ବାଥରୁମରେ ସୁନ୍ଦରୀର ସବୁ ସାରିଦେଲା ସିକ୍ୟୁରୀଟି ଗାର୍ଡ।

ସୁନ୍ଦରୀ ଝିଅକୁ ଏକୁଟିଆ ପାଇ ଘର ଭିତରେ ପଶିଲା ସିକ୍ୟୁରୀଟି ଗାର୍ଡ, ବାଥରୁମ ଭିତରେ ସବୁକିଛି ସାରିଦେଲା।ଅଧାରେ ରହିଗଲା ଏୟାର ହଷ୍ଟେସ ହେବାର ସ୍ୱପ୍ନ। ବାଥରୁମ ଭିତରେ ମିଳିଲା ଟ୍ରେନି ଏୟାର ହଷ୍ଟେସ ରୂପାଙ୍କ ର-କ୍ତାତ ମୃ-ତ ଦେହ। ରୂପାଙ୍କ ହ-ତ୍ୟା କରି ହ-ତ୍ୟାକା-ରୀ ବି ହାରିଦେଲା ଜୀବନ। ରୁପା ରୂପରେ ଯେମିତି ଗୁଣରେ ବି ସେମିତି ସେ ଥିଲେ ଜଣେ ମେଧାବୀ ଛାତ୍ରୀ। ଇଛା ଥିଲା ଏୟାର ହଷ୍ଟେସ ବନିବାର। ଯାହାକୁ ନେଇଥିଲା ମନରେ ଅନେକ କିଛି ସ୍ୱପ୍ନ ଅନେକ ଆଶା।ସେଥିପାଇଁ ପାଠ ପଢ଼ା ସରିବା ପରେ ରୁପା ମାୟା ନଗରୀ ମୁମ୍ବାଇ ଚାଲିଯାଇଥିଲେ। ହେଲେ ସେ କେବେବି ଭାବି ନଥିଲେ ଯେ ସ୍ୱପ୍ନ ପୂରଣ ପାଇଁ ସେ ଯେଉଁ ସହରକୁ ଯାଉଛନ୍ତି ସେଇ ସହର ହିଁ ତାଙ୍କର ମୃ-ତ୍ୟୁର ସହର ପାଲଟି ଯିବ ବୋଲି।

ବାପା ମା ତିନି ଭଉଣୀ ଏବଂ ଗୋଟିଏ ଭାଇକୁ ନେଇ ବେଶ ହସ ଖୁସିରେ ଚାଲିଥିଲା ଖୁସିର ପରିବାର। ତିନି ଭଉଣୀଙ୍କ ଭିତରେ ରୁପା ଥିଲେ ବାପା ମାଙ୍କର ସବୁଠାରୁ ସାନ ଝିଅ। ଯାହାଙ୍କର ବୟସ ଥିଲା ମାତ୍ର ୨୩ ବର୍ଷ। ଘରର ସାନ ଝିଅ ହେବା କାରଣରୁ ତାଙ୍କୁ ସମସ୍ତେ ବହୁତ ଗେଲ୍ହା କରୁଥିଲେ। ଆଉ ଭଲ ପାଉଥିଲେ ସେଥିପାଇଁ ତାଙ୍କର ପ୍ରତ୍ୟକଟି ଇଚ୍ଛାକୁ ପୂରଣ କରୁଥିଲେ ବାପା ମା ଭାଇ ଭଉଣୀ।ପରିବାର ଚଳଣି ଅତ୍ୟନ୍ତ ସ୍ୱଚ୍ଛଳ ଥିଲା। ବାପା ଜଣେ ସରକାରୀ ଚାକିରିଆ ହୋଇଥିବା ବେଳେ ଘରେ ତାଙ୍କର ଟଙ୍କା ପଇସା ଖାଇବା ପିଇବା ପିନ୍ଧିବାରେ କୌଣସି ଅଭାବ ନଥିଲା। ହେଲେ ତଥାପି ରୂପାଙ୍କର ଗୋଟିଏ ମାତ୍ର ଇଛା ଥିଲା ସେ ଦିନେ ନାଁ ଦିନେ ଏୟାର ହଷ୍ଟେସ ହେବେ। ଆଉ ଯେଉଁଥିପାଇଁ ରୁପାଙ୍କର ପାଠ ପଢା ସରୁ ସରୁସେ ମାୟା ନଗରୀ ମୁମ୍ବାଇକୁ ଚାଲିଯାଇଥିଲେ। ରୂପାଙ୍କୁ ପରିବାର ଲୋକେ ମଧ୍ୟ ବହୁତ ଭଲ ସପଟ କରୁଥିଲେ।

୬ ମାସର ଟ୍ରେନିଂ ପରେ ରୁପା ଏୟାର ହଷ୍ଟେସ ହେବାର ଥିଲା। ସେଥିପାଇଁ ସେ ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ କରି ସାରିଥିଲେ। ମୁମ୍ବାଇରେ ରହିବା ପାଇଁ ତାଙ୍କର ଜଣେ ସମ୍ପର୍କୀୟ ବଡ଼ ଭଉଣୀ ଯାହାଙ୍କର ନାମ ହେଉଛି ଐଶ୍ୱରୀୟା ସେ ତାଙ୍କ ଫ୍ଲାଟରେ ରହି ଟ୍ରେନିଂ ନେବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଦୁହେଁ ମିଶି ବେଶ ହସ ଖୁସିରେ ରହୁଥିଲେ। ଏହାରି ଭିତରେ ରାକ୍ଷୀ ପୂର୍ଣ୍ଣିମା ପାଇଁ ଐଶ୍ୱରୀୟା ତାଙ୍କ ଘରକୁ ଚାଲି ଆସିଥିଲେ। ଛୁଟି ଥିବାରୁ ଘର ଲୋକଙ୍କ ସହ କିଛି ସମୟ ବିତାଇବା ପାଇଁ ନିଷ୍ପତ୍ତି ନେଇଥିଲେ।

ମାତ୍ର ମୁମ୍ବାଇର ଏତେବଡ ଫ୍ଲାଟରେ ଏକାକୀ ରହିଯାଇଥିଲେ ରୁପା। ତାଙ୍କର ଟ୍ରେନିଂ ଚାଲିଥିବାରୁ ସେ ସେଇ ଫ୍ଲାଟରେ ରହି ଟ୍ରେନିଂ ନେଉଥିଲେ। ମାତ୍ର ସେଦିନ ଥିଲା ରବିବାର ଦିନ ୧୦ ଟା ବେଳେ ମାଙ୍କ ପାଖକୁ ରୁପା କଲ କରେ କିଛି ସମୟ କଥା ହେବା ପରେ କିଛି କାମ ଅଛି ବୋଲି କହି କଲ କା-ଟିଦିଏ ପ୍ରତିଦିନ ଘର ଲୋକଙ୍କ ପାଖକୁ ୪ ରୁ ୫ ଥର କଲ କରେ ରୁପା। ମାତ୍ର ସେ ଦିନ ଗୋଟେ ଥର କଲ କରି କାଟି ଦେଇଥିବାରୁ ଘରେ ଲୋକ ଚିନ୍ତାରେ ପଡିଯାଇଥିଲେ। ରୁପା କେଉଁ କାମ ନେଇ ବ୍ୟସ୍ତ ଥିବା କଥା ଭାବି ସେ କଥାକୁ ହାଲୁକାରେ ନେଇଯାଇଥିଲେ।

ହେଲେ ଯେତେବେଳେ ଗୋଟେ ଦିନ ପୁରା ବିତିଯାଇଥିଲା ସେତେବେଳେ ରୂପାର କଲ ନଆସିବାରୁ ସମସ୍ତେ ବ୍ୟସ୍ତ ହୋଇପଡିଥିଲେ। ଆଉ ଭଉଣୀ ଐଶ୍ୱରୀୟାଙ୍କୁ ଫୋନ କରି ରୁପା ବିଷୟରେ ବୁଝିବା ପାଇଁ ପଠାଇଥିଲେ। ଖବର ନେଉ ନେଉ ଯାହା ସାମ୍ନାକୁ ଆସିଥିଲା ତାହା ଶୁଣିବା ପରେ ସମସ୍ତଙ୍କ ପାଦ ତଳୁ ଯେମିତି ମାଟି ଖସି ପଡ଼ିଥିଲା।

ଐଶ୍ୱରୀୟାଙ୍କ ଫ୍ଲାଟରେ ଥିବା ସେ ବାଥରୁମ ଭିତରୁ ର-କ୍ତ ଜୁ-ଡୁବୁ-ଡୁ ଅବସ୍ଥାରେ ମିଳିଥିଲା ରୂପା ଏବଂ ରୂପେଲ ଅଗ୍ରୱାଲ ଙ୍କ ମୃ-ତ ଦେହ। ତାଙ୍କୁ କିଏ ଅତି ବିଭଛ ଭାବରେ ହ-ତ୍ୟା କରିଥିଲା। ଯାହାକୁ ନେଇ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ମୃ-ତ ଦେହକୁ ଉଦ୍ଧାର କରିଥିବା ବେଳେ ହ-ତ୍ୟାକା-ରୀକୁ ଧରିପାରିନଥିଲା ପୋ-ଲିସ। ଏନେଇ ସେ ସୋସାଇଟିରେ ଥିବା ସମସ୍ତ ଲୋକଙ୍କୁ ପଚ-ରାଉ-ଚରା କରିବା ସହିତ CCTV ଯାଞ୍ଚ ମଧ୍ୟ କରିଥିଲା। ମାତ୍ର କୌଣସି ବି ପ୍ରମାଣ ପୋ-ଲିସ ପାଇପାରିନଥିଲା।

ସେଥିପାଇଁ ସେଠାରେ କାମ କରୁଥିବା ହାଉସ କିପର ସିକ୍ୟୁରୀଟି ଗାର୍ଡଙ୍କ ଉପରେ ପୋଲି-ସର ସ-ନ୍ଦେହ ହୋଇଥିଲା। ଆଉ ସୋସାଇଟି ଭିତରେ ଥିବା CCTVକୁ ପୋ-ଲିସ ଯାଞ୍ଚ କରୁ କରୁ ସାମ୍ନାକୁ ଆସିଥିଲା ସମସ୍ତ ପ୍ରମାଣ। ଯାହାକି ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସେଠାରେ କାମ କରୁଥିବା ଜଣେ ହାଉସ କିପର ଯାହାଙ୍କର ନାମ ହେଉଛି ବିକ୍ରମ ଅଟୱାଲ। ତାଙ୍କ ଉପରେ ପୋଲି-ସର ସ-ନ୍ଦେହ ପଢିଥିଲା। କାରଣ ରବିବାର ଦିନ ବିକ୍ରମ ରୂପେଲଙ୍କର ଫ୍ଲାଟକୁ ଯାଇ ୨ ଘଣ୍ଟା ପରେ ଫେରିଥିଲେ। ସବୁଠାରୁ ବଡ଼ କଥା ହେଉଛି ସେ ଭିତରକୁ ୟୁନିଫର୍ମ ପିନ୍ଧି ଯାଇଥିବା ବେଳେ ବାହାରକୁ ସାଧା ଡ୍ରେସ ପିନ୍ଧି ଆସିଥିଲେ। ଆଉ ଯେଉଁଥିରେ ରକ୍ତର ଛିଟା ଲାଗିଥିଲା। ଏହାକୁ ନେଇ ପୋଲି-ସର ସ-ନ୍ଦେହ ହେବା ପରେ ସେ ବିକ୍ରମକୁ ଡାକି ପଚ-ରାଉ-ଚରା କରିଥିଲେ। ଆଉ ସେତିକିବେଳେ ବିକ୍ରମଙ୍କର ବେକ ଓ ହାତରେ ଆଘାତ ଲାଗିଥିବାର ଦେଖି ପୋ-ଲିସ ତାଙ୍କୁ ଅଧିକ ପଚରାଉଚରା କରିଥିଲେ। କିନ୍ତୁ ବିକ୍ରମଙ୍କ ପାଖରୁ ସେମିତି ସନ୍ତୋଷଜନକ କୌଣସି ଖବର ପାଇପାରିନଥିଲେ ପୋ-ଲିସ। ହେଲେବି ବିକ୍ରମକୁ ଗି-ରଫ କରିଥିଲା ପୋ-ଲିସ।

ବିକ୍ରମକୁ ଗିର-ଫ କରିବା ପରେ ଗୋଟେ ପରେ ଗୋଟେ ସତ ବଖାଣି ଥିଲା ବିକ୍ରମ। ରୂପେଲ ଏକୁଟିଆ ଥିବା ଦେଖି ସେ ନିଜକୁ ସମ୍ଭାଳି ପାରିନଥିଲେ। ତାଙ୍କ ସହିତ ଜୋରଜ-ବରଦସ୍ତି କରିବା ପାଇଁ ଚେଷ୍ଟା କରିଥିଲେ ଆଉ ଏତିକି ବେଳେ ଦୁହିଁଙ୍କ ଭିତରେ ଗ-ଣ୍ଡଗୋ-ଳ ହେବାରୁ ରୂପେଲଙ୍କର ମୃ-ତ୍ୟୁ ହୋଇଛି।

ମାତ୍ର ଏ କଥାକୁ ବିଶ୍ୱାସ କରିନଥିଲା ପୋ-ଲିସ। ଆଉ ବାରମ୍ବାର ବିକ୍ରମକୁ ପଚାରିବାରୁ ସବୁ ସତ ମାନିଥିଲା। ରୂପେଲ ତାକୁ ସଫା ସୁତରାକୁ ନେଇ ସବୁବେଳେ ଗା-ଳି ଗୁ-ଲଜ କରୁଥିଲେ। ଆଉ ଟିକେ ଟିକେ କଥାରେ ତାଙ୍କ ଉପରେ ବିର-କ୍ତ ହେଉଥିଲେ ଯାହାକି ଦୀର୍ଘଦିନ ଧରି ଲାଗିରହିଥିଲା। ଏହାକୁ ନେଇ ବିକ୍ରମ ମଧ୍ୟ ସେଦିନ ମଧ୍ୟ ରୂପେଲ ବିକ୍ରମକୁ ସଫା ସୁତରାକୁ ନେଇ ଗା-ଳି କରିଥିଲେ। ଯାହାକୁ ନେଇ ବିକ୍ରମ ରା-ଗିଯାଇଥିଲା। ଆଉ ଅତି ବିଭଛ ଭାବରେ ରୂପେଲକୁ ହ-ତ୍ୟା କରି ବାଥରୁମ ଭିତରେ ପକାଇଦେଇଥିଲା।

ଏସବୁ କଥା ନିଜ ମୁହଁରେ ମାନିବା ପରେ ବିକ୍ରମ ହିଁ ରୂପେଲର ହ-ତ୍ୟାକା-ରୀ ବୋଲି ସ୍ପଷ୍ଟ ହୋଇଯାଇଥିଲା। ମାତ୍ର ଗି-ରଫ ହେବାର କିଛି ଦିନ ପରେ ବିକ୍ରମ ଥା-ନା ଭିତରେ ନିଜର ଜୀବନ ହାରିଦେଇଥିଲା। ଯାହାକି ରୂପେଲଙ୍କର ମୃ-ତ୍ୟୁର ଘ-ଟଣା ଆହୁରି ରହସ୍ୟମୟ କରିଦେଇଛି।

Leave a Reply

Your email address will not be published. Required fields are marked *