ମୋ ପୁଅକୁ ଯେମିତି ମା-ରିଛି, ତାକୁ ସେମିତି ଦ-ଣ୍ଡ ଦିଆଯାଉ । ପୁଅ ଚାଲିଗଲା ପରେ ମା ପୁଅକୁ ନପାଇ କା-ନ୍ଦୁଛି ।
୪ଦିନ ହେଲା ନିଖୋଜ ରାହୁଲ ଘ-ଟଣା ସାରା ଅଞ୍ଚଳରେ ଚହଳ ପକାଇଥିବା ବେଳେ କାଲି ମିଳିଛି ଶିଶୁପୁତ୍ର ରାହୁଲଙ୍କ ମୃ-ତଦେ-ହ । ଏହି ଘ-ଟଣା ଉପରୁ ପରଦା ଉଠାଇଛି ପୋ-ଲିସ । ଅନ୍ୟ ପଟେ ହ-ତ୍ୟାକ-ରୀ ମାନଙ୍କୁ ଫା-ଶି ଦ-ଣ୍ଡରେ ଦ-ଣ୍ଡିତ କରିବା ପାଇଁ ମୃ-ତ ଶିଶୁପୁତ୍ରର ଆତ୍ମୀୟ ମାନେ ଅଭି-ଯୋଗ କରିଛନ୍ତି । ବନ୍ଧୁଗଣ ସୂଚନାଯୋଗ୍ୟ ଭୁଷଣ୍ଡପୁର ଫାଣ୍ଡି ଅଧିନସ୍ଥ ଉଜ୍ୱଳା ଗୋପିନାଥପୁର ଗ୍ରାମରେ ଜଣେ ଶିଶୁ ପୁତ୍ରକୁ ଅପ-ହରଣ ପରେ ହ-ତ୍ୟା ଓ ମୃ-ତଦେ-ହ ଲୁଚା-ଇବା ଘ-ଟଣା ବେଶ୍ ଆଲୋଡ଼ନ ସୃଷ୍ଟି କରିଛି ।
ଏବେ ଏହି ମାମ-ଲାର ୪ ଦିନ ପରେ ଟାଙ୍ଗୀ ପୋ-ଲିସ ଦୁଇ ହ-ତ୍ୟାକା-ରୀଙ୍କୁ ଗି-ରଫ କରିଛି । ସେପଟେ ହ-ତ୍ୟାକା-ରୀ ମାନଙ୍କୁ ଫା-ଶି ଦ-ଣ୍ଡ ଦେବାକୁ ଦାବି କରିଛନ୍ତି ମୃ-ତ ଶିଶୁପୁତ୍ରର ପରିବାର ଲୋକେ । ଆଉ ମାଆ କହୁଛି ତାର କଅଁଳ ଶିଶୁ ପୁତ୍ରକୁ ଯେଭଳି ନିଷ୍ଠୁର ଭାବରେ ହ-ତ୍ୟା କରାଯାଇଛି ଦୋଷୀଙ୍କୁ ମଧ୍ୟ ଠିକ୍ ସେହିପରି କଠୋର ଦ-ଣ୍ଡ ଦିଆଯାଉ ।
ସୂଚନାଯୋଗ୍ୟ, ନଭେମ୍ବର ୧୭ ତାରିଖରେ ଉଜ୍ୱଳା-ଗୋପିନାଥପୁର ଗ୍ରାମର ସୁବାଷ ପ୍ରଧାନଙ୍କ ୪ ବର୍ଷର ଶିଶୁପୁତ୍ର ରାହୁଲ ଘର ସାମ୍ନାରେ ଖେଳୁଥିବା ସମୟରେ ନି-ଖୋଜ ହୋଇ ଯାଇଥିଲେ । ବହୁ ଖୋଜା ଖୋଜି ପରେ ମଧ୍ୟ ରାହୁଲ ନମିଳିବାରୁ ଭୁଷଣ୍ଡପୁର ଫା-ଣ୍ଡିରେ ଅଭି-ଯୋଗ କରିଥିଲେ ପରିବାର ଲୋକେ । ଅଭି-ଯୋଗ ଅନୁସାରେ ଟାଙ୍ଗୀ ଥା-ନା ଇନ୍ସପେକ୍ଟର, ବାଲୁଗାଁ ଏସଡିପିଓ, ଖୋର୍ଦ୍ଧା ଏସପି ଘଟ-ଣାସ୍ଥଳରେ ପହଞ୍ଚି ଏକାଧିକ ଟିମ୍ ଗଠନ କରି ତ-ଦନ୍ତ ଆରମ୍ଭ କରିଥିଲା।
୨୧ ତାରିଖରେ ଶିଶୁପୁତ୍ରର ମୃ-ତଦେ-ହକୁ ଘରଠାରୁ ମାତ୍ର ୫୦୦ ମିଟର ଦୂର ଜଙ୍ଗଲ ମଧ୍ୟରେ ଥିବା ପଥରଖଣିରୁ ଉ-ଦ୍ଧାର କରିଥିଲା । ହ-ତ୍ୟା ପରେ ମୃ-ତଦେ-ହରେ ଲୁଚା-ଇବା ପାଇଁ ଏକ ଲୁଙ୍ଗିରେ ପଥର ବାନ୍ଧି ମୃ-ତଦେ-ହକୁ ଉକ୍ତ ମାଙ୍କଡା-ପଥର ଖଣିରେ ଫିଙ୍ଗି ଦେଇଥିଲେ ଦୁ-ର୍ବୁତ୍ତ । ଘଟ-ଣାରେ ଅଧିକ ତ-ଦନ୍ତ କରିବା ସହ ସ-ନ୍ଦେହ ଆଧାରରେ କିଛି ଲୋକଙ୍କୁ ଥା-ନାରେ ଅଟକ ରଖିଥିଲା । ଆଉ ସେମାନଙ୍କ ମଧ୍ୟରୁ ୨ ଜଣ ଯୁବକ ଏଭଳି ଅମା-ନବୀୟ କା-ଣ୍ଡ ଭିଆଇଥିଲେ । ଗି-ରଫ ଅଭି-ଯୁକ୍ତ ଦୁହେଁ ସେହି ଗାଁର ମୁକ୍ତେଶ୍ୱର ପ୍ରଧାନ ଓ ପ୍ରକାଶ ପରିଡ଼ା ବୋଲି ଜଣାପଡିଛି । ତେବେ ପୂର୍ବ ଶତ୍ରୁ-ତାକୁ ନେଇ ଏଭଳି ଜ-ଘନ୍ୟ ହ-ତ୍ୟାକା-ଣ୍ଡ ଘଟିଥିବା କହିଛନ୍ତି ଖୋର୍ଦ୍ଧା ଅତିରିକ୍ତ ଏସପି ।