ଭାଇ ନୁହେଁ ଥିଲା ବୟଫ୍ରେଣ୍ଡ ଥିଲା । ମ-ଲା ପରେ ବୁଲିକି ବି ଚାହିଁଲାନି !
ଦିନକୁ ଦିନ ବଢ଼ି ଚାଲିଛି ଦୁର୍ଘ-ଟଣା ଜନିତ ମୃ-ତ୍ୟୁ । ତେବେ ଦର୍ଶକ ବନ୍ଧୁ ଦୁର୍ଘ-ଟଣା କେବେ କେମିତି ସମ୍ମୁଖକୁ ଆସି ଯାଇଥାଏ ତାହା ଜଣା ମଧ୍ୟ ପଡିନଥାଏ । କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ନିମିଷକ ମଧ୍ୟରେ କଣ ସବୁ ଘଟିଯିବ ସେ କଥା କହିବା କାହାରି ପକ୍ଷେ ଅସମ୍ଭବ । କିନ୍ତୁ ଦର୍ଷକବନ୍ଧୁ ଆପଣ ମାନେ ତ ସମସ୍ତେ ଏକଥାକୁ ନେଇ ଅଜ୍ଞ ଥିବେ ଯେ ଅନେକ ପ୍ରକାର ସବୁ ଦୁର୍ଘ-ଟଣା ଆମ ଅଖ ପାଖରେ ନୀତିଦିନ ଘଟୁଛି ।
ହେଲେ ଏପରି ଏକ ଦୁର୍ଘ-ଟଣା ବିଷୟରେ ଆପଣ ହୁଏତ ଜାଣିଲେ ଆପଣଙ୍କ ଲୋମ ଟା-ଙ୍କୁରୀ ଉଠିବ । ବିଧିର ବିଧାନ ବଡ଼ ଅଜବ । ନିମିଷକ ମଧ୍ୟରେ କଣ ସବୁ ଘଟିଯିବ ସେ କଥା କହିବା କାହାରି ପକ୍ଷେ ଅସମ୍ଭବ । ତେବେ ନିକଟରେ ଦେଖିବାକୁ ମିଳିଛି ସେମିତି ଏକ ଘ-ଟଣା । ବାଇକ୍ ରେ ଦୁହେଁ ଯୁବକ ଯୁବତୀ ଆସୁଥିଲେ । ଦୁର୍ଘଟଣାରେ ଚାଲିଗଲା ଯୁବତୀର ଜୀବନ । ଆଉ ଯୁବତୀର ଶ-ବ ସେମିତି ପଡ଼ି ରହିଥିବା ବେଳେ ବାଇକ୍ ଚଳାଉଥିବା ଚାଳକ ସେଠାରୁ ପଳେଇଲା ।
ତେବେ ବାଇକ୍ ଚଳାଉଥିବା ଯୁବକ ଜଣକ ଯୁବତୀଙ୍କ ଭାଇ ବୋଲି ସନ୍ଦେ-ହ କରାଯାଉଥିବା ବେଳେ କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକେ କହୁଛନ୍ତି ଯେ ସେ ଭାଇ ହେଇଥିଲେ ଏପରି କରିନଥାନ୍ତା । ନିଶ୍ଚୟ ସେ ଉକ୍ତ ଯୁବତୀଙ୍କ ବୟଫ୍ରେଣ୍ଡ୍ ହୋଇଥିବ । ଆହୁରି ମଧ୍ୟ ଉପସ୍ଥିତ ଲୋକେ କହିଛନ୍ତି ଯାହା ସହ ଯୁବତୀ ଜଣକ ଆସିଥିଲେ ସେହି ଲୋକ ତାର ମାନବିକତା ଭୁଲି ଯାଇଛି ।
ସେହି ଲୋକ ଏଇଠି ଉପସ୍ଥିତ ରହିବାର ଥିଲା । କିନ୍ତୁ ସେ ଲୋକ ଝିଅକୁ ଛାଡ଼ି ପଳେଇଲା ଆଉ ସେଇଠି ହିଁ ସେ ମାନବିକତା ହରେଇ ଦେଇଛି । ଗୋଟେ ଲୋକ ମୃ-ତ୍ୟୁ ବରଣ କରିକି ରାସ୍ତାରେ ପଡ଼ିଛି ଆଉ ତାଙ୍କ ସହ ଥିବା ସତ୍ତ୍ବେ ସେ ଲୋକ ତାକୁ ଛାଡ଼ିକି ପଳେଇଛି । ଲୋକେ ଆସିକି ଦେଖିଲା ବେଳକୁ ଯୁବତୀ ଜଣଙ୍କର ମୃ-ତ୍ୟୁ ହୋଇ ସାରିଥିଲା । ଆଉ ଉପସ୍ଥିତ ଲୋକଙ୍କ ମଧ୍ୟରୁ ଜଣେ ନିଜ ସାର୍ଟ ଖୋଲି ମୃ-ତ ଯୁବତୀଙ୍କ ମୁହଁରେ ଘୋଡେଇ ଦେଇଥିଲେ । ଉକ୍ତ ଯୁବତୀଙ୍କ ମୁଣ୍ଡରୁ ପୂରା ମାଂସ ର-କ୍ତ ବାହାରକୁ ବାହାରି ପଡ଼ିଥିଲା ଆଉ ଲୋକେ ଆଣିକି ସେଥିରେ ବାଲି ପକେଇ ଦେଇଥିଲେ । ଦୁର୍ଘ-ଟଣାର କାରଣ ହେଉଛି ମୃ-ତ ଯୁବତୀ ବସିଥିବା ବାଇକ୍ ଟି ମା-ଡ଼ ହୋଇଯାଇଥିଲା ଆଉ ଯୁବତୀ ଜଣକ ଖପୁରୀ ମା-ଡ଼ ହୋଇ ସ୍ପଟ୍ ଡେଥ ହୋଇଛି ।