ଭଲପାଇ ବିବାହ କଲେ । କିନ୍ତୁ କିଛି ଋଣ ପାଇଁ ନିଜ ସ୍ତ୍ରୀ ଆଉ ଦୁଇ ଝିଅକୁ… ।
ପ୍ରଥମେ ସ୍ତ୍ରୀକୁ ମା-ରିଲା ପରେ ୨ ଛୁଆକୁ ମା-ରିଲା । ୩ ମୃ-ତ ଶରୀରକୁ ଘରେ ତାଲା ପକାଇଦେଲା । ୫ଦିନ ବିତିଯିବା ପରେ ଜଣେ ଆସି କବାଟ ଖୋଲିଲା । ସଙ୍ଗେ ସଙ୍ଗେ ସେଇଠି ସେ ଚେତା ବୁଡିଗଲା । ହଁ ଆଜ୍ଞା ସ୍ଵାମୀ ଜଣକ ପ୍ରଥମେ ତା ସ୍ତ୍ରୀକୁ ମା-ରିଦେଲା ଆଉ ତାପରେ ଦୁଇ ଝିଅକୁ ମଧ୍ୟ ଆରପାରିକୁ ପଠାଇ ଦେଲା । ସ୍ତ୍ରୀର ଶରୀରରୁ ଯେତେବେଳେ ପ୍ରା-ଣବା-ୟୁ ଉଡ଼ି ଯାଇଥିଲା ସେତେବେଳେ ଏହି ଦୁଇ ଝିଅଙ୍କ ଜୀବନ ଥିଲା । ଘର ଭିତରେ ସ୍ତ୍ରୀକୁ ସଫା କରିଦେବା ପରେ ଦୁଇ ଝିଅଙ୍କୁ ବାପା ବାହାରକୁ ବୁଲାଇ ନେଲେ ।
ଝିଅ ଦୁଇଜଣଙ୍କ ମନ ପସନ୍ଦ ଅନୁସାରେ ବାପା ସବୁ ଖାଇବାକୁ ଦେଲା । ଦୁଇ ଝିଅର ଯାହା ସବୁ ଇଚ୍ଛା ଥିଲା ବାପା ସବୁ ଗୋଟି ଗୋଟି କରି ପୂରଣ କଲା । କିନ୍ତୁ ସେ ଦୁଇ ଝିଅ ଜାଣି ନଥିଲେ ଯେ ସେହି ରାତି ତାଙ୍କ ଜୀବନର ହେଉଛି ଶେଷ ରାତି । ଘରକୁ ଆସିବା ପରେ ବାପା ସେହି ଦୁଇ ଝିଅଙ୍କୁ ଆର ପାରିକୁ ପଠାଇ ଦେଲା । ଏବେ ସ୍ତ୍ରୀ ଆଉ ଦୁଇ ଝିଅ ସବୁଦିନ ପାଇଁ ଭଗବାନ୍ ଙ୍କ ନିକଟକୁ ଚାଲି ଯାଇଛନ୍ତି ।
ସୂଚନା ମୁତାବକ ଉକ୍ତ ଜ-ଲ୍ହାଦ ସ୍ୱାମୀର ନାଁ ହେଉଛି ଅମିତ୍ ଓରଫ୍ କରନ । ସେ ଏହି ମହିଳାଙ୍କୁ ଭଲପାଇ ବିବାହ କରିଥିଲେ । ତାଙ୍କର ଦୁଇଟି ଝିଅ ମଧ୍ୟ ରହିଛି । ଅମିତ୍ ୨ଲକ୍ଷ ଟଙ୍କା ଋଣ କରିଥିଲେ । ସେ ସେହି ୨ଲକ୍ଷ ଟଙ୍କା କେମିତି ସୁଝିବେ ତାକୁ ନେଇ ଅନେକ ସମୟରେ ଚାପରେ ରହୁଥିଲେ । ପ୍ରତ୍ୟେକ ଦିନ ସ୍ଵାମୀ ଅମିତ୍ ଯେତେବେଳେ କାମ ସାରି ଘରକୁ ଆସନ୍ତି ତାଙ୍କ ସ୍ତ୍ରୀ ସହିତ ସବୁବେଳେ ଝ-ଗଡା କରନ୍ତି । ଏବେ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ଜୀବନ ନେଇ ଯାଇଛନ୍ତି ଅମିତ୍ ।
ତେବେ ଏଭଳି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ରାଜସ୍ଥାନର ରାଜଧାନୀ ଜୟପୁରର ଡୁଙ୍ଗେର ଅଞ୍ଚଳରେ ।ଅମିତ୍ ଜୟପୁରର ଡୁଙ୍ଗେର ଅଞ୍ଚଳରେ ଅଗରବତୀ ତିଆରି କରନ୍ତି । ତାଙ୍କ ଘର ହେଉଛି ଉତ୍ତରପ୍ରଦେଶର ଫତେପୁର ଅଞ୍ଚଳରେ । ପୋ-ଲିସ୍ ଅଭି-ଯୁକ୍ତ ଅମିତ୍ କୁ ଏବେ ଗି-ରଫ କରି ବାନ୍ଧି ନେଇଛି । ଏବେ ଦେଖିବାକୁ ବାକି ରହିଲା ଅଭି-ଯୁକ୍ତ ଅମିତଙ୍କୁ କେବେ ଆଉ କେଉଁ ଦ-ଣ୍ଡ ମିଳୁଛି ।