ଅନ୍ୟ ଟୋକାକୁ ଧରିଲା ମୋ ଭାଇକୁ ମା-ରିଲା।

ମୋ ଭାଇ ସବୁ ଦେଖିଦେଲା ବୋଲି ତା’ ଜୀବନ ନେଇଗଲେ, ଏମିତି କିଛି କହିଛନ୍ତି ପ୍ରେମିକା ଘରେ ମ-ରିଥିବା ପ୍ରେମିକର ଭାଇ।ଅନ୍ୟ ଟୋକାକୁ ଧରିଲା ତା ସହିତ ବୁଲିଲା ମୋ ଭାଇକୁ ଭଲ ପାଉଥିଲା ମୋ ଭାଇବି ଦେଖି ଦେଲା ତାପରେ କୁଆଡେ ମୋ ଭାଇକୁ ତା ଘରକୁ ଡାକି ମୋ ଭାଇକୁ ମା-ରିଦେଲା। ଏମିତି କିଛି ଅଭି-ଯୋଗ କରୁଛି ବଡ଼ ଭାଇକୁ ହରାଇଥିବା ସାନ ଭାଇ। ଆଉ ମାମୁ କହୁଛି ଆଜି ପ୍ରଥମାଷ୍ଟମୀରେ ମୁଁ ମୋ ବଡ଼ ଭଣଜାକୁ ପଢୁଆ କରିବା ବଦଳରେ ମୁଁ ତାର ମୃ-ତ ଦେହ ନେଇ ଘରକୁ ଯିବି।

ବନ୍ଧୁଗଣ ଏ ହେଉଛି ଡାକ୍ତରଖାନାର ଫୋଟ ଯେଉଁଠି ବଡ଼ ଭାଇ ପପୁନ ମୃ-ତ ଅବସ୍ଥାରେ ପଡିଛି ଆଉ ସାନ ଭାଇ ମନକୁ ବୁଝାଇ ଗଣମାଧ୍ୟମ ଆଗରେ କହୁଛି। ମୋ ଭାଇ ସେ ଝିଅକୁ ୭ ବର୍ଷ ହେଲା ଭଲପାଉଥିଲା ବାହାରେ ରହୁଥିଲା ଟଙ୍କା ପଠାଉଥୁଲା ମୋ ଭାଇ ଟଙ୍କାରେ ସେ ଦଶମ +୨ +୩ ପାଠ ପଢ଼ିଛି। ଆପଣ ବିଶ୍ୱାସ କରିବେନି ମୋ ଭାଇ ୫ ଲକ୍ଷ ଟଙ୍କା ଦେଇଛି ସେ ଝିଅ ଗାଁରେ ଜନସେବା କେନ୍ଦ୍ର କରିଛି। ମୋ ଭାଇ ସହ ତାର ବାହାଘର ଠିକ ହୋଇସାରିଛି। ସେଥିପାଇଁ ମୋ ଭାଇ ବି ତା ଘରକୁ ଆସେ। ଆଉ ସବୁଦିନ ଭଳି କାଲି ମୋ ଭାଇ ତାଙ୍କ ଘରକୁ ଆସିଥିଲା।

ସକାଳୁ ସକାଳୁ ଖବର ପାଇଲୁ ଯେ ତୁମ ଭାଇ କୁଆଡେ ହସରେ ନାହାନ୍ତି। ମାମୁଁଙ୍କୁ ନେଇ ଧାଇଁ ଆସିଲି ଆଉ ଆସିଲା ବେଳକୁ ଦେଖିଲେ ତ ବଡ଼ ଭାଇ ଆଉ ଏ ଦୁନିଆରେ ନାହାନ୍ତି। ସେ ଝିଅ ଅଲଗା ପୁଅର ଚକରେ ଥିଲା ବୋଧେ ସେଥିପାଇଁ ମୋ ଭାଇକୁ ଲୋକ ଲଗାଇ ମରାଯାଇଛି।

ପ୍ରେମିକାର ଘର ଭିତରୁ ଯେତେବେଳେ ପ୍ରେମିକର ମୃତ ଦେହ ଉଧାର କରାଯାଇଛି ମୃତ ଯୁବକ ହେଉଛନ୍ତି ପପୁନ ସ୍ୱାଇଁ। ପପୁନଙ୍କ ଘର ନିମାପଡା ଅଞ୍ଚଳରେ। ପପୁନ ପିଏସଡ଼ି ମିସ୍ତ୍ରି ଭାବରେ କାମ କରନ୍ତି। ଆଉ ଆଜି ସକାଳୁ ସକାଳୁ ଭୁବନେଶ୍ୱର ଶିଶୁପାଳ ଗଡ଼ ତାଙ୍କ ପ୍ରେମିକାର ଘର ଭିତରୁ ତାଙ୍କ ମୃ-ତ ଦେହ ଉଧାର କରାଯାଇଛି।ଆଉ ପରିବାର ଲୋକେ କହୁଛନ୍ତି ମୋ ଭାଇ ମୋ ପୁଅ ମୋ ଭଣଜାକୁ ଏଇ ଝିଅ ହିଁ ମା-ରିଛି। ଅନ୍ୟ ପିଲା ସହ ବୁଲିଲା ଯେତେବେଳେ ମୋ ଭଣଜା ଦେଖିଲା ସେତେବେଳେ ସେ ମୋ ଭଣଜାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଲା।

ତେବେ ଘଟଣା ସ୍ଥଳରେ ଧୋଉଡ଼ି ଥା-ନା ପୋ-ଲିସ ପହଁଚି ମୃ-ତ ଦେହକୁ ଜ-ବତ କରିଛି। ଯୁବକର ମୃ-ତ୍ୟୁର କାରଣ ଖୋଜୁଛି ପୋ-ଲିସ। ଗତ କାଲି ପ୍ରେମିକାର ଘରକୁ ଆସିଥିଲା ଆଜି ମୃ-ତ ଦେହ ପଡିରହିଛି। ତେବେ ଏସବୁ ଭିତରେ କିନ୍ତୁ ସବୁଦିଗକୁ ନେଇ ପୋ-ଲିସ ଘଟ-ଣାର ତ-ଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *