ମହିଳାଙ୍କୁ ପ୍ରେମ ଜା-ଲରେ ଫସା-ଇଲା ସିକ୍ୟୁରିଟିଗାର୍ଡ଼ । ଆଉ ମହିଳାଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖିଲା, ଆଉ ଏବେ…।
ଦିନକୁ ଦିନ ସମାଜରେ ଅସାମାଜିକତା ବଢ଼ିବାରେ ଲାଗିଛି । ପ୍ରେମକୁ ଏକ ଖେଳଘର ବୋଲି ଆଜିର ଯୁବପିଢ଼ି ଭାବୁଛନ୍ତି । ପ୍ରକୃତ ପ୍ରେମର ମୂଲ୍ୟ ବୁଝୁ ନାହାନ୍ତି । ଆପଣ ମାନେ ପ୍ରତ୍ୟେକ ଦିନ ସମାଜରେ ଘଟୁଥିବା ଲ-ଭ, ସେ-କ୍ସ ଓ ଧୋ-କାର ବିଭିନ୍ନ ଘ-ଟଣା ଦେଖିବାକୁ ପାଉଥିବେ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘ-ଟଣା ସମ୍ପ-ର୍କରେ କହିବାକୁ ଯାଉଛୁ । ଏଠାରେ ଜଣେ ସିକ୍ୟୁରିଟିଗାର୍ଡ଼ ଜଣେ ମହିଳାଙ୍କ ଜୀବନ ନେଇ ଯାଇଛି । ଆଗରୁ ଉକ୍ତ ମହିଳାଙ୍କୁ ସିକ୍ୟୁରିଟିଗାର୍ଡ଼ ଜଣକ ଆକ୍ର-ମଣ କରିଥିଲେ ।
ଆଉ ଭାଗ୍ୟ ବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । କିନ୍ତୁ ଏବେ ପୁଣି ଆକ୍ର-ମଣ କରିଛନ୍ତି ସିକ୍ୟୁରିଟିଗାର୍ଡ଼ ଜଣକ । ଏଥର କିନ୍ତୁ ନିଜକୁ ବଞ୍ଚାଇ ପାରିଲେନି ମହିଳା ଆଉ ଶେଷରେ ଜୀବନ ଚାଲିଯାଇଛି ମହିଳାଙ୍କର । ହଁ ଆଜ୍ଞା ଏଭଳି ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ଅଂଚଳରେ । ସୂଚନା ମୁତାବକ ସିକ୍ୟୁରିଟିଗାର୍ଡ଼ ଯୁବକ ଜଣକ ମହିଳାଙ୍କୁ ପ୍ରେମ ଜା-ଲରେ ଫସା-ଇଲା । ଆଉ ଉଭୟ ଉଭୟଙ୍କୁ ଭଲ ପାଇବା ପରେ ମହିଳାଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖିଲା । ଖାଲି ସେତିକି ନୁହେଁ ଯୁବକ ଜଣକ ମହିଳାଙ୍କ ଠାରୁ ଅନେକ ଗୁଡ଼ିଏ ଟଙ୍କା ମଧ୍ୟ ହଡ଼ପ କରିନେଇଛନ୍ତି ।
ଅନେକ ସମୟରେ ଯୁବକ ମହିଳାଙ୍କୁ ବିବାହ କରିବାର ମି-ଛ ପ୍ରତି-ଶ୍ରୁତି ଦେଉଥିଲେ । ଆଉ ମହିଳା ଜଣଙ୍କ ଯେତେବେଳେ ବିବାହ ପାଇଁ ଜିଦ ଧରିଲେ ସେହି ପ୍ରତିଶ୍ରୁତି ପାଲଟି ଗଲା ପ୍ରତା-ରଣା । ମହିଳା ଜଣକ ବିବାହ ପାଇଁ ବାରମ୍ବାର କହିବାରୁ ଯୁବକ ଜଣକ ନେଇଥିଲା ଉଗ୍ର ରୂପ । ଆଉ ଶେଷରେ ହ-ତ୍ୟା କରିଦେଲା ମହିଳାଙ୍କୁ । ସୂଚନା ମୁତାବକ ଅଭି-ଯୁକ୍ତ ଯୁବକ ଜଣକ ହାଇଦ୍ରାବାଦ୍ ରେ ଗୋଟେ ଘରୋଇ କମ୍ପାନୀରେ ସିକ୍ୟୁରିଟିଗାର୍ଡ଼ ଭାବରେ କାର୍ଯ୍ୟ କରୁଛନ୍ତି ।
ଆଉ ଏଇ କିଛିଦିନ ହେବ ଯୁବକ ଜଣକ ହାଇଦ୍ରାବାଦ୍ ରୁ ଆସିଥିଲେ ତାଙ୍କ ଘର ବୈପାରିଗୁଡା ଅଞ୍ଚଳକୁ । ତା’ପରେ ଯୁବକ ଜଣକ ମହିଳାଙ୍କୁ ବିବାହ କରିବ କହି ଏକ ନିର୍ଦ୍ଦିଷ୍ଟ ଯାଗାକୁ ଡାକି ଶେଷରେ ଆକ୍ର-ମଣ କରି ଜୀବନ ନେଇ ଯାଇଛି ମହିଳାଙ୍କର ।ବୈପାରିଗୁଡା ଥା-ନା ପୋ-ଲିସ ବିଭିନ୍ନ ଦିଗକୁ ତ-ଦନ୍ତ କରିବା ପରେ ଶେଷରେ ଜାଣିବାକୁ ପାଇଥିଲେ କି ତା ପ୍ରେମିକ ହିଁ ହେଉଛି ହ-ତ୍ୟା ଘର-ଣାର ପ୍ରକୃତ ଅଭି-ଯୁକ୍ତ । ଏବେ ପୋ-ଲିସ୍ ଖୋଜି ଖୋଜି ଅଭି-ଯୁକ୍ତକୁ ଗି-ରଫ କରି ତ-ଦନ୍ତ ଆରମ୍ଭ କରିଛି।