ଭୁବନେଶ୍ୱର ସବୁକିଛି ଛଡ଼ାଇ ନେଲା। ମୁଁ ମୋ ଖୁସିକୁ ନେଇ ଗାଁକୁ ଚାଲିଯିବି।

ସବୁ ହସଖୁସି ଛଡ଼ାଇ ନେଲା ଭୁବନେଶ୍ୱର… ଏବେ ମୁଁ ମୋ ଖୁସିକୁ ନେଇ ଗାଁକୁ ଚାଲିଯିବି।ମତେ ଯେତେ କଷ୍ଟ ହେଉପଛେ ମୁଁ ଆଉ ଏ ଭୁବନେଶ୍ୱରରେ ରହିବିନି। ମୁଁ ମୋ ଖୁସିକୁ ନେଇ ଗାଁକୁ ଚାଲିଯିବି। ଯେଉଁ ଖୁସି ସବୁବେଳେ ଆପଣଙ୍କୁ କଥା କୁହାଇ କୁହାଇ ହସାଉଥିଲା ଆଜି ସେଇ ଖୁସି କଥା ଟିକେ କହିବାକୁ ଡ଼ରୁଛି। ମୁଁ ମୋ ଖୁସି ମୁହଁରୁ ସେଇ ହସ ହସ ମୁହଁ ଆଉ ଦେଖି ପାରୁନି। ଖାଲି ତା ଆଖିରୁ ଲୁହ ଗଡି ଯାଉଛି। ମୁଁ ମୋ ଖୁସିକୁ ନେଇ ଭୁବନେଶ୍ୱରରୁ ଗାଁକୁ ନେଇ ଚାଲିଯିବି। ଆମେ ଆଉ ଏଇ ଭୁବନେଶ୍ୱରରେ ରହିବୁନି। ଚାଷ କରିକି ଗାଁରେ ରହିବି ପଛେ ଏ ଭୁବନେଶ୍ୱରରେ ଆଉ ରହିବିନି। ଆମେ ଦୁହେଁ ଗାଁରେ ଦୁହେଁ ସାଥିରେ ବେଶ ଖୁସିରେ ରହିବୁ। କିନ୍ତୁ ଆଉ ଏଇ ରାଜଧାନୀ ଭୁବନେଶ୍ବରକୁ କେବେ ଆସିବୁନି।

ଭଗବାନଙ୍କ ପାଇଁ ଆଜି ମୁଁ ମୋ ସ୍ତ୍ରୀକୁ ପାଇଛି ଦୀର୍ଘ ୩୭ ଦିନ ଆଇସ୍ୟୁରେ ରହିବା ପରେ ମୋ ଡାକ ଭଗବାନ ଶୁଣିଛନ୍ତି। ମୋ ଖୁସିକୁ ମୋ ପାଖକୁ ଫେରାଇ ଦେଇଛନ୍ତି। ମୋର ଆଉ କିଛି ଦରକାର ନାହିଁ। ମୋ ସ୍ତ୍ରୀକୁ ଭଲ କରିଦିଅ। ମୁଁ ତାକୁ ଭୁବନେଶ୍ୱରରୁ ଗାଁକୁ ନେଇ ଚାଲିଯିବି। ସେଠାରେ ଚାଷ କରି ରହିବି ପଛେ ଆଉ ଏ ଭୁବନେଶ୍ୱରରେ ରହିବିନି। ଖୁସି ମୋ ପାଖରେ ଅଛି ସତ ନାଁ ସେ ଖାଇ ପାରୁଛି ନାଁ ଟିକେ ଭଲ ଭାବରେ କଥା କହି ପାରୁଛି। ମୁଁ ତାର ଏଇ କଷ୍ଟ ଦେଖି ସହି ପାରୁନି। ମୋ ଖୁସିକୁ ଟିକେ ଭଲ କରିଦିଅନ୍ତୁ।

ଯେଉଁ ଖୁସି ଆପଣ ମାନଙ୍କୁ କଥା କହି କହି ମନ କିଣି ନେଉଥିଲା ଏ ହେଉଛନ୍ତି ସେହି ଖୁସି ଦୁଇ ପଦ କଥା କହିବାକୁ କଷ୍ଟ ହେଉଛି ଏବଂ ଡରୁଛନ୍ତି କଥା କହିବାକୁ। ସମସ୍ତଙ୍କୁ ହସାଉଥିବା ଖୁସିଙ୍କ ମୁହଁରୁ ଲିଭି ଯାଇଛି ସବୁଦିନ ପାଇଁ ହସ। ଖାଲି ଆଖିରେ ଭରି ଯାଇଛି ଲୁହ।ଇଂଷ୍ଟାଗ୍ରାମରେ ଆପଣ ମାନଙ୍କୁ ସବୁବେଳେ motibhesnal ଭିଡିଓ କରି ଖୁସ ଆପଣଙ୍କୁ motivate କରୁଥିଲେ ଆଉ ଆଜି ସେ ପୁରା ଭାଙ୍ଗି ପଡିଛନ୍ତି। ଆଖିରୁ ଲୁହ ଗଡାଇ ଦିନରାତି ବିତାଉଛନ୍ତି।

ଗତ ୩୭ ଦିନ ଆଇସ୍ୟୁରେ ରହି ଏବେ ଘରକୁ ଆସିଛନ୍ତି। ଆଉ ସ୍ୱାମୀଙ୍କ ପାଖରେ ବସିଛନ୍ତି ଆଉ କହୁଛନ୍ତି ମୋ ସ୍ୱାମୀ ମୋ ପାଇଁ ଭଗବାନ। ସେ ନଥିଲେ ହୁଏତ ମୁଁ ବଞ୍ଚି ପାରିନଥାନ୍ତି କି ଆପଣ ମାନେ ମୋତେ ପୁଣି ଥରେ ଦେଖି ପାରିନଥାନ୍ତେ। ମୋ ସ୍ବାମୀଙ୍କ ପାଇଁ ମୁଁ ଆଜି ନୂଆ ଜୀବନ ପାଇଛି। ସେ ମୋ ପାଇଁ ଭଗବାନ। ୧୨ ବର୍ଷର ଭଲପାଇବା ମଧ୍ୟରେ ମୋତେ ଆଜି ନୂଆ ଜୀବନ ଦେଇଛି। ତାଙ୍କ ଭଲପାଇବା ଆପଣ ମାନଙ୍କ ସାହାର୍ଯ୍ୟ ଯୋଗୁ ଖୁସି ଏକ ନୂଆ ଜୀବନ ପାଇଛି। ସବୁବେଳେ ମୋ ପାଇଁ ସବୁକିଛି ଅର୍ଜୁନ। ଆଜି ମୁଁ ଦେଖିଦେଲି ମୋ ଅର୍ଜୁନର ଭଲପାଇବା। ଭଲ ହେଇଛି ମୋତେ ରୋଗ ହୋଇଛି। ରୋଗ ନହୋଇଥିଲେ ହୁଏତ ମୁଁ ମୋ ସ୍ୱାମୀଙ୍କୁ ଚିନ୍ହି ପାରିନଥାନ୍ତି। ମୋ ସ୍ବାମୀଙ୍କ ବିନା ମୋ ଜୀବନ ଅଧା।

ଟିକେ ଦେଖନ୍ତୁ ଏଇ ଫୋଟକୁ ଖୁସି ଗର୍ଭବତୀ ଥିଲେ ସେ ମା ହୋଇଥାନ୍ତେ ଆଉ ମୁଁ ବାପା ହୋଇଥାନ୍ତି ଆମେ ଦୁହେଁ ବେଶ ଖୁସି ଥିଲୁ। ଆଉ ଡାକ୍ତରଖାନାକୁ ଖୁସିକୁ ନେଇ ଯାଇଥିଲି ପରୀକ୍ଷା କରାଇବା ପାଇଁ। ସେଠାରେ ପିଲାଟି ମିସ୍କ୍ୱା-ରେଜ ହୋଇଯାଇଥିଲା। ସେଥିପାଇଁ ଖୁସିକୁ ୱା-ସ କରାଯାଇଥିଲା। ଏହା ପରେ ତାଙ୍କର ଅବସ୍ଥା ଏଭଳି ହୋଇଗଲା ଯେ ଦୀର୍ଘ ୩୭ ଦିନ କାଳ ଆଇସ୍ୟୁରେ ପଡି ରହି ଜୀବନ ମୃ-ତ୍ୟୁ ସହିତ ସ-ଙ୍ଘର୍ଷ କରୁଥିଲେ ଆଉ ତାଙ୍କୁ ଏଭଳି ଅବସ୍ଥାରେ ଦେଖି ମୁଁ ସହି ପାରୁ ନଥିଲି। ଆଉ ତାଙ୍କର ଏଭଳି ଅବସ୍ଥା ଦେଖି ମୋର ବି ଯେମିତି ଜୀବନ ଚାଲି ଯାଇଥିଲା। କିନ୍ତୁ ଭଗବାନଙ୍କ କୃପାରୁ ମୁଁ ଆଜି ମୋ ଜୀବନକୁ ପାଇଛି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଖୁସି ଆଉ ତାଙ୍କ ସ୍ବାମୀ।

Leave a Reply

Your email address will not be published. Required fields are marked *