ଏମିତିକା ସ୍ତ୍ରୀ, ଉପହାର ନଦେବାରୁ ସ୍ୱାମୀକୁ ମା-ରିଦେଲା ସ୍ତ୍ରୀ।

ଦୁବାଇ ଯିବାକୁ ସ୍ତ୍ରୀ ଜିଦ କରିଥିଲା, ସ୍ୱାମୀ ମନା କରିବାରୁ….ଗୋଟିଏ ଚାପୁ-ଡ଼ାରେ ସବୁ ଶେଷ କରିଦେଲା ସ୍ତ୍ରୀ।ଉପହାର ନଦେବାରୁ ସ୍ୱାମୀକୁ ମା-ରିଦେଲା ସ୍ତ୍ରୀ। ଜନ୍ମ ଦିନ ଏବଂ ବିବାହ ବାର୍ଷିକୀରେ ମିଳିଲାନି ଗିଫ୍ଟ। ରା-ଗି ଯାଇ ସ୍ୱାମୀ ମୁହଁକୁ ମୁଥ ମା-ରିଲା ସ୍ତ୍ରୀ ରେଣୁକା। ଏହାପରେ ପୋ-ଲିସ ପହଁଚିଲା ବେଳକୁ ଚଟାଣରେ ପଡିଛି ସ୍ୱାମୀ। ଏ ଘ-ଟଣା ଏକ ସପ୍ତାହ ଧରି ସାରା ଭାରତରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି।

ମଣିଷ ଯେତେ ଧନୀ ଏବଂ ବିତଶାଳୀ ହେଲେବି ବୁଝାମଣା ଅଭାବରେ ସମ୍ପ-ର୍କ କେମିତି ଭାଙ୍ଗେ ଆଉ କେମିତି ଜଣେ ଜଣଙ୍କୁ ମାରି ବି ଦିଏ ତାହା ଦେଖିବାକୁ ମିଳିଛି।ହଁ ଆଜ୍ଞା ଯେଉଁଠି ଜଣେ ସ୍ୱାମୀ ସ୍ତ୍ରୀକୁ ଉପହାର ଦେଲାନି ବୋଲି ତା ମୁହଁକୁ ବାରମ୍ବାର ମୁଥ ମା-ରି ଜୀବନରୁ ମା-ରିଦେଲା ସ୍ତ୍ରୀ। ଜନ୍ମ ଦିନରେ ଦୁବାଇ ଯିବାକୁ ଚାହୁଁଥିଲେ ସ୍ତ୍ରୀ। ଆଉ ଜନ୍ମ ଦିନରେ କିଛି ଗିଫ୍ଟ ତାକୁ ସ୍ୱାମୀ ଦେଉ ତାହା ବି ଚାହୁଁଥିଲେ ହେଲେ ସ୍ୱାମୀ ଦୁବାଇ ଯିବାକୁ ସୁଯୋଗ ଦେଇନଥିଲେ ଏଥିରେ ରା-ଗି ଯାଇ ସ୍ୱାମୀକୁ ମୁଥ ମା-ରି ଜୀବନରୁ ମା-ରିଦେଇଛି ସ୍ତ୍ରୀ।

ପୋଷ ରେସିଡେଣ୍ଟ ସୋସାଇଟିରେ ଏ ଘ-ଟଣା ଘଟିଛି। ମୃ-ତକ ଜଣଙ୍କ ହେଲେ ଛତିଶ ବର୍ଷୀୟ ନିଖିଲ ଖାନା। ସେ କଂଷ୍ଟ୍ରେକସନ ଇଣ୍ଡଷ୍ଟ୍ରିଜରେ ବ୍ୟବସାୟ କରୁଥିଲେ। ତେବେ ଏହି ଘଟ-ଣାରେ ପୋ-ଲିସ ଅଭି-ଯୁକ୍ତ ସ୍ତ୍ରୀକୁ ଏବେ ଗି-ରଫ କରିଥିବା ସୂଚନା ମିଳିଛି। ହେଲେ ଘ-ଟଣା ପୁରା କଣ ରହିଥିଲା ତାହା ବି ଜାଣି ନିଅନ୍ତୁ।

ଗତ ଶୁକ୍ରବାର ଦିନ ଅପରାହ୍ନରେ ଏହି ହ-ତ୍ୟାକା-ଣ୍ଡ ଘଟିଥିଲା। ୬ ବର୍ଷ ତଳେ ନିଖିଲ ଖାନା ରେଣୁକାଙ୍କୁ ବିବାହ କରିଥିଲେ। ଆଉ ରେଣୁକା ସ୍ବାମୀଙ୍କ ଠାରୁ ୨ ବର୍ଷ ବଡ଼ ଥିଲେ। ଆଉ ଦୁହିଁଙ୍କର ପ୍ରେମ ବିବାହ ହୋଇଥିଲା।ତେବେ ପୋଲି-ସର ପ୍ରାଥମିକ ତଦ-ନ୍ତରୁ ଜଣା ପଡ଼ିଛି ଯେ କିଛି ଦିନ ତଳେ ରେଣୁକାଙ୍କର ଜନ୍ମ ଦିନ ଥିଲା ସେ ଦୁବାଇରେ ନିଜ ଜନ୍ମ ଦିନ ପାଳନ କରିବାକୁ ଚାହୁଁଥିଲେ ହେଲେ ନିଖିଲ ତାଙ୍କୁ ଦୁବାଇ ବୁଲାଇ ନେଇନଥିଲେ କିମ୍ବା କୌଣସି ମହଙ୍ଗା ଗିଫ୍ଟ ମଧ୍ୟ ଦେଇନଥିଲେ।

ଏଥିରେ ରା-ଗି ଯାଇଥିଲେ ରେଣୁକା। ଏହା ପରେ ଦୁହିଁଙ୍କର ବିବାହ ବାର୍ଷିକୀ ଆସିଥିଲା। ଏଥିରୁ ମଧ୍ୟ ନିଖିଲ କୌଣସି ଗିଫ୍ଟ ଦେଇନଥିଲେ ପରେ ଦିଲ୍ଲୀରେ ରହୁଥିବା କିଛି ସମ୍ପର୍କୀୟଙ୍କ ଜନ୍ମଦିନ ପାଳନ ପାଇଁ ରେଣୁକା ଯିବାକୁ ଚାହୁଁଥିଲେ। ହେଲେ ସ୍ୱାମୀ କୌଣସି ପ୍ରତି-କ୍ରିୟା ଦେଇନଥିଲେ।

ଏସବୁକୁ ନେଇ ଦୁହିଁଙ୍କ ମଧ୍ୟରେ ପା-ଟିତୁ-ଣ୍ଡ ହୋଇଥିଲା। ଏହାରି ଭିତରେ ରା-ଗିଯାଇ ସ୍ତ୍ରୀ ରେଣୁକା ନିଖିଲଙ୍କ ମୁହଁକୁ ମୁଥ ମା-ରିଚାଲିଥିଲେ। ଏଥିରେ ନିଖିଲଙ୍କ ନାକରେ ଗଭୀର ଆ-ଘାତ ଲାଗିବା ସହ କିଛି ଦାନ୍ତ ଭାଙ୍ଗିଗଲା। ଆଉ ପ୍ରବଳ ର-କ୍ତଶ୍ରା-ବ ହେବାରୁ ନିଖିଲ ଚେ-ତା ଶୂ-ନ୍ୟ ହୋଇ ଚଟାଣ ଉପରେ ଟଳି ପଡିଲେ। ଆଉ ତାଙ୍କୁ ଗୁରୁ-ତ୍ୱର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା ହେଲେ ଡାକ୍ତର ତାଙ୍କୁ କହିଥିଲେ ନିଖିଲ ଆଉ ଏ ଦୁନିଆରେ ନାହାନ୍ତି। ତାଙ୍କର ଜୀବନ ଚାଲିଯାଇଥିଲା।

ତେବେ ଏନେଇ ଖବର ପାଇବା ପରେ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ତ-ଦନ୍ତ ଆରମ୍ଭ କରିଥିଲା। ଏ ହ-ତ୍ୟା ଘଟ-ଣାରେ ଏବେ ପୋ-ଲିସ ପତ୍ନୀ ରେଣୁକାଙ୍କ ନାଁରେ ଏକ ମାମ-ଲା ରୁଜୁ କରିବା ସହିତ ଆଇପିସି ଧାରା ୩୦୨ ରେ ଗି-ରଫ କରିଛି। ଆଉ ଏବେ ଏ ମାମ-ଲା କୋର୍ଟରେ ଚାଲିଛି। କାରଣ ସ୍ତ୍ରୀ କହିଥିଲେ ମୁଁ ହାତରେ ମୁଥ ମା-ରିଥିଲି କିନ୍ତୁ କୁହାଯାଉଛି କୌଣସି ମାର-ଣାସ୍ତ୍ର ଧରି ଏଭଳି ଆକ୍ର-ମଣ କରିଛନ୍ତି ସ୍ତ୍ରୀ। ଯାହାକୁ ନେଇ ଏବେ ତ-ଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *