କାନ୍ଦି କାନ୍ଦି ଲେଉଟି ପଡୁଛି ସ୍ତ୍ରୀ… କେବେ ଭାବିନଥିଲେ ଦେଢଶୁର ଏମିତି…।
ଗାଁ ଦାଣ୍ଡରେ କା-ନ୍ଦି କା-ନ୍ଦି ରୋଡି ଛାଡ଼ୁଛି ସ୍ତ୍ରୀ। କା-ନ୍ଦି କା-ନ୍ଦି ଲେଉଟି ପଡୁଛି। ଛାତି ଫାଟି ପଡୁଛି। ଆଉ ଅମାନିଆ ଲୁହ ଗୁଡାକ ଆଖିରୁ ବାହାରକୁ ବାହାରି ଆସୁଛି। କେମିତି ବା ସେ ଧର୍ଯ୍ୟ ଧରିବ। ସେ ଯାହା କେବେ ଭାବି ନଥିଲେ ତାହା ଆଜି ଘଟି ଯାଇଛି। ସାତ ଜନ୍ମ ପାଇଁ ଧରି ଥିଲେ ହାତ ହେଲେ ସେ ହାତ ଏବେ ଛାଡି ଚାଲିଯାଇଛି। ଏଇ ଛାତି ଫଟା କାନ୍ଦ ଦେଖିଲେ ଆପଣଙ୍କ ହୃଦୟ ବି ଦୁଃଖରେ ଫାଟି ପଡିବ। ଏ ଦୃଶ୍ୟକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ।
ଏହି ଫୋଟଟିକୁ ଦେଖନ୍ତୁ ପାଗିଳି ଭଳି କା-ନ୍ଦୁଛି ସ୍ତ୍ରୀ ଆଉ ଗାଁ ଲୋକମାନେ ଘେରି ଯାଇଛନ୍ତି। ଆଖି ଆଗରେ ସ୍ୱାମୀର ଶବ ପଡିଥିବା ଦେଖି ସହି ପାରୁନି ସ୍ତ୍ରୀ। ହଁ ଆଜ୍ଞା ଘଟଣାଟି ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବଡ଼ ଭାଇ ନେଇଛି ସାନ ଭାଇର ଜୀବନ।
ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ସରଡାର ଜଗନ୍ନାଥପୁର ଶାସନର ଯୁବକ ନିଲୁ ବିସେଇ। ପି-ଟି ପି-ଟି ହ-ତ୍ୟା କରିଥିବା ଅଭି-ଯୋଗ ହେଇଛି। ନିଲୁଙ୍କ ଭାଇ ହିଁ ତାଙ୍କୁ ହ-ତ୍ୟା କରିଥିବା ଅଭି-ଯୋଗ ହେଇଛି। ଏମିତି ସାଂଘା-ତିକ ଅଭି-ଯୋଗ ଆଣିଛନ୍ତି ତାଙ୍କ ନିଜ ଶଳା ଦୀପକ ନାୟକ।
ଯାହା ଖବର ମିଳିଛି ନିଲୁଙ୍କ ବେକ ଓ ଦେହରେ କିଛି ଦାଗ ରହିଥିବା ବେଳେ ତାଙ୍କୁ ହ-ତ୍ୟା ପରେ ନିକଟରେ ଥିବା ଏକ ନାଳ ମଧ୍ୟରେ ଫୋପାଡ଼ି ଦେଇ ଆସିଥିଲେ। ଆଉ ଖବର ପାଇ ନିଲୁଙ୍କ ସ୍ତ୍ରୀ ଓ ପରିବାର ଲୋକେ ଘ-ଟଣା ସ୍ଥଳରେ ପହଁଚିଛନ୍ତି। ନିଲୁଙ୍କ ଗ୍ରାମ ଜଗନ୍ନାଥପୁର ଶାସନ ହୋଇଥିବା ବେଳେ ତାଙ୍କୁ ପ୍ରତାପପୁରକୁ ଆଣି ହ-ତ୍ୟା କରାଯାଇଛି ବୋଲି ଅଭି-ଯୋଗ କରାଯାଇଛି। ତେବେ ଏ ଖବର ପାଇ ଘ-ଟଣା ସ୍ଥଳରେ ପହଁଚି ତ-ଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଘଟ-ଣାର ସତ୍ୟାସତ୍ୟ ପଦାକୁ ଆସିବ।