ପୋ-ଲିସ୍ କୁ ଚିହ୍ନି ନପାରି କ-ମେଣ୍ଟ ମା-ରି ଫ-ସିଗଲା ରୋଡ଼ ରୋମିଓ । ଆଖି ଆଖିରେ ଇସାରା ଦେଲା ବେଳେ ମାଡ଼ି ବସିଲେ ମହିଳା ପୋ-ଲିସ୍ ।

ପୋଲିସ୍ କୁ ଚିହ୍ନି ନପାରି କମେଣ୍ଟ୍ ମା-ରିଦେଲା ରୋଡ଼ ରୋମିଓ । ଇସାରା କରି ଆଖିରେ ଆଖିରେ କରୁଥିଲା ଅ-ଶ୍ଳୀଳ ଇ-ଙ୍ଗିତ । କାଳୀ ପୂଜା ଯାତ୍ରାରେ ରୋଡ଼ ରୋମି-ଓର କଲର ଧରି ଏମିତି କଲେ ପୋ-ଲିସ୍ । ହଁ ଆଜ୍ଞା ଭଦ୍ରକରେ ବେଶ୍ ଧୁମ୍ ଧାମରେ ଚାଲିଛି ପ୍ରସିଦ୍ଧ ମାଆ କାଳୀଙ୍କ ପୂଜା I ଏହି ଅବସରରେ ଅନେକ ଲୋକଙ୍କ ଭିଡ଼ ଜମିଥିବା ବେଳେ ସାମ୍ନାକୁ ଆସିଛି ଏପରି କିଛି ଖବର I

କାଳୀପୂଜାରେ ବୁଲିବା ବାହାନାରେ ଝିଅ ଓ ମହିଳାଙ୍କୁ ଅ-ଶ୍ଳୀଳ ଇଙ୍ଗିତ କରୁଥିଲା ରୋଡ୍ ରୋମିଓ I ରୋମି-ଓର ମୁଣ୍ଡରେ ଥିଲା ଟୋପି, ଆଖିରେ ଚଷମା, କଲର ଟେକା ହୋଇଥିବା ବେଳେ ଛାତିର ବଟନ୍ ବାବୁଙ୍କର ଖୋଲା ରଖିଛି । ଆଉ ବାବୁ ଜଣକ ଏଭଳି ଏକ ଗେଟ୍ଅପ ନେଇ ଯାତ୍ରା ମଝିରେ ଚ-କ୍କର କାଟୁଥିଲେ । କିଏ ଯାତ୍ରା ଦେଖିବାକୁ ଆସି ବୁଲୁଛି ତୋ ଆଉ କିଏ ନିଜ ସାଙ୍ଗ ସାଥୀ ସହ ଆସି ଯାତ୍ରାକୁ ଉପଭୋଗ କରୁଛି । ହେଲେ ଉକ୍ତ ବାବୁ ଜଣକ ଆସିଥିଲେ ସୁନ୍ଦର ଝିଅଙ୍କୁ କମେ-ଣ୍ଟ ମା-ରିବାକୁ ।

ଆଖିରେ ଆଖିରେ ଇସାରା କରିବା ସହିତ ଝିଅ ମାନଙ୍କୁ ଖରାପ୍ ଇ-ଙ୍ଗିତ କରୁଥିଲା ଆଉ କ-ମେଣ୍ଟ ମାରୁଥିଲା । ଆଉ ଠିକ୍ ସେଇଭଳି ଯାତ୍ରା ମଝିରେ ମଧ୍ୟ ରୋଡ଼ ରୋମିଓ ଜଣକ ଏଭଳି କାର-ନାମା କରି ଚାଲିଥିଲେ । ଯେଉଁଠି ସୁନ୍ଦୁରିଆ ଝିଅ ଦେଖୁଥିଲା ତାକୁ କମେଣ୍ଟ ମା-ରିବା ସହିତ ଖରାପ୍ ଇଙ୍ଗିତ ମଧ୍ୟ କରୁଥିଲା । ଏମିତିକି ଯାତ୍ରା ମଝିରେ ଥିବା ପୋ-ଲିସ୍ ମାନଙ୍କୁ ଚିହ୍ନି ପାରିନଥିଲେ ରୋଡ଼ ରୋମିଓ ଜଣକ । ଭୁଲବଶତଃ ସାଧା ପୋଷାକରେ ପୋଲି-ସକୁ ଚିହ୍ନିି ନ ପାରି କ-ମେଣ୍ଟ ମା-ରି ଫ-ସିଗଲା ।

ଜାଣି ନପାରି ସାଧା ପୋଷାକରେ ଥିବା ଲେଡି ପୋଲି-ସଙ୍କୁ ଜାଣି ନପାରି ଆଖିରେ ଆଖିରେ ଇସାରା କରିଥିଲେ ଆଉ ଖରାପ୍ ଇ-ଙ୍ଗିତ କରିବା ସହିତ କମେଣ୍ଟ ମଧ୍ୟ ମା-ରିଥିଲେ । ଯାହାର ପରିଣାମ ଏବେ ତାକୁ ଭୋଗିବାକୁ ପଡ଼ିଛି । ତେବେ ପୋ-ଲିସ ହାତରେ ଧରାପଡି ରୋଡ ରୋମିଓ ଏବେ ଥା-ନାରେ ଅଟକ । ସୂଚନା ମୁତାବିକ ଭଦ୍ରକ ପୋଲ-ସର କିଛି ମହିଳା କନେଷ୍ଟବଳଙ୍କୁ ସାଧା ପୋଷାକରେ କାଳୀପୂଜା ମେଳାରେ ମୁତୟନ କରା ଯାଇଛି । ଏହି ପୋ-ଲିସ୍ ଅଫିସର ମାନେ ମେଳାରେ ଝିଅ ମହିଳାଙ୍କୁ ଅ-ଶ୍ଳୀଳ ଇଙ୍ଗିତ କରୁଥିବା ରୋମି-ଓଙ୍କୁ ଧରିଛନ୍ତି ।

Leave a Reply

Your email address will not be published. Required fields are marked *