ଯେଉଁ ରୁମରେ ଶୋଇଥିଲା ଝିଅ ସେହି ରୁମକୁ ରାତିରେ ପଶିଲା ଧରମ ବାପା I ମନା କରୁଥିଲା ଝିଅ ଶୁଣୁନଥିଲା ବାପା… ।

ନିଜ ଝିଅକୁ ମାଡ଼ିବସି ଶାରି-ରୀକ ସ-ମ୍ପର୍କ ରଖିଦେଲା ଧରମ ବାପା । ଗୋଟାଏ ରୁମ୍ ରେ ବାପା ଓ ଝିଅ ଶୋଉଥିଲେ । ନିଜ କୋଳରୁ ଜନ୍ମ ଦେଇ ନଥିଲେ ମଧ୍ୟ ବାପା ଝିଅର ସ-ମ୍ପର୍କ ଥିଲା ଦୁହିଁଙ୍କ ଭିତରେ । ଝିଅର ସବୁବେଳେ ମୁଣ୍ଡ ଅଣ୍ଡାଳି ବୁଝାଉଥିଲେ, “ମୁଁ ତୋର ବାପା ପରି ହେବି । ମୁଁ ତୋର ଧରମ ବାପା କେବେ ବି ଡରିବୁନି” । ଆଉ ଏହାପରେ ଝିଅ ସହିତ ଜୋର୍ ଜବ-ରଦସ୍ତ ଶାରି-ରୀକ ସ-ମ୍ପର୍କ ରଖିଲା ବାପା । ଆଜ୍ଞା ହଁ ଦର୍ଶକବନ୍ଧୁ ଅଜବ ଏ ସ-ମ୍ପର୍କ । ଧରମ ଝିଅକରି ଘରକୁ ନେଇଥିଲେ । ନିଜ ଝିଅଠାରୁ ଅଧିକ ଯତ୍ନ ନେବେ ବୋଲି କଥା ଦେଇଥିଲେ । ହେଲେ ନିରୋଳାରେ ପାଇ ଝିଅ ସହିତ ଶାରୀ-ରିକ ସ-ମ୍ପର୍କ ରଖିଲା ।

ବାରମ୍ବାର ଝିଅ ସହିତ ଧରମ ବାପ ରଖୁଥିଲେ ଶାରୀ-ରିକ ସ-ମ୍ପର୍କ । ଏବେ ଝିଅ କହୁଛି, ମୁଁ ଧରମ ବାପାକୁ ବାହା ହେବି । ମୁଁ ତାଙ୍କୁ ସ୍ୱାମୀ କରିବାକୁ ଚାହୁଁଛି ବୋଲି ଯୁବତୀ ଜଣକ କହିଛନ୍ତି । ତେବେ ଅଭି-ଯୁକ୍ତ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର କମର୍ଦା ଥା-ନା ଉଲୁଡ଼ା ଗ୍ରାମର ଅନନ୍ତ ପ୍ରଧାନ ବୋଲି ଜଣାପଡ଼ିଛି । ତେବେ ସୂଚନା ମୁତାବକ ପୀ-ଡ଼ିତା ଯୁବତୀ ଜଣକ ଘରେ ରୋଷେଇୟା ଭାବରେ କାମ କରୁଥିଲେ ଆଉ ସେଇ ଘରର ଜଗୁଆଳି ଭାବେ ଅନନ୍ତ ମଧ୍ୟ ନିୟୋଜିତ ଥିଲେ ।

ଆଉ ଅନନ୍ତ ଓ ଭାରତୀ ଗୋଟାଏ ଘରେ ରହୁଥିବାରୁ ଉଭୟଙ୍କ ମଧ୍ୟରେ ବାପା ଝିଅର ସ-ମ୍ପର୍କ ଗଢ଼ି ଉଠିଥିଲା । ହେଲେ ଏଇ ପବିତ୍ର ସମ୍ପ-ର୍କକୁ ଆଡ଼େଇ ଦେଇ ଅନନ୍ତ ପକାଇଥିଲେ ଧରମ ଝିଅ ଉପରେ ଯୌ-ନ ଲାଳ-ସାର ନଜର । ହେଲେ ବାପାର ସମ୍ମାନ ଦେଉଥିବା ଯୁବତୀ ଜଣକ ଧରାଛୁଆଁ ଦେଇ ନଥିଲେ । ପରବର୍ତ୍ତୀ ସମୟରେ ଘର ଭିତରେ ଯୁବତୀଙ୍କୁ ଏକୁଟିଆ ପାଇ ଦୁ-ଷ୍କର୍ମ କରିଥିବା ଅଭି-ଯୋଗ ହୋଇଛି ।

ବାରମ୍ବାର ତାଙ୍କୁ ଦୁ-ଷ୍କର୍ମ କରିଥିବା ପୀ-ଡିତା ଅଭି-ଯୋଗ କରିଛନ୍ତି । ଇଚ୍ଛା ବିରୁଦ୍ଧରେ ୪ ମାସ ଧରିକି ଅନନ୍ତ ଯୁବତୀଙ୍କୁ ବାରମ୍ବାର ଦୁ-ଷ୍କର୍ମ କରିଥିଲା । ଅନନ୍ତଙ୍କ ଏଭଳି ଆଚରଣରେ ଶେଷରେ ଅତିଷ୍ଠ ହୋଇ ଯୁବତୀ ଜଣକ ଜଳେଶ୍ଵର ଥା-ନା ନମ୍ପ ଫାଣ୍ଡି ଇଲାକାରେ ଥିବା ନିଜ ଘରକୁ ଚାଲି ଆସିଥିଲେ । ଆଉ ତାପରେ ନିଜ ବାପାଙ୍କ ସହ ଜଳେଶ୍ବର ଥା-ନାକୁ ଯାଇ ଲିଖିତ ଅଭି-ଯୋଗ କରିଥିଲେ । ପୀଡି-ତାଙ୍କ ଅଭି-ଯୋଗ ଅଧାରରେ ପୁ-ଲିସ ମାମ-ଲା ରୁଜୁକରି ମଙ୍ଗଳବାର ଅଭି-ଯୁକ୍ତ ଅନନ୍ତ ପ୍ରଧାନକୁ କମର୍ଦ୍ଦା ଅଞ୍ଚଳରୁ ଗି-ରଫ କରିଛି ।

Leave a Reply

Your email address will not be published. Required fields are marked *