ପୋଖରୀ ଭିତରେ ଭାସୁଛି ଅଖା, ଅଖା ଭିତରୁ ବାହାରିଲା ଏମିତି କିଛି…. ଯାହାକୁ ଦେଖି ଲୋକମାନେ…।
ଗଭୀର ପୋଖରୀ ଅକାତ ଅକାତ ପାଣି। ଆଉ ସେ ପୋଖରୀ ଭିତରେ ଭାସୁଛି ଏକ ଅଖା, ଯେଉଁ ଅଖାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଥିଲା ଆ-ତଙ୍କ। ପୋଖରୀ ଭିତରେ ଭାସୁଥିବା ସେଇ ସନ୍ଦେ-ହଜନକ ଅଖା ଭିତରେ କଣ ଥାଇପାରେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ତା ଠାରୁ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଥିଲା ଯେ ସେ ଅଖା ପଡିଥିବା ସ୍ଥାନରୁ ଭାସି ଆସୁଥିଲା କଦର୍ଯ୍ୟ ଦୁ-ର୍ଗନ୍ଧ। ଯେଉଁ ଦୁର୍ଗ-ନ୍ଧରେ ନାକ ଫାଟି ପଡୁଥିଲା। ସ୍ଥାନୀୟ ଲୋକମାନେ ଅଣନିଶ୍ୱାସୀ ହୋଇଯାଉଥିଲେ। ଏତେ ସବୁ ହେବା ପରେ ମଧ୍ୟ ସେ ଅଖାକୁ ଖୋଲିବାକୁ କାହାରି ଭିତରେ ନଥିଲା ସାହସ।
ଏ ଘଟ-ଣା ପ୍ରଘଟ ହେବା ପରେ ଶେଷରେ ପୋ-ଲିସ ଆସିଲା। ପୋଖରୀରେ ଭାସୁଥିବା ଅଖାକୁ ଅପରକୁ ଆଣି ଆଉ ତାକୁ ଖୋଲି ଦେଖିଲା ବେଳକୁ ତା ଭିତରୁ ଯାହା ବାହାରିଥିଲା ତାକୁ ଦେଖି ସମସ୍ତଙ୍କର ଯେମିତି ହସ ଉଡିଯାଇଥିଲା। ଅଖାର ମୁହଁ ଖୋଲିଲା ବେଳକୁ ଖଣ୍ଡ ଖଣ୍ଡ ପଚା ସଢା ମାଂସ ଆଉ ବଡିର ବିଭିନ୍ନ ପାଟ। ଏମିତିକି ଅଖାଟି ର-କ୍ତରେ ଭିଜି ଯାଇଥିଲା। ସେ ଅଖା ଭିତରୁ ବାହାରିଥିବା ଶ-ବର ଚେହେରା ସହିତ ସେହି ଗାଁର ଜଣେ ବ୍ୟକ୍ତି ଯିଏକି ଗତ ୩ ତାରିଖରୁ ନିଖୋଜ ଥିଲେ ତାଙ୍କ ସହ ମେଳ ଖାଉଥିଲା। ଏହାକୁ ଦେଖିବା ପରେ ପରିବାର ଲୋକ ଯେମିତି ନିଜ ଆଖିକୁ ବିଶ୍ୱାସ କରି ପାରିନଥିଲେ।
କିଏ କାହିଁକି ତାଙ୍କର ଏଭଳି ଅବସ୍ଥା କରିଛି ବୋଲି ଭାବି ପାରିନଥିଲେ ପରିବାର ଲୋକେ। ତେବେ ପ୍ରକାଶଙ୍କର ଏଭଳି ମୃ-ତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି। କା-ନ୍ଦ ବୋବାଳିରେ ଫାଟି ପଡୁଛି ଘର ଦୁଆର। ସମସ୍ତଙ୍କ ଆଖିରେ ଆଜି ବହିଯାଉଛି ଧାର ଧାର ଲୁ-ହ। କିଏ କାହାରିକୁ ବୁଝାଇବା ଅବସ୍ଥାରେ ନାହାଁନ୍ତି। ସମସ୍ତେ ଆଜି ଭୂଇଁ ଅଣ୍ଡାଳି କା-ନ୍ଦିବାକୁ ଲାଗିଛନ୍ତି।
ହଁ ଏ ହେଉଛି ନିଆଳି ଥା-ନା ଅନ୍ତର୍ଗତ କୋସୁଧା ପଞ୍ଚାୟତ କବିଚନ୍ଦ୍ରପୁର ଗାଁର ପ୍ରକାଶ ଚନ୍ଦ୍ର ସାହୁ। ଗତ ୩ ତାରିଖରୁ ପ୍ରକାଶ କୁଆଡେ ନି-ଖଜ ଥିବା ବେଳେ ଆଜି ପୋଖରୀରୁ ଅତି କଦର୍ଯ୍ୟ ଭାବରେ ତାଙ୍କ ମୃ-ତ ଦେହକୁ ଉ-ଧାର କରାଯାଇଛି। ତାଙ୍କୁ ଅତି ବିଭସ୍ୟ ଭାବରେ ମାରି ଅଖାରେ ବାନ୍ଧି କିଏ ନଦୀରେ ଭସାଇ ଦେଇଛି ଯାହାକୁ ନେଇ ପରିବାର ଲୋକେ ଆଣିଛନ୍ତି ସାଂଘା-ତିକ ଅଭି-ଯୋଗ।ପୂର୍ବ ଶତ୍ରୁ-ତାକୁ କେନ୍ଦ୍ର କରି ତାଙ୍କ ସ୍ୱାମୀକୁ ଏଭଳି ଭାବରେ ହ-ତ୍ୟା କରାଯାଇଥିବା ନେଇ ସ୍ତ୍ରୀ ଖୋଲିଛନ୍ତି ମୁହଁ।
ମିଳିଥିବା ସୂଚନା ଅନୁସାରେ ପ୍ରକାଶ ଧାନ କଟା କାମ ସମ୍ବଧରେ ସହଯୋଗୀଙ୍କ ପାଖକୁ ହିସାବ କିତାବ କରିବାକୁ ଯାଇ ଘରକୁ ଆଉ ଫେରିନଥିଲେ। ଏନେଇ ସ୍ତ୍ରୀ ବାରମ୍ବାର କଲ କରିବା ସ୍ୱତେ ମଧ୍ୟ ସ୍ୱାମୀ ସହିତ ସ୍ତ୍ରୀଙ୍କର କୌଣସି ସ-ମ୍ପର୍କ ହୋଇପାରିନଥିଲା। ଆଉ ସେହିଦିନ ରାତି ଠାରୁ ସ୍ୱାମୀ କୁଆଡେ ନିଖୋଜ ହୋଇଗଲେ ଯେ ତାଙ୍କର କୌଣସି ବି ପତା ମିଳିପାରିନଥିଲା। ୫ ଦିନ ଧରି ଥା-ନରୁ ଫାଣ୍ଡି ଫାଣ୍ଡିରୁ ଥା-ନା ହୋଇ ହୋଇ ପ୍ରକାଶଙ୍କ ସ୍ତ୍ରୀ ଗୀତାଞ୍ଜଳି ଥକି ପଡ଼ିଥିଲେ ମଧ୍ୟ ସ୍ବାମୀଙ୍କର କୌଣସି ବି ପତା ମିଳିପାରିନଥିଲା। ତେବେ ହଠା6ତ ଏଭଳି ଭାବରେ ପ୍ରକାଶ କେଉଁଆଡ଼େ ନି-ଖୋଜ ହୋଇଯିବା ଘଟଣା ପରିବାର ଲୋକଙ୍କୁ ହଜମ ହେଉନଥିଲା। ତାଙ୍କ ସହ କିଛି ଅଘ-ଟଣ ଘଟିଯାଇଛି ବୋଲି ପରିବାର ଲୋକେ ଭ-ୟ କରୁଥୁଲେ ଆଉ ସତକୁ ସତ ସେଇୟା ହିଁ ହେଲା।
ଅଖା ଭିତରେ ପାର୍ଶଲ ହୋଇ ଆସିଛି ସ୍ୱାମୀଙ୍କର ମୃ-ତ ଶରୀKର। ଯାହାକୁ ଦେଖିବା ପରେ ପୁରା ପରିବାର ଦୁଃ-ଖରେ ଭାଙ୍ଗି ପଡିଥିଲା। ସେପଟେ ବାପାଙ୍କର ମୃ-ତ୍ୟୁ ଖବର ପାଇବା ପରେ ଝିଅଟି ମଧ୍ୟ ଦୁଃ-ଖରେ ଭାଙ୍ଗିପଡିଛି। ଆଉ ତା ବାପାଙ୍କର ଯିଏ ଏଭଳି ବିଭ-ସ୍ୟ ହ-ତ୍ୟା କରିଛି ତାକୁ କୋଠରୁ କୋଠର ଦ-ଣ୍ଡ ଦେବା ପାଇଁ ସେ ଦାବି କରିଛି। ଏପଟେ କୁହାଯାଉଛି ଯେ ଏହା ଗୋଟେ ଯୋଜନାବଧ ହ-ତ୍ୟାକା-ଣ୍ଡ।ଏଇ ଘ-ଟଣା ସ୍ଥଳକୁ ନିଆଳୀ ପୋ-ଲିସ ପହଁଚି ତ-ଦନ୍ତ ଜାରି ରଖିଛି। ମାତ୍ର ଏପର୍ୟ୍ଯ କୌଣସି ସୁରାଗ ପାଇନାହିଁ ପୋ-ଲିସ।