ଚଉଠି ରାତିରେ ସ୍ୱାମୀ କଲା ଚିତ୍କାର।

ଚଉଠି ରାତିରେ ନବବଧୂ କଲା ଏମିତି କାର୍ଯ୍ୟ, ବରର… ଯାହାକୁ ଦେଖି ଘର ଲୋକଙ୍କ ହସ ଉଡ଼ିଗଲା…ଚଉଠି ରାତିରେ ଅଜବ ଘ-ଟଣା। ନବବଧୂ କଲା ଏମିତି କାର୍ଯ୍ୟ। ବରର ଚିତ୍କାର ବାହାରେ ପଡିଲା। ବିବାହିତ କିମ୍ବା ବିବାହିତାଙ୍କ ଜୀବନରେ ଚଉଠି ରାତି ସବୁଠାରୁ ସ୍ମରଣୀୟ ହୋଇଥାଏ। ହେଲେ ଚଉଠି ରାତିରେ ନବବଧୂ ଏପରି କିଛି କାଣ୍ଡ କଲା ଯେ ଘରର ସମସ୍ତ ସଦସ୍ୟଙ୍କ ହସ ଉଡ଼ିଗଲା। ବିଳମ୍ବିତ ରାତିରେ ବନ୍ଦ ରୁମରୁ ବରର ବଞ୍ଚାଅ ବଞ୍ଚାଅ ଚି-ତ୍କାର ଶୁଣି ଘରେ ଲୋକେ କବାଟ ଭା-ଙ୍ଗି ଯାହା ଦେଖିଲେ ସେଥିରେ ତାଙ୍କର ହସ ଉଡ଼ିଗଲା।

ଚଉଠି ରାତିରେ ବର କନ୍ୟାଙ୍କ ମଝିରେ ଏପରି କିଛି ଘ-ଟଣା ଘଟିଥିଲା ଯାହା କଳ୍ପନା କରିବା ବି ଅସମ୍ଭବ। ଏଭଳି ଘ-ଟଣା ଦେଖିବାକୁ ମିଳିଛି ରୁଙ୍କିଗଗ ନହର କେତୱାଲି ଅଞ୍ଚଳର ମାଧବ ପୁରରେ। ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।ଚଉଠି ଶେଯରେ ଶୋଇବାକୁ ଯାଇଥିଲେ ବର ଆଉ ନବବଧୂ। କିଛି କଥା ହେବା ପରେ ଲାଇଟ ଅଫ କରିଥିଲେ ପରେ ଆରମ୍ଭ ହୋଇଥିଲା ଅସଲ କଥା। କୌଣସି କଥାକୁ ନେଇ ବର ଓ ନବବଧୂଙ୍କ ମଧ୍ୟରେ କଥା କଟା କଟି ହୋଇଥିଲେ ଏଥିରେ ଉକ୍ଷିପ୍ତ ହୋଇ ନବବଧୂ ବରକୁ ନିଧୁମ ପି-ଟିଥିଲେ। ଉଭୟଙ୍କ ମଧ୍ୟରେ ପା-ଟିତୁ-ଣ୍ଡ ହୋଇଥିଲା। ପାଟିତୁଣ୍ଡ ଶୁଣି ତାଙ୍କ ପରିବାର ଲୋକେ ରୁମ ପାଖକୁ ଆସିଥିଲେ। ଏହା ପରେ ମାମ-ଲା କିଛି ମାତ୍ରାରେ ଶାନ୍ତ ପଡିଥିଲା।

ପତିଙ୍କ ଅଭିଯୋଗ ଯେ ସେ ଯାହାକୁ ବିବାହ କରିଛନ୍ତି ସେ ଜଣେ ମାନସିକ ରୋଗୀ। ରୁଡ଼କି ଗଙ୍ଗ ନହର କେତୱାଲି ଅଞ୍ଚଳର ମାଧବପୁରର ଜଣେ ଯୁବକ ନଭେମ୍ବର ୨୨ ତାରିଖରେ ଖେମପୁର ଥିଥଲା ଥା-ନା ଅଞ୍ଚଳର ମଙ୍ଗଲଓରର ନିବାସୀ ଯୁବତୀଙ୍କ ସହ ବିବାହ କରିଥିଲେ। ଚଉଠି ରାତିରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝ-ଗଡା ହୋଇଥିଲା। ଚଉଠି ଶେଯରେ ପତ୍ନୀ ପତିଙ୍କୁ ଜୋରଦାର ପି-ଟି ଥିଲେ।

ମାଡ଼ କାଟିବାରୁ ବର ଖୁବ ଜୋରରେ ଚି-ତ୍କାର କରିଥିଲେ। ପରିବାର ଲୋକେ ପହଁଚିବା ପରେ ମାମ-ଲା ଶାନ୍ତ ପଡିଥିଲା। କିନ୍ତୁ ଏହି ଘଟ-ଣାକୁ ନେଇ ଉଭୟଙ୍କ ବର ଏବଂ କନ୍ୟା ଘରର ଲୋକଙ୍କ ମଧ୍ୟରେ ଝ-ଗଡା ହୋଇଥିଲା। ଶେଷରେ ଉଭୟଙ୍କ ପକ୍ଷରୁ ଥା-ନାରେ ଅଭି-ଯୋଗ କରାଯାଇଥିଲା। ଯାହାକୁ ନେଇ ତ-ଦନ୍ତ ଜାରି ରଖିଛି ପୋ-ଲିସ।

Leave a Reply

Your email address will not be published. Required fields are marked *