ମୋ ସ୍ୱାମୀ ସବୁବେଳେ ନିଶାରେ ରୁହେ,ଆଉ ଘରକୁ ଆସିଲେ …
ନର ରାକ୍ଷାସ ପାଲଟିଗଲା ସ୍ୱାମୀ। ଖାଲି ଦେହ ସୁଖ, ଖାଲି ଦେହ ସୁଖ। କେତେ ଚିନ୍ତା ଥିଲେ ବି କେତେ କାମ ଥିଲେ ବି ସ୍ତ୍ରୀକୁ ଜୋ-ରବର-ଦସ୍ତି ଖାଲି ଶାରୀ-ରିକ ସୁଖ ପାଇବା ପାଇଁ ବାଧ୍ୟ କରୁଥିଲା। ଆଉ ସ୍ତ୍ରୀ ଆଜି ଅସହାୟ ହୋଇଗଲା। ଖାଲି ଏତିକି ନୁହେଁ ପାଖରେ ଶଶୁର ଥିଲେ ତାଙ୍କ ଆଖି ଆଗରେ ସ୍ତ୍ରୀକୁ ଟାଣୁଥିଲା ଶାରୀ-ରିକ ସ-ମ୍ପର୍କ ରଖିବାକୁ। ଆଉ ଯେତେବେଳେ ଶଶୁର ଯାଇ ବୁଝାଇଥିଲେ ଜ୍ବାଇଁ ପୁଅ ମୁଁ ପରା ଏଇଠି ବସିଛି।
ସେତେବେଳେ ବି ମାନି ନଥିଲା ଏହି କାମୁକ ସ୍ୱାମୀ। ଶଶୁରର ଗାଲକୁ ଗୋଟେ ଜା-ବ୍ଡ଼ା ମା-ରିଲା ତଳେ ଘୋଷାଡି ହୋଇ ପଡ଼ିଲେ। ଯାହାକି ଶଶୁର ବି କହିଛନ୍ତି। ହଁ ଆଜ୍ଞା ଏମିତି ଅମ-ଣିଷ ସ୍ୱାମୀ ଆପଣ ହୁଏତ କେବେ ଦେଖି ନଥିବେ। ନା ଦୁନିଆଁ ନା ସଂସାର କୌଣସି ବିଷୟରେ ଭାବୁ ନାହାଁନ୍ତି କେବଳ ଶାରୀ-ରିକ ସୁଖ ଆଉ ସ-ମ୍ପର୍କ। ଆଜି ଅଭି-ଯୋଗ କରିଛନ୍ତି ମହିଳା ଜଣଙ୍କ। ନର ରା-କ୍ଷାସ ପାଲଟି ଯାଉଛି ତାର ସଇ-ତାନ ସ୍ଵାମୀ ଯେତେବେଳେ ତାର ଇଚ୍ଛା ହେଉଛି ଶାରି-ରୀକ ସଂ-ପର୍କ ରଖିବାକୁ।
ରାମଚନ୍ଦ୍ର ସବୁବେଳେ ମ-ଦ ଆଉ ଗ-ଞ୍ଜେଇ ପିଇ ପୁରା ମାତାଲ୍ ହେଇ ରୁହନ୍ତି। ଆଉ ମୁଣ୍ଡରେ ସବୁବେଳେ ଚାଲେ ଶାରି-ରୀକ ସମ୍ପ-ର୍କ ଆଉ ସୁଖର କଥା। ସ୍ତ୍ରୀ ମନା କଲେ ବି ଯେତେ କାମ ଥିଲେ ବି ସ୍ତ୍ରୀଟାକୁ ଧ-ର୍ଷଣ କରନ୍ତି। ଆଉ ଏକଥାକୁ ନେଇ ଯେତେବେଳେ ଶଶୁର ବାରଣ କରିଥିଲେ ଧକିଆ ମା-ରିଥିଲା ଏହି କାମୁକ ସ୍ଵାମୀ । ଆଉ ଶେଷରେ ବାରମ୍ବାର ଧର୍ଷ-ଣର ଶି-କାର ହେବା ପରେ ଆଖିରୁ ଲୁହ ଝରିବା ପରେ ଏବେ ବଳଙ୍ଗା ଥା-ନାରେ ଅଭି-ଯୋଗ କରିଛନ୍ତି। ଆଉ ଅଭି-ଯୋଗ କରିବା ପରେ ରାମଚନ୍ଦ୍ରଙ୍କୁ ସବୁଆଡ଼େ ଖୋଜୁଛି ପୋ-ଲିସ୍।