାଡ଼ନ୍ତୁ ବୋଲି । କିନ୍ତୁ ଛାଡ଼ିଲେନି ପୁଣି ମହିଳା ଜଣକ ୪ଟାରେ ଆସିଥିଲେ କିନ୍ତୁ ଏତେ ଲୋକ ଭିଡ ଥିଲା ମହିଳାଙ୍କ ପୁଅକୁ ନେଇଗଲେ । ମହିଳା ଜଣକ ମିଡ଼ିଆ ସାମ୍ନାରେ ଜିଦ୍ କରି କହୁଛନ୍ତି ତାଙ୍କ ପୁଅକୁ ଆଣି ଦିଅନ୍ତୁ ତାପରେ ସେ ସେଠାରୁ ଯିବେ ।
ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ପୋ-ଲିସ୍ ମାନେ ପୁଅକୁ ଭିତରକୁ ନେଇ ଯାଇଛନ୍ତି ସେମାନେ ତାକୁ ସେପଟେ ଥା-ନା ନେଇଯାଇଛନ୍ତି କି ମାରପିଟ୍ କରୁଛନ୍ତି ସେ ନିଜେ ଜାଣି ନାହାଁନ୍ତି । ମହିଳାଙ୍କ ପୁଅ ମେକାନିକାଲ ଇଞ୍ଜିନିୟରିଂ ପଢୁଛି ତେଣୁ ପୁଅର ଇଚ୍ଛା ଥିଲା ଗାଡ଼ି ଦେଖିବାକୁ । ଆଉ ବହୁତ୍ ସାରା ଲୋକେ ଠେଲା ପେଲା କରୁଥିଲେ ଶୃଙ୍ଖଳିତ ନଥିଲେ କେବଳ ତାଙ୍କ ପୁଅ କରୁନଥିଲା । ବାରମ୍ବାର ମହିଳା ଜଣଙ୍କ ଡିଏସପିଙ୍କୁ ଡ଼ାକି ସମାଧାନ କରିବାକୁ ମଧ୍ଯ କହୁଥିବାର ଦେଖିବାକୁ ମିଳିଥିଲା ।