ବାହା ହୋଇଗଲେ ୟୁଟବର ଲଭ ହାସଦା। ନିଜ ଭିଡ଼ିଓରେ ଏମିତି କହିଲେ ଲଭ ହାସଦା।

ବାହା ହୋଇଗଲେ ଲଭ ହାସଦା। ହାତ ଧରି ସାମ୍ନାକୁ ଆସିଲେ। କହିଲେ ମୋ ପରି କଳା ମୁଣ୍ଡିଆକୁ ତୁମେ ପସନ୍ଦ କରିବ ମୁଁ କେବେ ଭାବିନଥିଲି। ଏ ଦୃଶ୍ୟ ହିଁ କହୁଛି ବାହା ହୋଇଯାଇଛନ୍ତି ଲଭ ହାସଦା। ଆଉ ସମସ୍ତେ ଏହି ଭିଡ଼ିଓକୁ ଦେଖି କହୁଛନ୍ତି ଲଭ ହାସଦା ଏବେ ବାହା ହୋଇଗଲେ।ହଁ ଆଜ୍ଞା ତେବେ ବାହା ହୋଇଥିବା ନେଇ ଏଭଳି ସୂଚନା ଦେଇଥିଲେ ଲଭ ହାସଦା। କିନ୍ତୁ ପରବର୍ତ୍ତୀ ସମୟରେ କହିଥିଲେ କାହିଁକି ଏଭଳି ପରିସ୍ଥିତି ଆସିଲା। ଏଇ ଯୁବତୀଙ୍କୁ ତାଙ୍କୁ ବାହା ହେବାକୁ ପଡିଲା।

ହଁ ଆଜ୍ଞା ଲଭ ହାସଦା ନିଜ ୟୁଟବରେ ଏବେ ନିଜେ ଅପଲଡ଼ କରିଛନ୍ତି ବାହାଘର ହେବାର ଦୃଶ୍ୟ। କିନ୍ତୁ ଶେଷ ଆଡ଼କୁ ଯାଇ କହିଦେଇଛନ୍ତି କିଛି ଭିନ୍ନ କଥା। ଯେଉଁଥିରେ ଭିଡ଼ିଓକୁ ଦେଖି ତାଙ୍କ ଫ୍ୟାନ ମାନେ କନଫ୍ୟୁଜ ହୋଇଯାଇଛନ୍ତି।ତେବେ ଏଠାରେ ଜଣେଇ ଦେବାକୁ ଚାହିଁବୁ ଆପଣ ବି ଜାଣିଥିବେ ଆଜ୍ଞା ଆଜିକାଲି ଦୁନିଆରେ ନିଜର ମନ ପସନ୍ଦର ସାଥିଟିଏ ମିଳିବା ବହୁତ କଷ୍ଟ। ଯେଉଁଠି ଲଭ ହାସଦା ଏଭଳି ସାଥିଟିଏ ପାଇବା ପରେ କହୁଛନ୍ତି ମୋ ପରି କଳା ମୁଣ୍ଡିଆକୁ ବାହା ହୋଇ ତୁମକୁ କେମିତି ଲାଗୁଛି। ତୁମେ କେମିତି ମୋତେ ପସନ୍ଦ କଲ।

ଲଭ ହାସଦା ବି ଖୁସି ଅଛନ୍ତି କାରଣ ଏଭଳି ପତ୍ନୀ ତାଙ୍କୁ ମିଳିବ ସେ କେବେବି ଆଶା କରିନଥିଲେ ଆଉ ସସେ ବି ଖୁସି ଅଛନ୍ତି। ବହୁତ ସମୟ ଧରି ସେମାନେ ଏଭଳି ସ୍ୱାମୀ ସ୍ତ୍ରୀ ଭାବେ ଯାଇ ଦୁଇ ଜଣ ଆଶୀର୍ବାଦ ମଧ୍ୟ ନେବାର ଦୃଶ୍ୟ ଦେଖିବାକୁ ମିଳିଥିଲା।ହେଲେ ଭିଡ଼ିଓର ଶେଷ ଆଡ଼କୁ ଯିବା ବେଳକୁ ଲଭ ହାସଦା କହିଛନ୍ତି ଏହା କୁଆଡେ ଗୋଟିଏ ଆଲବମର ସୁଟିଂ ବେଳର ଦୃଶ୍ୟ।

ହଁ ଆଜ୍ଞା ଏହି କଥାର ହୁଏତ ଆପଣଙ୍କୁ କଷ୍ଟ ଲାଗିଥିବ କିନ୍ତୁ କଥାଟି ଏହା ହିଁ। ପ୍ରକୃତରେ ବାହା ହୋଇନଥାନ୍ତି ଗୋଟେ ଆଲବମ ସୁଟିଂ କରିବା ପାଇଁ ଏଭଳି ବେଶବଷାକରେ ଅଛନ୍ତି। ଦୁଇଜଣ ଏଭଳି ପୋଷାକରେ ଅଛନ୍ତି ଦେଖିଲେ ଲାଗୁଛି ଯେମିତି ଦୁଇଜଣ ବାହା ହୋଇଯାଇଛନ୍ତି।

କିନ୍ତୁ ଲଭ ହାସଦା ନିଜ ଭିଡ଼ିଓରେ କହିଛନ୍ତି ଆମେ ବାହା ହୋଇନୁ। କିନ୍ତୁ ଗୋଟେ ଆଲବମରେ ଏଭଳି ଦୃଶ୍ୟ ରହିଛି। କିନ୍ତୁ ଗୋଟେ ମ୍ୟୁଜିକ ଆଲବମ ପାଇଁ ଏଭଳି କିଛି ଦୃଶ୍ୟ ବା ଏଭଳି କିଛି ବେଶ ବସାକ ପରିଧାନ କରିବାକୁ ପଡିଛି। ଯେଉଁ ଆଲବମ ଗୀତ ଭିତରେ ରହିଛି ଏଭଳି ଦୃଶ୍ୟ ଯେଉଁଠିକି ଲଭ ହାସଦା ବାହା ହେବାର ଦୃଶ୍ୟକୁ ସ୍ଥାନିତ କରାଯାଇଛି। ସେଥିପାଇଁ ଏଭଳି କିଛି ପ୍ରିପାରେସନ ଚାଲିଛି। ସେ ଭିତରେ ଲଭ ହାସଦାଙ୍କ ଏହି ବାହା ଘର ଭିଡ଼ିଓଟି ସବୁଆଡେ ଭାଇରାଲ ହୋଇଯାଇଛି।

ତେବେ ଆପଣ ମାନେ ଜାଣିଥିବେ ଲଭ ହାସଦା ଯିଏକି ବିଶ୍ୱର ବିଭିନ୍ନ ଜାଗାମୁ ଯାଇ ଟ୍ରାଏଭେଲ ଲୋକ ମାନଙ୍କର ଜୀବନ ଶୈଳୀକୁ ସାମ୍ନାକୁ ଆଣୁଛନ୍ତି। ଏମିତିକି ଟ୍ରାଏଭେଲ ଲୋକ କେମିତି ବଞ୍ଚନ୍ତି କେମିତି ସେମାନଙ୍କର ଜୀବନ ଶୈଳୀ ଆଉ କେମିତି ଢଙ୍ଗରେ ରୁହନ୍ତି ସେ ସବୁକିଛି ଓଡିଶା ବାସୀଙ୍କ ସାମ୍ନାକୁ ଆଣନ୍ତି ଯାହାକି ଓଡିଶା ବାସୀ ଏସବୁ ଭିଡ଼ିଓ ଦେଖିବା ପରେ ଲଭ ହାସଦାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି।

Leave a Reply

Your email address will not be published. Required fields are marked *