ସ୍ତ୍ରୀକୁ ହ-ତ୍ୟା କରିଥିଲା ସ୍ୱାମୀ….ଧରିଦେଲା ସ-ନ୍ଧାନୀ କୁକୁର। ଏବେ ଝିଅ ପାଇଁ କା-ନ୍ଦି କା-ନ୍ଦି ନ୍ୟା-ୟ ମାଗୁଛି ମା।
ବଉ ଡାକୁଥିଲା ରହ ରହ। ହେଲେ ଆଖି ଆଗରେ ଝିଅକୁ ଟେକି ନେଇ ଜୀବନରୁ ମା-ରିଦେଲେ। ତେବେ ଆଜି କୁକୁର ଧରି ଦେଇଛି ଆସାମୀକି।ହଁ ଆଜ୍ଞା ଗାମୁଛାକୁ ଶୁଙ୍ଘି ଶୁଙ୍ଘି କୁକୁର ପଶି ଯାଇଛି ଆସାମୀ ଘରେ। ଦ୍ୱିତୀୟ ସ୍ତ୍ରୀ ଆଉ ତା ଗ-ର୍ଭରେ ଥିବା ସନ୍ତାନକୁ ମା-ରିଦେଇଛି ସ୍ୱାମୀ। ସ୍ୱାମୀକୁ ଟ୍ରାକ କରି ଧରି ଦେଇଛି ପୋ-ଲିସ।
ଶାଶୂ ଘର ଠାରୁ ମାତ୍ର ୨୦୦ ମିଟର ଦୂରରେ ପଡିଛି ୮ ମାସର ଗ-ର୍ଭବ-ତୀ ଦ୍ୱିତୀୟ ପତ୍ନୀ ତପସିନୀଙ୍କ ମୃତ ଦେହ। ପେଟରେ ରହିଛି ୮ ମାସର ଶିଶୁ। ପ୍ରଥମ ସ୍ତ୍ରୀ ଓ ସନ୍ତାନ ଥିବା ବେଳେ ଏ କଥା ନଜଣାଇ ଦ୍ୱିତୀୟ ପ୍ରେମ ବିବାହ କରିଥିଲେ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକ ନବଙ୍ଗ ପଞ୍ଚାୟତ ଅଧିନ ସେହି ଗ୍ରାମର ସିପୁନ ଦାସ। ସିପୁନ ପ୍ରେମ ଜା-ଲରେ ଫସାଇ ଶାରୀ-ରିକ ସ-ମ୍ପର୍କ ରଖି ରାତିରେ ଘରୁ ଉଠାଇ ନେଇ ବିବାହ କରିଥିଲା। ପ୍ରଫୁଲ ଦାସ ଏବଂ ସ୍ନେହଲତା ଦାସଙ୍କ ଏକ ମାତ୍ର ଝିଅ ତାପସିନୀଙ୍କୁ।
ବାହାଘର ପରେ ଜାଣିବାକୁ ପାଇଥିଲା ପତ୍ନୀ ଯେ ପ୍ରଥମ ସ୍ତ୍ରୀ ଜଣେ ରହିଛନ୍ତି ଏବଂ ସନ୍ତାନ ମଧ୍ୟ ରହିଛି। ତଥାପି ପ୍ରେମ ଜା-ଲରେ ଫ-ସାଇଥିଲା। ଏ କଥାକୁ ନେଇ ଘରେ ସବୁବେଳେ ପାରିବାରିକ ଅଶାନ୍ତି ଲାଗି ରହୁଥିଲା। ତେବେ ଝ-ଗଡା ହେବା ସହିତ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଗ-ଣ୍ଡଗୋ-ଳ ମଧ୍ୟ ହେଉଥିଲା। ଏ ଘଟ-ଣାକୁ ନେଇ ଅନେକ ଥର ଥା-ନାରେ ଦ୍ୱାରସ୍ଥ ହୋଇଥିଲେ ଉଭୟ। ପଞ୍ଚାୟତ ସ୍ତରରେ ମଧ୍ୟ ମିଟିଂ ବସିଥିଲା। ହେଲେ ଏହାର କୌଣସି ସମାଧାନ ହୋଇପାରି ନଥିଲା।
ତେବେ ପ୍ରଥମ ସ୍ତ୍ରୀ ଓ ସନ୍ତାନକୁ ଛାଡି ଯାଜପୁରରେ ଏକ ଭଡା ଘର ନେଇ ଦ୍ୱିତୀୟ ସ୍ତ୍ରୀ ସହିତ ଅଲଗା ରହୁଥିଲା ସିପୁନ। ପୁଣି ମଝିରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ୩ ମାସ ତଳେ ବି-ବାଦ ହୋଇଥିଲା। ୪ ମାସରେ ଗର୍ଭ-ବତୀ ଥିବା ତପସିନୀଙ୍କୁ ଛାଡି ସିପୁନ କୁଆଡେ ଚାଲିଗଲେ।ତେବେ ତପସିନୀଙ୍କୁ ଉ-ଦ୍ଧାର କରାଯାଇ ଯାଜପୁରରେ ସ୍ୱଧାର ଗୃହରେ ରଖା ଯାଇଥିଲା। ତେବେ ଏଇ କିଛି ଦିନ ତଳେ ଦୁହେଁ ଯାଜପୁରରେ ଏକ ଭଡା ଘରେ ରହିଥିଲେ। ହେଲେ ଦୁଇ ଦିନ ତଳେ ଦୁଇଜଣ ମିଶି ନିଜ ଘରକୁ ଫେରିଥିଲେ। ଆଉ ସକାଳେ ଦେଖିଲା ବେଳକୁ ସିପୁନ ଘର ଠାରୁ ମାତ୍ର ୨୦୦ ମିଟର ଦୂରରେ ରାସ୍ତା କଡ଼ରେ ପଡିଥିଲା ୮ ମାସର ଗର୍ଭ-ବତୀ ଦ୍ୱିତୀୟ ପତ୍ନୀ ତପସିନୀର ମୃ-ତ ଦେହ।
ଆଉ ଘ-ଟଣା ପରେ ମା କିଭଳି ଚିତ୍କାର କରି କା-ନ୍ଦୁଛି ଏହି ଫୋଟଟିକୁ ଦେଖନ୍ତୁ।ତପସିନିଙ୍କ ମୃ-ତ ଖବର ଶୁଣି ବାପା ପ୍ରଫୁଲ ଦାସ ଏବଂ ମା ସ୍ବେହଲତା ଦାସ ଘ-ଟଣା ସ୍ଥଳକୁ ଦୌଡ଼ି ଆସିଥିଲେ। ଆଉ ତାପରେ ଝିଅକୁ ସ୍ୱାମୀ ସହିତ ଶାଶୁ ଘରେ ଲକେ ମା-ରି ଦେଇଥିବା ଅଭି-ଯୋଗ କରିଛନ୍ତି।
ତେବେ ପୋଲି-ସର ଅନୁସ-ନ୍ଧାନି କୁକୁର ତପସିନିଙ୍କ ମୃ-ତ ଶରୀର ପାଖରେ ପଡିଥିବା ଗାମୁଛାକୁ ଶୁଙ୍ଘି ସିପୁନଙ୍କ ଘରକୁ ଦୌଡ଼ି ଥିଲା। ଆଉ ସିପୁନ ଘରକୁ ପ୍ରବେଶ କରିଥିଲା। ଆଉ ଏପଟେ ଖସି ପଳାଇବାକୁ ଉଦ୍ୟମ କରିଥିବା ସ୍ୱାମୀ ସିପୁନକୁ ସ୍ଥାନୀୟ ଭଣ୍ଡାରିପୋଖରୀ ପୋ-ଲିସ ମୋବାଇଲର ଲୋକେଶନକୁ ଟ୍ରାକ କରି ମଞ୍ଜୁରୀ ସଡ଼କ ନିକଟରେ କାବୁ କରିଥିଲା। ଏବେ ଥା-ନାରେ ଅଟକ ରଖି ପଚ-ରାଉ-ଚରା ଚାଲିଛି। ପୋଲି-ସଙ୍କ କହିବା ଅନୁଯାୟୀ ଏବେ ତ-ଦନ୍ତ ଜାରି ରହିଛି।