ଛାତି ଫଟେଇ କା-ନ୍ଦୁଛି ସ୍ତ୍ରୀ। ମୋତେ ଟିକେ ଛାଡ଼। ମୋ ସହିଦ ସ୍ବାମୀଙ୍କ ଟିକେ ଦେଖିବି।

ମୋତେ ଛାଡ଼ ମୁଁ ମୋ ସ୍ୱାମୀଙ୍କୁ ଟିକେ ଦେଖିବି…ପାର୍ଥିବ ଶରୀରକୁ ଦେଖି ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ।ସହିଦ ସ୍ୱାମୀର ପାର୍ଥିବ ଶରୀରକୁ ଦେଖି ଛାତି ଫଟେଇ କା-ନ୍ଦୁଛି ସ୍ତ୍ରୀ। ଆଉ କହୁଛି ମୋତେ ଟିକେ ଛାଡ଼ ମୁଁ ଟିକେ ମୋ ବାବୁକୁ ଦେଖିବି। ମୋ ଧନକୁ ଟିକେ ଗେଲ୍ହ କରିବି। ଶେଷ ଥର ପାଇଁ ମୁଁ ତା ମୁହଁକୁ ଟିକେ ଦେଖିବି। ସହିଦ ସ୍ବାମୀଙ୍କ କଫିନକୁ ଧରି ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ। ମୋ ଧନ ତୁମେ କୁଆଡେ ଗଲା। ମୋତେ କଥା ଦେଇଥିଲ ଆମେ ଏକାଠି ଜିଇଁବା ଏକାଠି ମରିବା କିନ୍ତୁ ତୁମେ ଆଜି ମୋତେ ଏକା କରି ଚାଲିଗଲ। ମୁଁ ଏବେ କେମିତି ବଞ୍ଚିବି ତୁମ ବିନା।

ମୁଁ ଆଜି ମୋର ସବୁ କିଛି ହରାଇ ବସିଲି। ମୋ ସଂସାର ଉଜୁଡି ଗଲା ଆଉ ମୋ ମଥାର ସିନ୍ଦୁର ସବୁଦିନ ପାଇଁ ଲିଭି ଗଲା। ମୁଁ ଆଉ କେବେବି ମୋ ମଥାରେ ସିନ୍ଦୁର ଲଗାଇ ପାରିବିନି। ମୋ ମଥା ସବୁଦିନ ପାଇଁ ଖାଲି ରହିଗଲା। ମୋତେ ଟିକେ ଛାଡ଼ ମୁଁ ଟିକେ ମୋ ଧନକୁ ଦେଖିବି।ଗାଁରେ ସହିଦ ସ୍ୱାମୀର ପାର୍ଥିବ ଶରୀର ପହଁଚିବା ପରେ ଦେଖନ୍ତୁ ଏହି ଫୋଟଟିକୁ ଛାତି ଫଟେଇ କା-ନ୍ଦୁଛି ସ୍ତ୍ରୀ। ଏ ଦୃଶ୍ୟକୁ ଦେଖିବା ବେଳକୁ ହୃଦୟ ଫାଟି ପଡୁଛି।

ହଁ ଆଜ୍ଞା ସବୁଦିନ ପରି ଡ୍ୟୁଟି ସାରି ରୁମକୁ ଆସିଲେ ସନ୍ଧ୍ୟା ୭ ଟା ହେବା ମାତ୍ରେ ମୋତେ ଫୋନ କରିବେ ଗୋଟିଏ ଦିନ ମୋ ସହ କଥା ନହେଲେ ରହିପାରନ୍ତି ନାହିଁ ସେ। ସବୁଦିନ ମୋ ସହ ଗୋଟିଏ ଘଣ୍ଟା କଥା ହୁଅନ୍ତି ଏହା ପରେ ଝିଅ ସହିତ ବି କଥା ହୁଅନ୍ତି। ବହୁତ ମଜା ମସ୍ତି କରନ୍ତି। ମୋ ସହିତ କଥା ହେବା ପରେ ବାପା ମାଙ୍କ ସହିତ ବି କଥା ହୋଇଥିଲେ। ଆଉ କହୁଥିଲେ କି ମୁଁ ସୁସ୍ଥ ଅଛି। ତମେ କେହି ବ୍ୟସ୍ତ ହେବନି। ମୁଁ ଡ୍ୟୁଟି ଯିବି ୧୨ ଟାରେ ଏତିକି କଥା ମୁଁ ତାଙ୍କ ପାଟିରୁ ଶେଷ ଥର ପାଇଁ ଶୁଣିଥିଲି ଫୋନରେ। ଏହା ପରେ ଯେତେ ଫୋନ କଲେ ମଧ୍ୟ ଫୋନ ରିଙ୍ଗ ହେଉଥିଲା କିନ୍ତୁ ତମେ ଆଉ ଫୋନ ଉଠାଉ ନଥିଲା। ଏହାପରେ ମୋ ମନରେ କେତେ କଣ ଭ-ୟ ଆସି ଯାଉଥିଲା। କାହିଁକିନା ଫୋନ କାହିଁକି ଉଠାଉ ନାହାଁନ୍ତି।

କିଛି ସମୟ ପରେ ମୋ ପାଖକୁ ଏକ ଫୋନ ଆସିଥିଲା ମୋତେ କହିଥିଲେ କି ତମ ସ୍ବାମୀକୁ ଗୁଳି ବାଜିଛି ବୋଲି। ଏହାପରେ ମୁଁ ଏକଥାକୁ ଶୁଣି ବିଶ୍ୱାସ କରିପାରିଲି ନାହିଁ। ମୁଁ ମୋ ନିଜକୁ ସମ୍ଭାଳି ପାରିଲିନି। ସ୍ବାମୀଙ୍କ ସହିଦ ଖବର ଶୁଣିବା ପରେ ସ୍ତ୍ରୀର କା-ନ୍ଦି କା-ନ୍ଦି ଚେତା ଚାଲି ଯାଉଥିଲା।

ଆଜି ଗାଁରେ ପହଁଚିଛି ସହିଦ ସ୍ବାମୀଙ୍କ ପାର୍ଥିବ ଶରୀର। ସ୍ବାମୀଙ୍କ କଫିନକୁ ଧରି ଛାତି ଫଟାଇ କା-ନ୍ଦୁଛି ସ୍ତ୍ରୀ। କହୁଛି ମୋ ସ୍ବାମୀକି ଟିକେ ମତେ ଶେଷ ଥର ପାଇଁ ଦେଖାଅ। ମୁଁ ଟିକେ ତାଙ୍କ ମୁହଁକୁ ଦେଖିବି। ମୋତେ ଛାଡ଼ ମୁଁ ତାଙ୍କ ବିନା ରହିପାରିବିନି। ଏମିତି କହି ସ୍ୱାମୀର କଫିନକୁ ଧରି କା-ନ୍ଦୁଛି ସ୍ତ୍ରୀ।ଏମିତିକି ଗାଁ ସ୍ମଶାନ ବି କାନ୍ଦି କାନ୍ଦି କହୁଛି ଏ ବୀର ଯବାନ ତୁମକୁ ସତ ସଲାମ।

Leave a Reply

Your email address will not be published. Required fields are marked *