ପୋ-ଲିସ ବାବୁ ଆମ ପୁଅକୁ ଶାସ୍ତି ଦିଅ । ସେ ରହିଲେ ଆମକୁ ରହିବାକୁ ଦେବନି ।

ମାଆ ଆମକୁ ଦଶ ମାସ ଦଶ ଦିନ ନିଜ ଗ-ର୍ଭରେ ଧରି ଦୁଃ-ଖ କଷ୍ଟ ସହି ଜନ୍ମ କରେ । ଆମେ ବଡ଼ ହେଇ ଭଲ ମଣିଷ ହେବା ପର୍ଯ୍ୟନ୍ତ ବାପା ନିଜ ଦୁଃ-ଖ କଷ୍ଟ ଭୁଲି ଆମ ପାଇଁ କାମ କରି ଟଙ୍କା ରୋଜଗାର କରନ୍ତି । ସେମାନେ ଚାହାଁନ୍ତି ଆମେ କେମିତି ବଡ଼ ହେଇଗଲେ ସେମାନଙ୍କ ଯତ୍ନ ନେବା କିନ୍ତୁ ଆଜିକାଲି ଯୁବ ପିଢ଼ି କେବଳ ନିଜ ସୁଖ ପାଇଁ ବ୍ୟସ୍ତ । ସେମାନେ ନିଜ ନିଜ ଜୀବନ ସାଥି ବାଛି ଖୁସିରେ ରହିବାକୁ ଚାହୁଁଛନ୍ତି । ଆଉ ଆଜି ସେଭଳି କିଛି ହୃଦୟ ବିଦା-ରକ ଦୃଶ୍ୟ ଦେଖିବାକୁ ମିଳିଛି ।

ଜଣେ ବୃଦ୍ଧ ବାପା ଓ ମାଆ ଏତେ ନିରୁପାୟ ହୋଇ ଯାଇଛନ୍ତି ଯେ ନିଜେ ପୋଲି-ସ୍ ନିକଟରେ ଗୁହାରି କରିଛନ୍ତି ଯେ ତାଙ୍କ ପୁଅକୁ ମାରି ଦେବାପାଇଁ । ନହେଲେ ସେ ବଞ୍ଚିଲେ ବାପା ମାଙ୍କୁ ବଞ୍ଚାଇ ଦେବନାହିଁ । ଏଭଳି ପୁଅକୁ ପାଇ ଅଭି-ଶପ୍ତ ଜୀବନ ପାଇଛନ୍ତି ବୋଲି ବୃଦ୍ଧ ଦମ୍ପତି କହିଛନ୍ତି । ତେଣୁ ପୁଅର ବାପା ମା ନିଜେ ହିଁ କହୁଛନ୍ତି ମୃ-ତ୍ୟୁ ଦ-ଣ୍ଡ ଦେଇ ତାଙ୍କ ପୁଅକୁ ମା-ରିଦେବା ପାଇଁ ।

ହଁ ଆଜ୍ଞା ଯେଉଁ ବାପା ମା, ପୁଅକୁ କୋଟି ଦେବାଦେବୀଙ୍କ ପୂଜା ଅର୍ଚ୍ଚନା କରି ପାଇଥିଲେ ସେହି ବାପା ମାଆ ଆଜି ପୁଅ ମ-ରିଯାଉ ବୋଲି କହୁଛନ୍ତି । ଥା-ନା ଆଗରେ ଆସି ପୋ-ଲିସ୍ ବାବୁକୁ ଗୁହାରି କରୁଛନ୍ତି ବୃଦ୍ଧ ବାପା ମା । ତେବେ ଏଭଳି କିଛି ଅଭି-ଯୋଗ ହୋଇଛି ନିମାପଡ଼ା ଥା-ନାରେ । ପୁଅର ଜନ୍ମରେ ଯେଉଁ ବାପା ମା ଆଖିରେ ଖୁସିର ଲୁହ ଥିଲା ଆଜି କିନ୍ତୁ ସେଇ ଆଖିରୁ କଷ୍ଟର ଲୁହ ନିଗିଡ଼ି ପଡୁଛି । ଥା-ନାରେ ଏତ-ଲା ମଧ୍ୟ ଦେଇଛନ୍ତି ବାପା ମା କାରଣ ପୁଅର ମା-ଡ଼ ଗା-ଳିର ଶି-କାର ହେଉଛନ୍ତି ବାପା ମା । ତଳେ ଗଡ଼ାଇ ଗଡ଼ାଇ ବାପା ମାଙ୍କୁ ପିଟୁଛି ପୁଅ ।

ଘରେ ଅଭଦ୍ର ଭାଷାରେ ଗା-ଳି ଗୁ-ଲଜ ଦେଉଛି । ଖାଲି ବାପା ମା ନୁହେଁ ସ୍ତ୍ରୀ, ଭାଇ ଭଉଣୀକୁ ମଧ୍ୟ ମା-ଡ଼ ଦେବା ସହ ଗା-ଳିଗୁ-ଲଜ କରୁଛି । ଏପରିକି ଘରୁ ମଧ୍ୟ ବାହାର କରିଦେଲା । ଆଉ ପୁଅର ସବୁ ଦିନିଆ ଅ-ତ୍ୟାଚା-ରରେ ଅତିଷ୍ଠ ହୋଇ ଶେଷରେ ନିରୁପାୟ ହୋଇ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ତେଣୁଆ ପଞ୍ଚାୟତ ବଳଭଦ୍ରପୁର ଗାଆଁର ବୃଦ୍ଧ ବାପା ବାଉରୀ ବନ୍ଧୁ ସିଂ ଏବଂ ନୟନା ସିଂ ଏମିତି କିଛି ଅଭି-ଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *